ଏୟାରବସଠାରୁ ୫୦୦ ନୂଆ ଏ୩୨୦ ବିମାନ କିଣିବ ଇଣ୍ଡିଗୋ
ନୂଆଦିଲ୍ଲୀ,୧୯।୬: ଭାରତୀୟ ବିମାନ ସେବା କମ୍ପାନି ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ ଏ୩୨୦ ବିମାନ କିଣିବାକୁ କିଣିବାକୁ ଯାଉଛି। ଏହା କୌଣସି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଅର୍ଡର କରାଯାଇଥିବା ସର୍ବାଧିକ ବିମାନ ବୋଲି କୁହାଯାଉଛି । ଏହି…
ଗୀତା ପ୍ରେସକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୧୯।୬: ୨୦୨୧ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଲାଗି ଗୀତା ପ୍ରେସ ଗୋରଖପୁରକୁ ବଛା ଯାଇଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିର୍ଣ୍ଣାୟକ ମଣ୍ଡଳ…
ସି ଜିନପିଙ୍ଗଙ୍କୁ ଭେଟିଲେ ଆମେରିକା ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ, ଉଭୟ ଦେଶର ସମ୍ପର୍କରେ ସୁଧାର ପାଇଁ ହେଲା ଚର୍ଚ୍ଚା
ବେଜିଂ,୧୯।୬: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଳିଙ୍କେନ ଏବେ ଚାଇନା ଗସ୍ତରେ ଅଛନ୍ତି। ଆମେରିକା ଓ ଚାଇନାର ସମ୍ପର୍କ ଓ ଏହା ମଧ୍ୟରେ ସୁଧାରକୁ ନେଇ ବ୍ଳିଙ୍କେନଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ…
ଗାନ୍ଧୀ ଶାନ୍ତି ପୁରସ୍କାର ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ନେବ ନାହିଁ ଗୀତା ପ୍ରେସ, କହିଲା ସମ୍ମାନ ନେବି ଧନରାଶି ନୁହେଁ
ଗୋରଖପୁର,୧୯।୬: ଗୀତା ପ୍ରେସ ଟ୍ରଷ୍ଟ ଗାନ୍ଧୀ ଶାନ୍ତି ପୁରସ୍କାରରେ ମିଳିବାକୁ ଥିବା ଏକ କୋଟି ଟଙ୍କାର ଧନରାଶି ନେବାକୁ ମନା କରି ଦେଇଛି। ଟ୍ରଷ୍ଟିମାନେ କହିଛନ୍ତି ଯେ ଗୀତା ପ୍ରେସ କୌଣସି ପ୍ରକାର ଦାନ ନେଇ ନ ଥାଏ।ସେଥିପାଇଁ ଗୀତା ପ୍ରେସ…
ଜେଲେନସ୍କିଙ୍କୁ ମାଆଙ୍କ ହାତ ତିଆରି ବର୍ଫି ଖୁଆଇଲେ ସୁନକ
ଲଣ୍ଡନ,୧୯।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହାରି ଭିତରେ କିଛି ଦେଶ ୟୁକ୍ରେନକୁ ସପୋର୍ଟ କରୁଥିବା ବେଳେ ଆଉ କିଛି ଦେଶ ଏହି ଯୁଦ୍ଧକୁ ନେଇ ସମ୍ପୂର୍ଣ୍ଣ ଭାବେ ଚୁପ ରହିଛନ୍ତି।ଉଭୟ ଦେଶର ନେତା ଅର୍ଥାତ୍ ରୁଷିଆ…
‘ଆଦିପୁରୁଷ’କୁ ନେଇ ଆକ୍ସନ ମୁଡରେ ସରକାର
ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ’ଆଦିପୁରୁଷ’ର ସଂଳାପକୁ ନେଇ ବିବାଦ ବଢିବାରେ ଲାଗିଛି। ବାସ୍ତବରେ, ପ୍ରଭାସଙ୍କ ଅଭିନୀତ ମୁଭିରେ ରାମାୟଣର ଚରିତ୍ର ଏବଂ ବିଶେଷକରି ଏହାର ସଂଳାପକୁ ଅନେକ ନକାରାତ୍ମକ ରିଭ୍ୟୁ ମିଳିଛି। କୁହାଯାଉଛି ଯେ ଏହି ମୁଭିରେ ରାମାୟଣର…
ପଞ୍ଜାବରେ ବବ୍ବର ଖାଲସାର ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା, ଟାର୍ଗେଟରେ ବଡ ଅଧିକାରୀ
ଚଣ୍ଡିଗଡ଼,୧୯।୬: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା ଇଣ୍ଟରନାଶନାଲ (ବିକେଆଇ)ଭାରତର ପଞ୍ଜାବରେ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି। ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି।ସୁରକ୍ଷା ଏଜେନ୍ସି ପକ୍ଷରୁ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି।…
ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ଓଡ଼ିଆ ସାତ୍ତ୍ୱିକ ଆହାର, ପ୍ଲେଟ୍ର ଦାମ୍ ରହିଛି…
ଭୁବନେଶ୍ୱର,୧୯ା୬(ବନ୍ଦନା ସେଠୀ): ରଥଯାତ୍ରା ଉପଲକ୍ଷେ ଓଟିଡିସି ନିମନ୍ତ୍ରଣ ପକ୍ଷରୁ ସ୍ବତନ୍ତ୍ର ଭେଜିଟେରିଆନ ପ୍ଲେଟ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ଯେଉଁମାନେ ଓଡ଼ିଆ ସାତ୍ତ୍ୱିକ ଆହାର ଖାଇବାକୁ ଚାହୁଁଥିବେ ସେମାନେ ଏଠାକୁ ଆସି ଖାଇପାରିବେ। ଗୋଟେ ପ୍ଲେଟ୍ର ଦାମ ୫୪୯ ଟଙ୍କା ରହିଛି।…
ରାଜଧାନୀରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଘର ଆଗରୁ ଛଡ଼ାଇନେଲେ ସୁନାଚେନ୍
ଭୁବନେଶ୍ୱର,୧୯ା୬(ସୁନିତ୍ ମିଶ୍ର): ରାଜଧାନୀରେ ପୁଣି ମାତିଲେ ଲୁଟେରା। ଘର ଆଗରେ ଛିଡ଼ା ହୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ବାଇକ୍ରେ ଆସି ସୁନା ଚେନ୍ ଓ ବ୍ରେସଲେଟ୍ ନେଇ ପଳାଇଛନ୍ତି। ବିରୋଧ କରିବାରୁ ବନ୍ଧୁକ ଦେଖାଇ ମାରିବାକୁ…
ବିଦ୍ୟୁତ୍ କାଟ୍ ପ୍ରତିବାଦରେ ଗ୍ରୀଡ୍କୋ ଅଫିସକୁ କଂଗ୍ରେସର ଅଣ୍ଡା, ଟମାଟୋ ମାଡ଼
ଭୁବନେଶ୍ୱର,୧୯ା୬(ସୁନିତ୍ ମିଶ୍ର): ଅଘୋଷିତ ବିଦ୍ୟୁତ୍ କାଟ୍ ଏବଂ ଲୋ-ଭୋଲ୍ଟେଜ ସମସ୍ୟା ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଗ୍ରୀଡ୍କୋ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ କଂଗ୍ରେସ କର୍ମୀମାନେ ଗ୍ରୀଡ୍କୋ ଅଫିସକୁ ଅଣ୍ଡା, ଟମାଟୋ ମାଡ଼ କରିଛନ୍ତି। ପିସିସି ସଭାପତି ଶରତ…
ଦୈନିକ ସଂକ୍ରମଣ ୬୩…
ନୂଆଦିଲ୍ଲୀ, ୧୯।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ସାବେରୀ ନଦୀରୁ ଧରାହେଲା ବିରାଟକାୟ ମାଛ
ମାଲକାନଗିରି,୧୯ା୬(ଦୁର୍ଯ୍ୟୋଧନ ପାତ୍ର): ସାଧାରଣତଃ ସମୁଦ୍ରରେ ସାର୍କ, ତିମି, ଭଳି ବିରାଟ ବିରାଟକାୟ ମାଛ ଧରା ଯାଇଥାଏ। ଏହି ମାଛକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେଉଥିବା ବେଳେ ମତ୍ସ୍ୟଜୀବୀ ଏହି ମାଛକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥାନ୍ତି। ମାଲକାନଗିରି ଭଳି ଏକ…
Archives


