ମାଲିଆନା ଦଙ୍ଗା ମାମଲାରେ ୪୦ ଦୋଷମୁକ୍ତ
ମିରଟ, ୪।୪: ୩୬ ବର୍ଷ ତଳର ମାଲିଆନା ସାମ୍ପ୍ରଦାୟିକ ଦଙ୍ଗା ମାମଲାର ୪୦ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଦେଇଛନ୍ତି। ୧୯୮୭ ମେ’ ୨୩ରେ ଘଟିଥିବା ଏହି ଦଙ୍ଗାରେ ୭୨ ଜଣ ମୁସଲମାନ ନିହତ ହୋଇଥିଲେ। ବାବ୍ରୀ ମସ୍ଜିଦ-ରାମ…
ଭାରତୀୟ ବଂଶୋଦ୍ଭବ ପ୍ରଫେସରଙ୍କୁ ୟୁରୋଲୋଜିଷ୍ଟ ଅଫ୍ ଦି ଇୟର ପୁରସ୍କାର
ନ୍ୟୁୟର୍କ, ୪।୪: ନ୍ୟୁୟର୍କର ଆଲବର୍ଟ ଆଇନଷ୍ଟାଇନ୍ କଲେଜ ଅଫ୍ ମେଡିସିନ୍ରେ ଆସୋସିଏଟ୍ ପ୍ରଫେସର ଥିବା ଭାରତୀୟ-ଆମେରିକୀୟ ଡ. ନିତ୍ୟା ଆବ୍ରାହାମଙ୍କୁ ୟଙ୍ଗ୍ ୟୁରୋଲୋଜିଷ୍ଟ ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି। ମୋଣ୍ଟେଫିଓର ୟୁରୋଲୋଜି ରେସିଡେନ୍ସି କାର୍ଯ୍ୟକ୍ରମର ପ୍ରୋଗ୍ରାମ ଡାଇରେକ୍ଟର ଥିବା…
ଭାରତ ମହାସାଗର ଉପରେ ଚାଇନା ନଜର
ବେଜିଂ, ୪।୪: ସ୍ଥଳଭାଗ ପରେ ଏବେ ଜଳଭାଗକୁ ଟାର୍ଗେଟ୍ କରିଛି ଚାଇନା। ଏଣିକି ଭାରତ ମହାସାଗର ଉପରେ ପଡ଼ୋଶୀ ରାଷ୍ଟ୍ର ଚାଇନାର କଡ଼ାକଡ଼ି ନଜର ରହିବ। ନାଚୁରାଲ୍ ସାଇନ୍ସ ଫାଉଣ୍ଡେଶନ୍ ଅଫ୍ ଚାଇନା (ଏନ୍ଏସ୍ଏଫ୍ସି) ପକ୍ଷରୁ ମେରାଇନ୍ ସର୍ଭେ ଡେଟା ପ୍ରସ୍ତୁତ…
ଓଡ଼ିଶାରେ ବଢ଼ିଛି ବାଲ୍ୟବିବାହ
ନୂଆଦିଲ୍ଲୀ, ୪ା୪: ମହିଳା ସଶକ୍ତୀକରଣ ଲାଗି ‘ବେଟି ବଚାଓ-ବେଟି ପଢ଼ାଓ’ ଏବଂ ଅନ୍ୟାନ୍ୟ ଯୋଜନା ସତ୍ତ୍ୱେ ବାଲ୍ୟ ବିବାହ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ଏବେ ବି ସାମାଜିକ ବ୍ୟାଧି ଭାବେ ରହିଆସିଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ…
ପିଲା ପଢ଼ିବେନି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ
ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୪ା୪: ଏନ୍ସିଇଆର୍ଟି କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ ଆଣି କିଛି ଅଧ୍ୟାୟକୁ ବାଦ୍ ଦେଇଛି। ଏହି ସଂଶୋଧନ ଚଳିତ ଶିକ୍ଷାବର୍ଷ ୨୦୨୩-୨୦୨୪ରୁ ଲାଗୁ ହେବ। ଏନ୍ସିଇଆର୍ଟିକୁ ଅନୁସରଣ କରୁଥିବା ସିବିଏସ୍ଇ ସମେତ ଉତ୍ତରପ୍ରଦେଶ…
ହଟ୍ଟଗୋଳ ମଧ୍ୟରେ ଉଭୟ ଗୃହ ବୁଧବାର ଯାଏ ସ୍ଥଗିତ
ନୂଆଦିଲ୍ଲୀ,୩।୪: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଲଗାତର ଭାବେ ଗୃହରେ ଉତ୍ତେଜନା ଲାଗିରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର କୌଣସି କାର୍ଯ୍ୟ ହୋଇପାରିନାହିଁ। ସୋମବାର ଗୃହରେ ହଟ୍ଟଗୋଳ ଯୋଗୁ ଲୋକ ସଭା ଓ ରାଜ୍ୟ ସଭାର କାର୍ଯ୍ୟକୁ ଦିନସାରା ସ୍ଥଗିତ ରଖାଯାଇଥିଲା।…
ସ୍ତ୍ରୀ ସହ ଝଗଡ଼ା ହେବାରୁ ଝିଅକୁ ହତ୍ୟା କଲେ ନୃଶଂସ ବାପା
ଶ୍ରୀନଗର,୩ା୪: ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲାରେ ୮ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ନାବାଳିକାଙ୍କ ବାପା ତାଙ୍କ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅଭିଯୁକ୍ତ ୪୫ ବର୍ଷୀୟ ମହମ୍ମଦ ଇକ୍ବାଲଙ୍କୁ ପୋଲିସ ହତ୍ୟା ଅଭିଯୋଗରେ ଗିରଫ କରିଛି। ଏନେଇ…
ଲକ୍ଷ୍ନୌ ଆଗରେ ୨୧୮ର ଟାର୍ଗେଟ: ଋତୁରାଜ ଗାଏକ୍ୱାଡ୍ଙ୍କ ଦ୍ରୁତ ଅର୍ଦ୍ଧଶତକ
ଚେନ୍ନାଇ,୩।୪: ସ୍ଥାନୀୟ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ ଅନୁଷ୍ଠିତ ହୋଇଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ…
କିରନ ନାଦାରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ
ନୂଆଦିଲ୍ଲୀ, ୩ା୪: ପରୋପକାରୀ ତଥା କଳା ସଂଗ୍ରାହକ କିରନ ନାଦାରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଚେଭାଲିଅର୍ ଡି ଲା ଲେଗିଅନ୍ ଡି’ହନର’ରେ ସମ୍ମାନିତ କରାଯାଇଛି। ନାଦାରଙ୍କର କଳାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍କୃତିକୁ ପ୍ରଚାର ପ୍ରସାର କରିବାର…
ଟ୍ରେନ୍ ଅଗ୍ନିକାଣ୍ଡରେ ପୋଲିସ ଜାରି କଲା ଅଭିଯୁକ୍ତଙ୍କ ସ୍କେଚ୍: ଏସ୍ଆଇଟି ଗଠନ
କୋଝିକୋଡ୍, ୩ା୪: କେରଳର କୋଝିକୋଡ୍ ଜିଲାରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ଯାତ୍ରୀଙ୍କୁ ଜଣେ ବ୍ୟକ୍ତି ନିଆଁ ଲଗାଇଦେଇଥିଲେ। ରବିବାର ରାତି ୯ଟା ୪୫ରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ବେଳେ ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୮ଯାତ୍ରୀ…
ଟସ୍ ଜିତି ଲକ୍ଷ୍ନୌର ବୋଲିଂ ନିଷ୍ପତ୍ତି
ଚେନ୍ନାଇ,୩।୪: ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଆଇପିଏଲ୍ର ୬ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରିବ। ଅନ୍ୟପଟେ ଲକ୍ଷ୍ନୌର ଅଧିନାୟକ କେଏଲ୍ ରାହୁଲ…
ଜେଲରୁ ମୁକୁଳିବା ପରେ କମିଲା ସିଦ୍ଧୁଙ୍କ ସୁରକ୍ଷା
ଚଣ୍ଡିଗଡ଼,୩।୪: ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁଙ୍କ ସୁରକ୍ଷା ହ୍ରାସ ପାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ସୁରକ୍ଷାକୁ କମାଇ ଦେଇଛନ୍ତି। ପୂର୍ବରୁ ସିଦ୍ଧୁଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ହ୍ରାସ କରାଯାଇ ଓ୍ବାଇ…
Archives


