Home

ମରଣଯନ୍ତା ପାଲଟିଛି ନୂଆ ଜଗନ୍ନାଥ ସଡକ

ନିରାକାରପୁର,୧୬।୫: ପୁରୀ-ବଲାଙ୍ଗୀର ନୂଆ ଜଗନ୍ନାଥ ସଡକ ଏବେ ମରଣଯନ୍ତା ପାଲଟିଛି। ଲୋକ ଏବେ ଏହି ବାଟ ଦେଇ ଯିବା ପାଇଁ ବି ଡରିଲେଣି। ଦୈନିକ ହଜାର ହଜାର ପର୍ଯ୍ୟଟକ ଦକ୍ଷିଣ ତଥା ପଶ୍ଚିମ ଭାରତରୁ ଆସି ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ…

ଏମଆଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ ରନ…

ଲକ୍ଷ୍ନୌ,୧୬।୫ : ଆଇପିଏଲ ୨୦୨୩ର ୬୩ତମ ମ୍ୟାଚ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏମଆଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…

କେନ୍ଦୁଝରରେ ଆରମ୍ଭ ହେଲା ଆମ୍ବ ମହୋତ୍ସବ

କେନ୍ଦୁଝର,୧୬।୫(ସ୍ବ.ପ୍ର):କେନ୍ଦୁଝରରେ ମଙ୍ଗଳବାର ପୂର୍ବାହ୍ନରେ ଆମ୍ବ ମହୋତ୍ସବରେ ଗାଁ ଆମ୍ବ ପସରା ଷ୍ଟଲ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଉଦ୍‌ଘାଟିତ ହୋଇଯାଇଛି। ମିଶନ ଶକ୍ତି ଏବଂ ଓରମାସ ସହଯୋଗୀତାରେ ଏହି ଷ୍ଟଲ ଖୋଲିଥିବାବେଳେ ଷ୍ଟଲରେ ତେଲକୋଇ, ଘଟଗାଁ, ବଂଶପାଳ ଏବଂ…

ହିଂସାକାଣ୍ଡ ଭିଆଇଥିବା ଇମ୍ରାନ ସମର୍ଥକଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନୀ ସେନା…

ଇସଲାମାବାଦ,୧୬।୫ : ନିକଟରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ସମେତ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷ ପାକିସ୍ତାନୀ ସେନା ଅଧିନିୟମ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ…

ଜିଲାପରିଷଦ ପ୍ରାର୍ଥୀଙ୍କ ନାଁରେ ଠକେଇ ଅଭିଯୋଗ

ଗଞ୍ଜାମ, ୧୬।୫(ଡିଏନଏ ): ଗତ ପଞ୍ଚାୟତ ନିର୍ବାଚନରେ ୧୫ ନମ୍ବର ଜୋନ ପାଇଁ ଜିଲାପରିଷଦ ସଭ୍ୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସୁମନ୍ତ ଦାସଙ୍କ ବିରୁଦ୍ଧରେ ରମ୍ଭା ଥାନାରେ ଠକେଇ ଅଭିଯୋଗ ହୋଇଛି। ଗଞ୍ଜାମ ବ୍ଲକର ଝାରେଡି ରାଧା ଗୋବିନ୍ଦ ପୁର…

ବିଳମ୍ବରେ ଆସିବ ମୌସୁମୀ

ଭୁବନେଶ୍ୱର,୧୬।୫:ଏବର୍ଷ ବିଳମ୍ବରେ ଆସିବ ମୌସୁମୀ। ଜୁନ୍‌ ୪ତାରିଖରେ କେରଳ ଛୁଇଁବା ନେଇ ସମ୍ଭାବନା କରାଯାଉଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଓଡିଶାକୁ ବିଳମ୍ବରେ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।

ଛତିଶଗଡ଼-ମଧ୍ୟପ୍ରଦେଶ ନେଇ ଭାଜପାର ଚିନ୍ତା ବଢ଼ିଲା…

ନୂଆଦିଲ୍ଲୀ,୧୬।୫ : କର୍ନାଟକ ନିର୍ବାଚନ ଫଳାଫଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଚିନ୍ତା ବଢ଼ାଇ ଦେଇଛି। ଭାଜପା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକରେ ପରାଜୟ ଆଗାମୀ ଲୋକସଭା ନିର୍ବାଚନରେ କିଭଳି ପ୍ରଭାବ ପକାଇବ ତାହା ଦଳ ଗଭୀର ଭାବେ…

କର୍ନାଟକ ଫଳାଫଳର ସାଇଡ ଇଫେକ୍ଟ: ଏମପିଙ୍କୁ ମାସକ ମଧ୍ୟରେ ରିପୋର୍ଟ କାର୍ଡ ତଲବ କଲେ ଭାଜପା ହାଇକମାଣ୍ଡ…

ନୂଆଦିଲ୍ଲୀ,୧୬।୫ : କର୍ନାଟକରେ ହୋଇଥିବା ଅପମାନଜନକ ପରାଜୟରେ ଅସନ୍ତୁଷ୍ଟ ହୋଇ ଭାଜପା ଏହାର ସମସ୍ତ ଏମପିଙ୍କ ରିପୋର୍ଟ କାର୍ଡ ମାଗିଛି। ସମସ୍ତ ରାଜ୍ୟ ସଭାପତିଙ୍କୁ ଏକ ମାସ ମଧ୍ୟରେ ସମସ୍ତ ଏମପିଙ୍କ ଲୋକସଭା ନିର୍ବାଚନମଣ୍ଡଳୀରେ କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିବା ସହ…

ଓଇଏସ ପାଇଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ

କୋକସରା,୧୬।୫(ଡି.ଏନ.ଏ) ଓଡିଶା ଏଜୁକେସନ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି ମଧୁସ୍ମିତା ନାଏକ । ସେ ବର୍ତ୍ତମାନ କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଜୁନାଗଡ଼ ବ୍ଲକ ମହିଚଳା ପଞ୍ଚାୟତ ଚକୁଳି ଗ୍ରାମର ସ୍ବର୍ଗତ ଅନାମ ନାଏକଙ୍କ ଝିଅ…

କିଏ ହେବେ ମୁଖ୍ୟମନ୍ତ୍ରୀ: ନିଷ୍ପତ୍ତି ବୁଧବାରକୁ ଲଟକିଲା…

ବେଙ୍ଗାଲୁରୁ,୧୬।୫ : କର୍ନାଟକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ହାଇ କମାଣ୍ଡ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରି ନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସମସ୍ତ ନେତାଙ୍କୁ ଭେଟି ସାରିଛନ୍ତି। ସୂତ୍ରରୁ ପ୍ରକାଶ ମଲ୍ଲିକାର୍ଜୁନ ଖାର୍ଗେ,…

ସୁପ୍ରିମକୋର୍ଟକୁ ମିଳିପାରନ୍ତି ଦୁଇ ନୂଆ ବିଚାରପତି, ଏହି ଦୁଇ ଜଣଙ୍କ ନାମ ଉପରେ କେନ୍ଦ୍ରକୁ ସୁପାରିଶ୍‌ କଲେ କଲେଜିୟମ

ନୂଆଦିଲ୍ଲୀ,୧୬।୫:ସୁପ୍ରିମକୋର୍ଟର ବିଚାରପତିଙ୍କ ପାଇଁ ୩୪ ଟି ସୀକୃତିପ୍ରାପ୍ତ ପଦବୀରୁ ୨ ଟି ପଦବୀ ଖାଲି ଅଛି। ମଙ୍ଗଳବାର କଲେଜିୟମ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ…

କଂଗ୍ରେସ ଅନୁମତି ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଲଢ଼ିବି ନିର୍ବାଚନ: ଦିଗବିଜୟ ସିଂ…

ଭୋପାଳ,୧୬।୫ : ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ହୋଇସାରିଛି। ଏବେ ରାଜନେତାଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ପୂର୍ବତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri