Home

ସିଦ୍ଦାରାମାୟା ହେବେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୭।୫: ଚାରି ଦିନର ମନ୍ଥନ ପରେ କଂଗ୍ରେସ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ କରିଛି। ଦଳ ପୁଣି ଥରେ ସିଦ୍ଦାରାମାୟାଙ୍କ ଉପରେ ବିଶ୍ୱାସ କରିଛି। ସୂତ୍ର ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସିଦ୍ଦାରାମାୟାଙ୍କ ନାମରେ ମୋହର ମାରିଛନ୍ତି। ହେଲେ ଏନେଇ…

‘ମେଟା ଇଣ୍ଡିଆ’ରୁ ଇସ୍ତଫା ଦେଲେ ଆଉ ଜଣେ ବଡ ଅଧିକାରୀ

ନୂଆଦିଲ୍ଲୀ,୧୭।୫:ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଫେସବୁକ୍‌ର ସହାୟକ କମ୍ପାନୀ ମେଟାର ଜଣେ ବଡ ଅଧିକାରୀ ମେଟାରୁ ଅଲଗା ହୋଇଛନ୍ତି। ସେ ହେଉଛନ୍ତି ଭାରତର ମେଟାର ଡାଇରେକ୍ଟର ଏବଂ ପାର୍ଟନରସିପ୍‌ ହେଡ୍‌ ମନୀପ ଚୋପ୍ରା। ସେ ମଙ୍ଗଳବାର ଲିଙ୍କ୍‌ଡିନ୍‌ରେ ଇସ୍ତଫା ଦେଇଛନ୍ତି ବୋଲି ସୂଚନା…

ଆଇପିଏଲ ୬୪ତମ ମ୍ୟାଚ: ଆଜି ଡିସି-ପିବିକେଏସ୍‌ ଲଢେଇ

ଧର୍ମଶାଳା,୧୭।୫: ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ବୁଧବାର ସନ୍ଧ୍ୟା ୭:୩୦ରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳା ଠାରେ ଖେଳାଯିବ । ପ୍ଲେ ଅଫ ଦୃଷ୍ଟିରୁ ପଞ୍ଜାବ ପାଇଁ ଏହି ମ୍ୟାଚ…

କର୍ନାଟକରେ ଭାଜପା ହରିବା ନେଇ ନିଜକୁ ଦାୟୀ କଲେ ବୋମ୍ମାଇ

ବେଙ୍ଗାଲୁରୁ,୧୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ହୋଇଛି। ଯାହା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ମନ୍ଥନ ଚାଲିଛି। ଏହି ସମୟରେ ଭାଜପା ହାରିବାର କାରଣ ଦର୍ଶାଇ ନିଜକୁ ଦାୟୀ ବୋଲି କହିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ…

ଆଜି ରାହୁଲ ଗାନ୍ଧୀଙ୍କୁ ଭେଟିବେ ସିଦ୍ଦାରାମାୟା , ଶିବକୁମାର

ନୂଆଦିଲ୍ଲୀ,୧୭।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନେତା ଡି.କେ ଶିବକୁମାର ଏବଂ କର୍ନାଟକର ପୂର୍ବତନ ସିଦ୍ଦାରାମାୟା ମଙ୍ଗଳବାର ଦିନ ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କୁ ଭେଟିଛନ୍ତି।…

କ୍ୟାଟ୍‌ଙ୍କୁ ଛାଡପତ୍ର ଦେବେ କି ଭିକି!

ମୁମ୍ବାଇ,୧୭।୫:ବଲିଉଡର ପ୍ରୋମିସଂଗ ଥଙ୍ଗ୍‌ ଭିକି କୌଶଲ ଲକ୍‌ଡାଉନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ତେବେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍‌ ହୋଇଛି। ୩ବର୍ଷ ପରେ ଫିଲ୍ମ ଦୁନିଆକୁ ଫେରିଥିବା ଭିକିଙ୍କ କେବଳ ଗୋଟିଏ କି ଦୁଇଟି ନୁହେଁ ୪ଟି…

ଉପେନ୍ଦ୍ର କୁଶୱାହାଙ୍କୁ Z – ସୁରକ୍ଷା

ପାଟନା,୧୭।୫: ବିହାରରେ ରାଷ୍ଟ୍ରିୟ ଲୋକ ଜନତା ଦଳ (ଆରଏଲଜେଡି) ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଏବେ ‘z -’ ସୁରକ୍ଷା ଯୋଗାଇ ଦିଆଯାଇଛି। ଆଇବି ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁଶୱାହାଙ୍କ ସୁରକ୍ଷାକୁ ବଢାଯାଇଛି। ବର୍ତ୍ତମାନ…

କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ସିଦ୍ଦାରାମାୟାଙ୍କ ବିରୋଧରେ ଅଭିଯୋଗ ଆଣିଲା ଭାଜପା

ବେଙ୍ଗାଲୁରୁ,୧୭।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିରନ୍ତର ସସ୍‌ପେନ୍ସ ଲାଗିରହିଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟା ଏବଂ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଛି। ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ୱାର୍ଡ ସମ୍ମିଳନୀ ରଦ୍ଦ

କାନବେରା,୧୭।୫: ଅଷ୍ଟ୍ରେଲିଆରେ ମେ’୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଡ ବୈଠକକୁ ରଦ୍ଦ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ବୈଠକରେ ଯୋଗ ଦେଇପାରିବେନି ବୋଲି ଏଭଳି ନିଷ୍ପତ୍ତି ନିଆଯାିଥିବା…

ଆତଙ୍କ ସୃଷ୍ଟି କରନାହିଁ

ନୂଆଦିଲ୍ଲୀ, ୧୭ା୫ (ଆଇଏଏନ୍‌ଏସ୍‌): ଛତିଶଗଡ଼ରେ ୨,୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କର ବାତାବରଣ ସୃଷ୍ଟି ନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାରେ ଅଭିଯୁକ୍ତ…

୫ ରନରେ ଜିତିଲା ଏଲଏସଜି…

ଲକ୍ଷ୍ନୌ,୧୬।୫ : ଆଇପିଏଲ ୨୦୨୩ର ୬୩ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ବିପକ୍ଷରେ   ୫ ରନରେ   ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୨୦ ଓଭରରେ ୫ ୱିକେଟ ହରାଇ   ୧୭୨ ରନ…

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରିଶଙ୍କର ତିୱାରୀଙ୍କ ପରଲୋକ…

ଲକ୍ଷ୍ନୌ,୧୬।୫ : ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରିଶଙ୍କର ତିୱାରୀଙ୍କର ମଙ୍ଗଳବାର ଗୋରଖପୁରରେ ପରଲୋକ ଘଟିଛି। ୟୁପିର ବାହୁବଳି ନେତା ପଣ୍ଡିତ ହରି ଶଙ୍କର ତିୱାରୀ, ଅଖିଲ ଭାରତୀୟ ଲୋକତାନ୍ତ୍ରିକ କଂଗ୍ରେସର ପ୍ରତିଷ୍ଠାତା ତଥା ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri