୨୦୨୪ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ହେବେ କି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ଏପରି କହିଲେ…
ନୂଆଦିଲ୍ଲୀ,୧୭।୫:ସମସ୍ତ ରାଜନୈତିକ ଦଳ ୨୦୨୪ ଲୋକସଭ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏଥର ବିରୋଧୀ ଏକଜୁଟ ହୋଇ ଭାଜପାକୁ ପରାସ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ସମୟରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଦଳର ମହାସଚିବ…
ସବୁଦିନ ପାଇଁ ବନ୍ଦ ହେଲା ଦାରୁଠେଙ୍ଗ ଡମ୍ପିଂୟାର୍ଡ
ଭୁବନେଶ୍ୱର,୧୭ା୫(ବ୍ୟୁରୋ): ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ନେଇ ଅନେକ ସମୟରେ ନାନା ବିବାଦ ଉପୁଜିଥିଲା। ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ତେବେ ବୈଠକର ନିଷ୍ପତ୍ତି ଅନୁଯାୟୀ, ସବୁଦିନ ପାଇଁ ଦାରୁଠେଙ୍ଗ ଡମ୍ପିଂୟାର୍ଡ ବନ୍ଦ ହୋଇଛି। ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି…
ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି କରିଥିଲେ ସିଦ୍ଦରାମାୟା
ବେଙ୍ଗାଲୁରୁ,୧୭।୫:କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ପରେ ଦଳ ବୁଧବାର ମୁଖ୍ୟମନ୍ତ୍ରୀ ପଦ ନାମ ଚୂଡାନ୍ତ କରିଛି। ସୂଚନାନୁସାରେ, ଦଳର ହାଇକମାଣ୍ଡ ସିଦ୍ଦାରାମାୟଙ୍କ ଉପରେ ମୋହର ମାରିଛନ୍ତି। ତେବେ ସେ ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି କରିଥିଲେ।…
ଛୁଟି ସରିବା ପୂର୍ବରୁ ଓଡ଼ିଶା ଫେରୁଛନ୍ତି ରାଜ୍ୟପାଳ
ଭୁବନେଶ୍ୱର,୧୭ା୫(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଛୁଟି ସରିବା ପୂର୍ବରୁ ସେ ଓଡ଼ିଶା ଫେରିଆସିବେ। ବୁଧବାର ସନ୍ଧ୍ୟାରେ ଦୁବାଇରୁ ଫେରି ରାଜ୍ୟପାଳ ଭୁବନେଶ୍ୱରରେ ପହଞ୍ଚିବେ। ରାଜ୍ୟପାଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରି ଆସୁଥିବା ସୂଚନା ମିଳିଛି। ରାଜ୍ୟପାଳଙ୍କ ଫେରିବା ପ୍ରସଙ୍ଗକୁ ନେଇ…
ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର
ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସଂଘର ମିଳିତ ମଞ୍ଚ ପକ୍ଷରୁ ଗ୍ରେଡ୍ ପେ’ ବୃଦ୍ଧି ଦାବିରେରେ ବୁଧବାର ରାଜ୍ୟ ମୁଖ୍ର ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓ ବିଜୟ କୁମାର…
ଆଇରନ ବୋଝେଇ ଟ୍ରକ ଧକ୍କାରେ ବାପା ମୃତ ପୁଅ ଗୁରୁତର
ପାଟଣା,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ମୁମ୍ବାଇ କଲିକତା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ମଙ୍ଗଳବାର ରାତ୍ରି ଏକ ଆଇରନ ବୋଝେଇ ଟ୍ରକ ବାପା-ପୁଅଙ୍କୁ ଧକ୍କା ଦେଇଛି। ଦୂର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ…
ସ୍ବିଡେନରେ ହିନ୍ଦୀ କହିଲେ ଏସ୍. ଜୟଶଙ୍କର, କାରଣ ଥିଲା…
ଷ୍ଟକ୍ହୋମ୍,୧୭ା୫: ଭାରତୀୟ ସଂସ୍କୃତିର ଜଗତୀକରଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନ୍ଦୀର ଏକ ଲୋକପ୍ରିୟ ବାକ୍ୟାଂଶ ‘ଆପକେ ମୁହ୍ଁ ମୈ ଘି–ଶକ୍କର’ ବୋଲି କହିଛନ୍ତି। ଯାହାକି ଉପସ୍ଥିତ ଲୋକଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଭାରତରେ ଚାଲିଥିବା…
ବିଧାୟକଙ୍କ ନିର୍ଦ୍ଦେଶରେ ୩ବର୍ଷ ପରେ ଖୋଲିଲେ ଗେଟ୍
କେସିଙ୍ଗା,୧୭।୫(ଡି.ଏନ.ଏ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରସୂତିକାଳୀନ ଏବଂ ଶିଶୁ ସାସ୍ଥ୍ୟ କେନ୍ଦ୍ରକୁ ଯାଇଥିବା ମୁଖ୍ୟ ଗେଟ୍କୁ ଜିଲାପାଳଙ୍କ ଉପସ୍ଥିତରେ ଖୋଲା ଯାଇଛି। ଜାତୀୟ ରାଜପଥ ୨୬ ଠାରୁ ମାର୍କେଟ ଦେଇ ପ୍ରସୂତିକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ…
ମତ୍ସ୍ୟଜୀବୀ ଡଙ୍ଗା ବୁଡ଼ି ୩୯ ନିଖୋଜ
ବେଜିଂ,୧୭ା୫: ଚାଇନାର ଏକ ଡଙ୍ଗା ଭାରତ ମହାସାଗରରେ ମାଛ ଧରିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ରିପୋର୍ଟ ଅନୁଯାୟୀ, ଚାଇନାର ଏକ ମତ୍ସ୍ୟଜୀବୀ ଡଙ୍ଗା ବୁଡ଼ି ଯିବାରୁ ଏଥିରେ ଥିବା ୩୯ଜଣ ନିଖୋଜ ଅଛନ୍ତି। ଏହା ମଙ୍ଗଳବାର ଅପରାହ୍ନରେ ଘଟିଥିବା…
ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିବେ ୫ଟି ସଚିବ
କେସିଙ୍ଗା,୧୭।୫(ଡିଏନଏ) ଆସନ୍ତା ୧୯ ଓ ୨୦ ତାରିଖ ଶୁକ୍ରବାର ଏବଂ ଶନିବାର ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଏନେଇ କେସିଙ୍ଗା ବିଡ଼ିଓ ପ୍ରଫୁଲ କୁମାର ଅଦୁ ସୂଚନା ଦେଇଛନ୍ତି। ପ୍ରଥମେ ୧୯ ତାରିଖରେ କେସିଙ୍ଗା ବ୍ଲକର ବେଲଖଣ୍ଡି…
ସିଦ୍ଦାରାମାୟା ହେବେ କର୍ନାଟକ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୧୭।୫: ଚାରି ଦିନର ମନ୍ଥନ ପରେ କଂଗ୍ରେସ କର୍ନାଟକର ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡାନ୍ତ କରିଛି। ଦଳ ପୁଣି ଥରେ ସିଦ୍ଦାରାମାୟାଙ୍କ ଉପରେ ବିଶ୍ୱାସ କରିଛି। ସୂତ୍ର ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସିଦ୍ଦାରାମାୟାଙ୍କ ନାମରେ ମୋହର ମାରିଛନ୍ତି। ହେଲେ ଏନେଇ…
‘ମେଟା ଇଣ୍ଡିଆ’ରୁ ଇସ୍ତଫା ଦେଲେ ଆଉ ଜଣେ ବଡ ଅଧିକାରୀ
ନୂଆଦିଲ୍ଲୀ,୧୭।୫:ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ର ସହାୟକ କମ୍ପାନୀ ମେଟାର ଜଣେ ବଡ ଅଧିକାରୀ ମେଟାରୁ ଅଲଗା ହୋଇଛନ୍ତି। ସେ ହେଉଛନ୍ତି ଭାରତର ମେଟାର ଡାଇରେକ୍ଟର ଏବଂ ପାର୍ଟନରସିପ୍ ହେଡ୍ ମନୀପ ଚୋପ୍ରା। ସେ ମଙ୍ଗଳବାର ଲିଙ୍କ୍ଡିନ୍ରେ ଇସ୍ତଫା ଦେଇଛନ୍ତି ବୋଲି ସୂଚନା…
Archives


