ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଶ୍ରୀ ବଳଦେବଜୀଉ
କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିରକୁ ବୁଧବାର ପ୍ରଭୁ ବାହୁଡିବା ପରେ ଶ୍ରୀଜିଉ ମନ୍ଦିରକୁ ଯିବା ପୂର୍ବରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ…
ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର, ମା-ପୁଅ ଗୁରୁତର
ଆନନ୍ଦପୁର,୨୯ା୬(ସନ୍ତୋଷ ରାଉତ): ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ମା-ପୁଅ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଝିଅ ମଧ୍ୟ ଆହତ ହୋଇଛନ୍ତି। ହାତିବନ୍ଧା ଗ୍ରାମର…
ଏହି ଫିଲ୍ମ କରିବାକୁ ଅମିତାଭ-ଜୟା ନେଇ ନାହାନ୍ତି ଟଙ୍କାଟିଏ ପାରିଶ୍ରମିକ
ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ି ଉଭୟ ଅନ୍ ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନରେ ବହୁତ ପସନ୍ଦ କରାଯାଇଥାଏ। ଉଭୟେ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି। ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି।…
ଶିମଲାରେ ନୁହେଁ ବେଙ୍ଗାଲୁରୁ ହେବ ବିରୋଧୀ ଦଳ ବୈଠକ
ମୁମ୍ବାଇ,୨୯।୬: ଲୋକ ସଭା ନିର୍ବାଚନ -୨୦୨୪ରେ ଭାଜପା ବିରୋଧରେ ଏକଜୁଟ ହେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳର ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିମଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା। ବିରୋଧୀଙ୍କ ପରବର୍ତ୍ତୀ ବୈଠକ ୧୩ ଏବଂ…
ପାହାଡ଼ କାଟି ଜଙ୍ଗଲ ନଷ୍ଟ କଲେ ଦୁର୍ବୃତ୍ତ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାମୁଣୀଗାଁ ବନାଞ୍ଚଳ ହାତୀମୁଣ୍ଡ ପଞ୍ଚାୟତ ଋଷିମାଳ ପାହାଡ଼ର ସଂରକ୍ଷିତ ଜଙ୍ଗଲକୁ ଦୁର୍ବୃତ୍ତମାନେ କାଟି ସଫା କରିଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ପାହାଡ଼ ମୁଣ୍ଡିରେ ରହିଥିବା ବାରୁଣୀ ସ୍ନାନ…
‘ଶରଦ ପାଓ୍ବାରଙ୍କ ନାଁରେ ଫ୍ରି ପବ୍ଲିସିଟି ଚାହୁଁଛନ୍ତି ଫଡନବିଶ’, ଏନସିପି
ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶ ଶରଦ ପାଓ୍ବାରଙ୍କ ଉପରେ ବଡ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ତାଙ୍କ ଇସାରାରେ ହିଁ ୨୦୧୯ରେ ଭାଜପା-ଏନସିପିର ସରକାର ଗଠନ କରିବାକୁ ଚେଷ୍ଟା କରାଯାଇଥିଲା। ଏବେ…
ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଯୁଦ୍ଧ କରୁଛି ଚାଇନା
ଓ୍ବାଶିଂଟନ,୨୯ା୬: ଚଳିତ ବର୍ଷ ଆରମ୍ଭରେ ଆମେରିକା ଉପରେ ଉଡ଼ିଥିବା ଚାଇନାର ଗୁପ୍ତଚର ବେଲୁନ ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ଅଡିଓ-ଭିଜୁଆଲ ତଥ୍ୟ ସଂଗ୍ରହ କରିବାକୁ ଅନୁମତି ଦେଇଥିଲା ବୋଲି ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲ ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାର ଅନେକ…
ପଞ୍ଚାୟତ ନିର୍ବାଚନ ସରିଲେ ପୁଣି ଗୋଡରେ ଚାଲିବେ ମମତା: କଂଗ୍ରେସ ନେତା
କୋଲକାତା,୨୯।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡରେ ପୁଣି ଆଘାତ ଲାଗିଛି। ମଙ୍ଗଳବାର ଯେତେବେଳେ ତାଙ୍କ ହେଲିକପ୍ଟରକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା ସେହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା ଆଉ ସେ ଆହତ ହୋଇଥିଲେ। କଂଗ୍ରେସ ନେତା ଅଧିର ରଞ୍ଜନ…
ଜୁଲାଇ ୧ରେ ବିବାହ କରିବେ ‘ବିଗ୍ ବସ୍-୧୬’ର ଏହି ଫେମ୍
ମୁମ୍ବାଇ: ‘ବିଗ୍ ବସ୍-୧୬’ର ଫେମ୍ ଶ୍ରୀଜିତା ଦେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଜର୍ମାନୀର ମାଇକେଲ ବ୍ଲୋମ୍-ପେପ୍ଙ୍କୁ ବିବାହ କରିବେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ସେମାନଙ୍କ ବିବାହ ଏବଂ ବିବାହ ପରେ ଜର୍ମାନୀ…
ସୌଦି ଆରବରେ ଆମେରିକା ବାଣିଜ୍ୟ ଦୂତାବାସ ବାହାରେ ଗୁଳିକାଣ୍ଡ, ଗାର୍ଡ ସହ ଆକ୍ରମଣକାରୀ ମୃତ
ରିୟାଦ,୨୯।୬: ଜେଦ୍ଦାରେ ଆମେରିକା ବାଣିଜ୍ୟ ଦୂତାବାସ ଭବନ ନିକଟରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇବାରୁ ସେ ନିଜେ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ବୁଧବାର ସୂଚନା ଦେଇଛି।ସୂଚନାଯୋଗ୍ୟ, ଏହି…
ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା ହେଲିକପ୍ଟର‘ଧ୍ରୁବ’ର ଯାଞ୍ଚ, ସାମ୍ନାକୁ ଆସିଲା ଅନେକ ତଥ୍ୟ
ନୂଆଦିଲ୍ଲୀ,୨୯ା୬: ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେଲିକପ୍ଟର ‘ଧ୍ରୁବ’ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି। କେତେକ ଉପାଦାନରେ ଡିଜାଇନ ଏବଂ ଧାତବ ସମ୍ବନ୍ଧୀୟ ତ୍ରୁଟିଗୁଡ଼ିକ ସ୍ବଦେଶୀ ବିକଶିତ ଆଡ୍ଭାନ୍ସଡ ଲାଇଟ୍ ହେଲିକପ୍ଟର ‘ଧ୍ରୁବ’ର ତ୍ରୁଟି ଧରାପଡ଼ିଛି।…
ଉତ୍ତାପ ବୃଦ୍ଧି ପାଇବ, ଭାରତର ୯୦% ଅଞ୍ଚଳକୁ ବିପଦ
ନୂଆଦିଲ୍ଲୀ,୨୯ା୬: ଯଦିଓ ଦେଶର ଅଧିକାଂଶ ଅଞ୍ଚଳ ଭଲ ମୌସୁମୀ ଅଧୀନରେ ଆସିଛି ତଥାପି କିଛିଦିନ ପୂର୍ବରୁ ଅନେକ ରାଜ୍ୟ ଉତ୍ତାପରେ ରେକର୍ଡ ଭାଙ୍ଗିଛନ୍ତି। ଏହି କାରଣରୁ ଜୁନ୍ରେ ଦେଶରେ ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଥିଲେ। ଅନେକ ଅଧ୍ୟୟନରୁ ଜଣାପଡ଼ିଛି, ଜଳବାୟୁ…
Archives


