ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ଶେଷ ଶିଖ ସୈନିକଙ୍କୁ ସମ୍ମାନିତ କଲେ ଋଷି ସୁନକ
ଓ୍ବାଶିଂଟନ, ୨୯।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜଣେ ୧୦୧ ବର୍ଷୀୟ ଭାରତୀୟ ମୂଳ ପୂର୍ବତନ ସୈନିକଙ୍କୁ ପଏଣ୍ଟ୍ସ ଅଫ ଲାଇଟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ସୈନିକ ରାଜୀନ୍ଦର ସିଂ ଦତ୍ତ ହେଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିବା…
ବିବାହର ୧୬ ଦିନ ପରେ ବାପଘର ବୁଲିବାକୁ ଆସି ମନ୍ଦିରରେ ପ୍ରେମିକଙ୍କୁ ବାହା ହୋଇଗଲେ…
ପାଟନା,୨୯ା୬: ବିବାହର ୧୬ ଦିନ ପରେ ବାପଘରକୁ ବୁଲିବାକୁ ଆସି ଜଣେ ନବବଧୂ ନିଜ ପ୍ରେମିକଙ୍କୁ ବିବାହ କରି ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ କନ୍ୟା ଜଣକଙ୍କ କହିଛନ୍ତି, ସେ ନିଜ ପ୍ରେମିକଙ୍କ ସହିତ ସ୍ବଇଚ୍ଛାରେ…
ଏକାଡେମୀ ଅଫ ମୋସନ ପିକ୍ଚର୍ ଆଟର୍ସ ଆଣ୍ଡ ସାଇନ୍ସ ତାଲିକାରେ ସାମିଲ ହେଲେ କରନ ଜୋହର, ରାମ ଚରଣ, ଓସ୍କାର ବିଜେତାଙ୍କ ପାଇଁ କରିପାରିବେ ଭୋଟିଂ
ମୁମ୍ବାଇ:ଏକାଡେମୀ ଅଫ ମୋସନ ପିକ୍ଚର୍ ଆଟର୍ସ ଆଣ୍ଡ ସାଇନ୍ସ ନିଜର ସମ୍ମାନଜନକ ପୁରସ୍କାର ଉତ୍ସବ ପାଇଁ ୩୯୮ଜଣଙ୍କ ନାଁ ଘୋଷଣା କରିଛି। ତାଲିକାରେ ଅର୍ନ୍ତଭୁକ୍ତ ସଦସ୍ୟମାନେ ଓସ୍କାର ଆଓ୍ବାର୍ଡ ପାଇଁ ଭୋଟିଂ କରିପାରିବେ। ବହୁ ଅନ୍ତରାଷ୍ଟ୍ରିୟ ତାରକାଙ୍କ ମଧ୍ୟରେ ଆର୍ଆର୍ଆର୍ ଫିଲ୍ମର…
ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସରେ ଅଶାନ୍ତି
ପ୍ୟାରିସ,୨୯ା୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସ୍ରେ ହିଂସା ଦେଖାଦେଇଛି। ଗୁଳି ବିନିମୟ ପରେ ପ୍ୟାରିସରେ ଅଶାନ୍ତି ଜାରି ରହିଛି। ପ୍ୟାରିସରେ ନାହେଲ ଏମ୍ ନାମକ ଜଣେ ନାବାଳକ ଟ୍ରାଫିକ…
ଏହି ଗାଁର ପ୍ରତ୍ୟେକ ଘର ଦୁଆରମୁହଁ ଚିର ସବୁଜ, ମାନିବାକୁ ପଡ଼ିଥାଏ ଅଜବ ନିୟମ
ପ୍ରତ୍ୟେକ ଦେଶର ନିଜସ୍ବ ତଥା ଭିନ୍ନ ଭିନ୍ନ ନିୟମ ରହିଥାଏ। ଯାହାକୁ ସେଠାକାର ଲୋକମାନେ ଅନୁସରଣ କରନ୍ତି। ତାହା କେବେ ତିଆରି ହେଲା କେହି ଜାଣନ୍ତି ନାହିଁ, କିନ୍ତୁ ଲୋକମାନେ ସେଗୁଡ଼ିକୁ ଏକ ପରମ୍ପରା ଭାବରେ ମାନିଆସିଥାନ୍ତି। ବ୍ରିଟେନର ଏକ ଗ୍ରାମରେ…
ଆଗ୍ରା-ମଥୁରାରେ ଖୁବଶୀଘ୍ର ଆରମ୍ଭ ହେବ ହେଲିକପ୍ଟର ସେବା, ଯୋଗୀ ସରକାର ଦେଲେ ମଞ୍ଜୁରୀ
ଲକ୍ଷ୍ନୌ,୨୯।୬: ତାଜ ନଗରୀ ଆଗ୍ରା ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାରେ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ସରକାର। ଅଯୋଧ୍ୟାରେ, ବର୍ତ୍ତମାନ ତାଜମହଲ ଏବଂ ମଥୁରାର ମନ୍ଦିରଗୁଡିକୁ ଆକାଶରୁ ଦେଖିବାକୁ ସୁଯୋଗ…
ଚନ୍ଦ୍ରଶେଖର ଆଜାଦ ଗୁଳିକାଣ୍ଡ ଘଟଣା, ୪ ଅଟକ, ମିଳିଲା ଆକ୍ରମଣକାରୀଙ୍କ କାର
ଲକ୍ଷ୍ନୌ,୨୯।୬: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ଆକ୍ରମଣ ମାମଲାରେ ଉତ୍ତର ପ୍ରଦେଶ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଏହା ସହିତ ସାହାରନପୁର ପୋଲିସ ମଧ୍ୟ ଏହି ଆକ୍ରମଣରେ…
ତିବ୍ଦତର ବୌଦ୍ଧ ଭିକ୍ଷୁକଙ୍କୁ ଦଲାଇଲାମାଙ୍କ ସହ ସମ୍ପର୍କ କାଟିବାକୁ ପକାଯାଉଛି ଚାପ
ବେଜିଂ,୨୯।୬ତିବ୍ଦତର ବୌଦ୍ଧ ମଠରେ ଚାଇନା ଅଧିକାରୀମାନେ ଚଢାଉ କରିଛନ୍ତି। ମଠରେ ଥିବା ବୌଦ୍ଧ ଭିକ୍ଷୁକମାନଙ୍କୁ ଦଲାଇ ଲାମାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚାପ ପକାଯାଇଛି। ଏଥିପାଇଁ ବିଭିନ୍ନ ଦସ୍ତାବିଜରେ ସେମାନଙ୍କ ଠାରୁ ଦସ୍ତଖତ କରାଯାଉଛି। ସୂଚନାଯୋଗ୍ୟ, ତିବ୍ଦତର ସର୍ବୋଚ୍ଚ…
କଂଗ୍ରେସକୁ ଚେତାବନୀ ଦେଲା ଫୋନ ପେ
ବେଙ୍ଗାଲୁରୁ,୨୯।୬: କର୍ନାଟକର ବୋମ୍ମଇ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିବାକୁ କଂଗ୍ରେସ କ୍ୟୁଆର କୋଡ ବ୍ୟବହାର କରିଛି। ଏବେ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ କଂଗ୍ରେସ ସମାନ ରଣନୀତି ଆପଣେଇଛି। ଏହି ସମୟରେ ଡିଜିଟାଲ ପେମେଣ୍ଟ କମ୍ପାନୀ…
ଡମ୍ପର ଧକ୍କାରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ଦୁଇ ଗୁରୁତର
ଭୋଗରାଇ,୨୯ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନହରା ଛକଠାରେ ଗୁରୁବାର ସକାଳେ ଡମ୍ପର ଧକ୍କାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ନହରା…
ମଣିପୁର ହିଂସାରେ ଚାଇନାର ହାତ, ଚୁପ କାହିଁକି ଅଛନ୍ତି ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୨୯।୬: ମଣିପୁରରେ ପ୍ରାୟ ୫୫ ଦିନରୁ ଅଧିକ ସମୟ ହେବ ହିଂସା ଲାଗି ରହିଛି। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ମଣିପୁର ହିଂସାକୁ ନେଇ ଉଦ୍ଧବ ବାଲାସାହେବଙ୍କ ଶିବସେନାର ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ…
ଡିପ୍ରେସନରେ କୁକୁର
କରୋନା ମହାମାରୀ ପରଠାରୁ ଲୋକମାନେ ନାନା ରୋଗରେ ପୀଡ଼ିତ ହେବା ସହିତ ଡିପ୍ରେସନର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଲୋକଙ୍କୁ ବୁଲିବାକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। କିନ୍ତୁ ନିକଟରେ ବ୍ରିଟେନର ଡାକ୍ତର ମଣିଷ ପରି କୁକୁରମାନଙ୍କୁ ବୁଲିବାକୁ ନେବାକୁ…
Archives


