ଅସିମ ମୁନିରଙ୍କୁ କିଏ ଆଉ କାହିଁକି ପିନ୍ଧାଇଲେ ଗେରୁଆ ଶାଲ? ଭାଇରାଲ ହେଉଛି ପାକିସ୍ତାନ ଫିଲ୍ଡ ମାର୍ଶଲଙ୍କ ଭିଡିଓ
ଇସଲାମାବାଦ,୩୦।୮: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଶୁକ୍ରବାର (୨୯ ଅଗଷ୍ଟ ୨୦୨୫) ଦରବାର ସାହିବ କରତାରପୁର ଗସ୍ତ କରିଥିଲେ। ଏହି ଅଞ୍ଚଳ ବର୍ତ୍ତମାନ ଭୟଙ୍କର ବନ୍ୟାରେ ଫସି ରହିଛି। ମୁନିର ଏଠାରେ ପାକିସ୍ତାନୀ ଶିଖ ସମ୍ପ୍ରଦାୟର ଲୋକଙ୍କୁ…
ଅକ୍ଟୋବରରୁ ପୋଲିସ SI ପରୀକ୍ଷା, ସେପ୍ଟେମ୍ବର ୨୦ରୁ ଡାଉନ୍ଲୋଡ୍ କରିପାରିବେ ଆଡ୍ମିଟ୍ କାର୍ଡ
ଭୁବନେଶ୍ୱର,୩୦ା୮: ଅକ୍ଟୋବରରୁ ଆରମ୍ଭ ହେବ ପୋଲିସ SI ପରୀକ୍ଷା। OMR ସିଟ୍ ଜରିଆରେ ଲିଖିତ ପରୀକ୍ଷା ହେବ। SI ର଼୍ୟାଙ୍କର ସମସ୍ତ CPSE-୨୦୨୪ ପରୀକ୍ଷା ହେବ। ତେବେ ଅକ୍ଟୋବର ୪ ଏବଂ ୫ରେ ଏହି ପରୀକ୍ଷା ରାଜ୍ୟର ବିଭିନ୍ନ ଜିଲାରେ ଅନୁଷ୍ଠିତ…
ବନୀକରଣ କ୍ଷେତ୍ର ପରିଦର୍ଶନ କଲେ ପିସିସିଏଫ୍
ପାଟଣା,୩୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରି ସେକ୍ସନ ଜଡ଼ିପଦା ସଂରକ୍ଷିତ ଜଙ୍ଗଲ, ସାହାରପଡ଼ା ସେକ୍ସନ ନୟାଜଗନ୍ନାଥପୁର ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଏବଂ ପାଟଣା ସେକ୍ସନ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ପାଟଣା ବନ ବିଭାଗ ତରଫରୁ ହେଇଥିବା ଚାରାରୋପଣ କ୍ଷେତ୍ରକୁ…
ଆମେରିକା ଭାରତର ଶତ୍ରୁ ନା ମିତ୍ର; ଗୁମର ଖୋଲିଦେଲେ ରାଜନାଥ ସିଂ
ଓ୍ବାଶିଂଟନ୍,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୫୦ ପ୍ରତିଶତ ଟାରିଫ୍ ବିଷୟରେ ସାରା ବିଶ୍ୱରେ ଆଲୋଚନା ହେଉଛି। ଟ୍ରମ୍ପଙ୍କ ଟାରିଫ୍ ଧମକ ମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ବୟାନ ଦେଇଛନ୍ତି।…
ଜାପାନରେ ମୋଦିଙ୍କୁ ଏମିତି କହି ଡାକିଲେ ଲୋକେ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୩୦।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ଟୋକିଓରୁ ସେଣ୍ଡାଇ ବୁଲେଟ ଟ୍ରେନରେ ଯାତ୍ରା କରିଥିଲେ। ଉଭୟ ନେତା ସୋସିଆଲ ମିଡିଆରେ ସେମାନଙ୍କ ଯାତ୍ରାର ଫଟୋ ଶେୟାର କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ…
ପେନସନ ପାଇଁ ଆବେଦନ କଲେ ଜଗଦୀପ ଧନକର: ଜାଣନ୍ତୁ କେତେ ମିଳିବ
ନୂଆଦିଲ୍ଲୀ,୩୦।୮: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ଜୁଲାଇ ୨୨ରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପଛରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଇସ୍ତଫା ଦେବା ପରେ ଜଗଦୀପ ଧନକର ଆଗକୁ ଆସିନାହାଁନ୍ତି ଏବଂ ତାଙ୍କର କୌଣସି ବିବୃତ୍ତି ମଧ୍ୟ…
ସାମ୍ବାଦିକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି
ପାପଡାହାଣ୍ଡି,୩୦।୮(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଠାରେ ଜଣେ ସାମ୍ବାଦିକଙ୍କୁ ଛୁରାମାଡ଼ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଛୁରାମାଡ଼ରେ ସାମ୍ବାଦିକ ସୁମିତ ଘଣ୍ଟ ଗୁରୁତର ହୋଇ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ଅନୁଯାୟୀ ପାପଡାହାଣ୍ଡି ଗ୍ରାମର ନବରଙ୍ଗପୁର ଜିଲା ଅର୍ଗସ…
ଭାରତକୁ ସମର୍ଥନ କଲା ପାକିସ୍ତାନ! ଟ୍ରମ୍ପଙ୍କୁ ନେଇ କହିଦେଲା ବଡ଼କଥା…
ଇସଲାମବାଦ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ବିଶ୍ୱ ରାଜନୀତିରେ ଏକ ନୂତନ ମେଣ୍ଟ ସୃଷ୍ଟି ହେବା ଆରମ୍ଭ ହୋଇଛି। ଆତଙ୍କବାଦୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାକିସ୍ତାନ ନୂତନ ମେଣ୍ଟରେ କୌଣସି ସ୍ଥାନରେ…
ଧ୍ୱଂସ ପାଇଯିବ ଆମେରିକା! ଟ୍ରମ୍ପ ଏବେ କରିବେ କ’ଣ?
ଓ୍ବାଶିଂଟନ,୩୦।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲାଗୁ କରିଛନ୍ତି। ସମ୍ପ୍ରତି ଭାରତ ଉପରେ ମଧ୍ୟ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯାଇଛି। ଏବେ ଏହି ଟାରିଫ୍ ବିବାଦ ଆମେରିକାର କୋର୍ଟରେ ପହଞ୍ଚିଛି। କୋର୍ଟ ଏହାକୁ…
୭ ବର୍ଷ ପରେ ନିଖୋଜ ସ୍ବାମୀଙ୍କୁ ରିଲ୍ସରେ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିଲେ ସ୍ତ୍ରୀ: ଆଉ ତା’ପରେ…
ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସୋସିଆଲ ମିଡିଆରେ ରିଲ୍ସ ଦେଖି ୭ ବର୍ଷ ଧରି ନିଖୋଜ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ତାଙ୍କ ସ୍ବାମୀ ଅନ୍ୟ ମହିଳାଙ୍କ…
ଭାରତ-ଚାଇନା ମିଶି ନେଲେ ବଡ଼ ନିଷ୍ପତ୍ତି: ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟ୍କା
ଓ୍ବାଶିଂଟନ,୩୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି କେବଳ ସାରା ବିଶ୍ୱରେ ବ୍ୟବସାୟକୁ ପ୍ରଭାବିତ କରିନାହିଁ, ବରଂ ଏସିଆର ଭିନ୍ନ ଭିନ୍ନ ମେରୁରେ ଠିଆ ହୋଇଥିବା ଦୁଇଟି ବଡ଼ ଦେଶ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ମଧ୍ୟ ଉନ୍ନତ…
ନାଚୁଥିଲେ ନିଶା ମହାରଣା, ହଠାତ୍ ଦର୍ଶକ ଫୋପାଡିଲେ ଚେୟାର: ଆଉ ତା’ପରେ ଘଟିଲା..
ଜଟଣୀ,୩୦।୮: ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ମଞ୍ଚ ଉପରେ ଜୋରଦାର ବିରୋଧ କରାଯାଇଛି। ଜଟଣୀ ଗଣେଶ ପୂଜାରେ ନୃତ୍ୟ ପରିବେଷଣ ବେଳେ ଏହି ବିରୋଧ ହୋଇଛି। ନିଶା ନାଚୁଥିବାବେଳେ ତାଙ୍କୁ ଉପରକୁ ଚେୟାର ଚେୟାର ଫିଙ୍ଗିଛନ୍ତି ଦର୍ଶକ। ଅବଶ୍ୟ ଏହି ଚେୟାର…
Archives


