Home

ଭଗବାନ୍‌ଙ୍କ ଉପରେ ପ୍ରତିଶୋଧ ପାଇଁ ଚୋରି

ଦୁର୍ଗ,୧ା୯: ପ୍ରାୟ ୧୨ ବର୍ଷ ଧରି ଛତିଶଗଡ଼ର ଦୁର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ମନ୍ଦିରଗୁଡ଼ିକର ଦାନବାକ୍ସରୁ ଟଙ୍କା ଗାଏବ ହୋଇଯାଉଥିଲା। ତାଲା ଭାଙ୍ଗି ଦାନ ବାକ୍ସଗୁଡିକରୁ ଟଙ୍କା ଚୋରି ହେଉଥିଲା। ଶନିବାର ଦୁର୍ଗ ପୋଲିସ ୟଶଓ୍ବନ୍ତ ଉପାଧ୍ୟାୟ (୪୫)…

ଏଇ ଭାରତରେ

ଗୋଟିଏ ଟମାଟୋ ବି ଜଣଙ୍କ ପାଇଁ ମୃତ୍ୟୁର କାରଣ ହୋଇପାରେ! କଥାଟା ଶୁଣିଲେ ଅଜବ ଲାଗିପାରେ। ହେଲେ ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଅନୁପପୁର ଜିଲା ବିଜୁରୀ ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଜଣେ ଯୁବକ ଗତ ସୋମବାର ରାତିରେ…

ମୃତ୍ୟୁକୁ ଜୀବନ

ମୃତ୍ୟୁ ସତ୍ୟ। କିନ୍ତୁ ମୋହ ମାୟା ମଣିଷକୁ ଏପରି ଗ୍ରାସକରି ରଖେ ଯେ, ଯେ କେହିବି ସଂସାରରେ ମରିବାକୁ ଚାହାନ୍ତି ନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ବନ୍ଧନରେ ବାନ୍ଧି ହୋଇ ରହେ। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ,…

ସାମାଜିକ ଚକ୍ରରେ ପ୍ରୌଢ଼ାବସ୍ଥା

ଗତ ଜୁଲାଇ ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଏକ ଲଜ୍ଜାଜନକ ତଥା ଅମାନବୀୟ  ଘଟଣା ସାମ୍ନାକୁ ଆସିଛି। କିଶନ ଦାସପୁର ନିକଟରେ, ନିଜ ପରିବାର ଲୋକେ ବିଳମ୍ବିତ ରାତିରେ ଜଣେ ରୋଗିଣା ବୃଦ୍ଧା ମହିଳାଙ୍କୁ ଗୋଟିଏ ଇ-ରିକ୍ସାରେ ଆଣି  ରାସ୍ତାକଡ଼ରେ ଛାଡ଼ି ଚାଲି…

SCO ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଘୋର ଅପମାନ: ମୁହଁ ମୋଡ଼ି ଚାଲିଗଲେ…Video

ବେଜିଂ,୧।୯: ଚାଇନାରେ ଅନୁଷ୍ଠିତ ସାଙ୍ଘାଇ କୋଅପରେସନ ଅର୍ଗାନାଇଜେଶନ (ଏସ୍‌ସିଓ) ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କୁ ଅପମାନର ସାମ୍ନା କରିବାକୁ ପଡ଼ିଛି। ସମ୍ମିଳନୀରେ ଭାଗ ନେବା ପାଇଁ ଚାଇନା ଆସିଥିବା ଶରିଫ ଫଟୋ ସେସନ ପରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ…

ଆସନ୍ତା ୩ ତାରିଖ ଯାଏ ଅତି ପ୍ରବଳ ବର୍ଷା: ଏସବୁ ଜିଲା ପାଇଁ ଓ୍ବାର୍ନିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା…

ଭୁବନେଶ୍ୱର, ୩୧ା୮(ବନ୍ଦନା ସେଠୀ) – ବର୍ତ୍ତମାନ ରାଜ୍ୟରେ ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ୍‌ ପ୍ରଭାବରେ ବର୍ଷା ଲାଗିରହିଛି। ଗତ ୨୪ଘଣ୍ଟାରେ ସର୍ବାଧିକ କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳରେ ୧୨.୫ ସେ.ମି ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨ ତାରିଖ ବେଳକୁ…

ରାମାୟଣ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କର ପରଲୋକ, ସିନେମା ଜଗତରେ ଶୋକର ଛାୟା

ମୁମ୍ବାଇ: ଟେଲିଭିଜନ ଜଗତରେ ‘ରାମାୟଣ’ ଭଳି ଐତିହାସିକ ଧାରାବାହିକ ଆଣି ଇତିହାସ ରଚି ଥିବା ପ୍ରଖ୍ୟାତ ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ତଥା ଜଣାଶୁଣା ପ୍ରଯୋଜକ ଓ ସିନେମାଟୋଗ୍ରାଫର ପ୍ରେମ ସାଗରଙ୍କର ପରଲୋକ ଘଟିଛି। ୮୪ ବର୍ଷ ବୟସରେ ପ୍ରେମ ସାଗର…

ଶ୍ରୀୟା ସରନଙ୍କ ବୈବାହିକ ଜୀବନରେ ଝଡ଼, ସାବତ ଝିଅଙ୍କ ଯୋଗୁ…

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀୟା ସରନ। ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣଥିବା ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ନୂଆ ଚଳଚ୍ଚିତ୍ର ‘ମିରାଇ’ ସହ ପରଦାକୁ ଫେରିବାକୁ ଯାଉଛନ୍ତି। କିନ୍ତୁ…

୧୦ ହଜାର ଟଙ୍କାର SIP କଲେ କେତେ ଦିନରେ ହେବେ କୋଟିପତି? ଜାଣନ୍ତୁ …

ନୂଆଦିଲ୍ଲୀ,୩୧।୮: ଆଜିକାଲି ଅଧିକାଂଶ ଲୋକ ନିଜ ପୋର୍ଟଫୋଲିଓରେ ମ୍ୟୁଚୁଆଲ ଫଣ୍ଡକୁ ସାମିଲ କରୁଛନ୍ତି। କାରଣ ସ୍ପଷ୍ଟ। ଏଥିରେ କମ୍‌ ଟଙ୍କା ଦୀର୍ଘ ଅବଧି ଯାଏ ନିବେଶ କରି ଏକ ବଡ଼ ପାଣ୍ଠି ତିଆରି କରାଯାଇପାରେ। ଯଦି ଆପଣ ମଧ୍ୟ ମ୍ୟୁଚୁଆଲ ଫଣ୍ଡରେ…

ଜଗନ୍ନାଥପ୍ରସାଦକୁ ମିଳିଲା ଏନ୍‌ଏସି ମାନ୍ୟତା, ପରସ୍ପରକୁ ମିଠା ଖୁଆଇ କଲେ ଆଲିଙ୍ଗନ

ଜଗନ୍ନାଥପ୍ରସାଦ,୩୧ା୮(ବିଭୁପ୍ରସାଦ ପଟ୍ଟନାୟକ): ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। କିଏ ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି ତ କିଏ ପରସ୍ପରକୁ ମିଠା ଖୁଆଇ ଆଲିଙ୍ଗନ କରୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦରେ। ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି…

ଚାଇନା ପ୍ରେମରେ ପଡ଼ିଲେଣି ମୋଦି! ନିଜ ମନ ପସନ୍ଦର କାର ଦେଇଦେଲେ ଜିନପିଙ୍ଗ, ପୁଟିନ ରୁଷିଆରୁ ଆଣିଛନ୍ତି…

ବେଜିଂ,୩୧।୮: ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ଚାଇନାର ତିଆନଜିନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାଇନା ସରକାର ଦୁଇ ଦିନ ପାଇଁ ଏକ ସ୍ବତନ୍ତ୍ର କାର ଦେଇଥିଲେ। ଏହି କାରଟି ହେଉଛି ‘ହଙ୍ଗକି ଏଲ-୫’, ଯାହାକୁ ଚାଇନାରେ…

‘ବୁଲା କୁକୁରଙ୍କ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଗଲି’, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟର ସିନିୟର ଜଜ

ନୂଆଦିଲ୍ଲୀ,୩୧।୮: କୋର୍ଟ ଭିତରେ ଏବଂ ବାହାରେ ହାଲକା ଫୁଲକା ମଜା ପାଇଁ ଜଣାଶୁଣା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିକ୍ରମ ନାଥ ଶନିବାର କହିଛନ୍ତି ଯେ ବୁଲା କୁକୁର ମାମଲା ତାଙ୍କୁ ସାରା ବିଶ୍ୱରେ ପ୍ରସିଦ୍ଧ କରିଛି। ଅଗଷ୍ଟ ୨୨ରେ ଜଷ୍ଟିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri