ମନ୍ଦିର ଦର୍ଶନ ସାରି ଫେରୁଥିଲେ,ପଥରରେ ପିଟିହେଲା ବାଇକ୍, ଚାଲିଗଲା ଜୀବନ
ଚିକିଟି,୫ା୧୧(ପ୍ରକାଶ ଚନ୍ଦ୍ର ସାହୁ): ଧାନଘରଠାରୁ ପ୍ରାୟ ୧୨ କିମି ଦୂର କେରାଣ୍ଡି ମାଳ ପର୍ବତ ଶିଖରେ ଅବସ୍ଥିତ ମା’ ବାଳକୁମାରୀ। ଘାଟିରେ ବୁଧବାର ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ଶିବ…
କବାଡ଼ି ଖେଳାଳିଙ୍କୁ ଗୁଳି କରି ହତ୍ୟା, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ
ଚଣ୍ଡିଗଡ଼,୫।୧୧: ପଞ୍ଜାବରେ କବାଡି ଖେଳାଳିଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ଗତକାଲି ବିଳମ୍ବିତ ରାତିରେ ଲୁଧିଆନା ଜିଲାର ସମରାଲା ବ୍ଲକ ଅନ୍ତର୍ଗତ ମାନକି ଗାଁରେ ଆଉ ଏକ ବଡ଼ ଘଟଣା ଘଟିଛି, ଯେଉଁଠାରେ ୨୩ ବର୍ଷୀୟ କବାଡି ଖେଳାଳି ଗୁରବିନ୍ଦର ସିଂହଙ୍କୁ…
ନାବାଳିକା ପ୍ରେମିକାଙ୍କ ବାପାଙ୍କ ବେକ କାଟିଦେଲେ ଯୁବକ, ଆଉ ତା’ ପରେ…
ବାସୁଦେବପୁର,୫ା୧୧(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ଆରୁହା ପଞ୍ଚାୟତର କୁଞ୍ଚଆଢ଼ିଆ ଗ୍ରାମର ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକା ନାବାଳିକାଙ୍କ ବାପାଙ୍କ ବେକକୁ ବିଷ୍ଣୁବିନ୍ଧା ଗ୍ରାମରେ ଜଣେ ଯୁବକ କାଟି ଦେବା ଫଳରେ ରାଜେନ୍ଦ୍ର ରାଉତ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ…
ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡ଼ା,୫ା୧୧: ଆସନ୍ତାକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କୋମନାରେ ରୋଡ୍ ଶୋ’କରିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ପ୍ରଚାରରେ ସାମିଲ ହେବେ। ପରେ ପଞ୍ଚମପୁରରେ ସାଧାରଣ ଏକ ସଭା…
ହରଗୌରୀ ବେଶରେ ଦର୍ଶନ ଦେବେ ପ୍ରଭୁ ଆଖଣ୍ଡଳମଣି
ଧୂଷୁରୀ,୫ା୧୧(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଧର୍ମର ଡଙ୍ଗା ଭସାଇଛନ୍ତି। ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ଡଙ୍ଗାରେ ପାନ, ଗୁଆ, ଦୀପ, ଧୂପ ରଖି…
ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍ଦାର ଡାଏଲଗ୍, ୪୨ ବର୍ଷ ଧରି…
ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର ଯାତ୍ରା କ୍ୟାରିୟରରେ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଦେବୀପ୍ରସାଦ। ସେ ମଞ୍ଚରେ ଅଭିନୟ…
ନ୍ୟୁୟର୍କରେ ଇତିହାସ ରଚିଥିବା ମେୟର ମାମଦାନିଙ୍କର ରହିଛି ଓଡ଼ିଶା ସହ ଏକ ଭିନ୍ନ ସମ୍ପର୍କ
ନ୍ୟୁୟର୍କ/ଭୁବନେଶ୍ୱର,୫।୧୧: ଡେମୋକ୍ରାଟିକ ସୋସିଆଲିଷ୍ଟ ଜୋହରାନ ମାମଦାନି ନିର୍ବାଚନ ଦିନ ଇତିହାସ ରଚିଥିଲେ କାରଣ ସେ ନ୍ୟୁୟର୍କ ସିଟି ମେୟର ପାଇଁ ନିକଟରୁ ଦେଖାଯାଇଥିବା ଲଢ଼େଇରେ ବିଜୟୀ ହୋଇ, ଆମେରିକାର ସବୁଠାରୁ ବଡ଼ ସହର ନେତୃତ୍ୱ ନେବା ପାଇଁ ନିର୍ବାଚିତ ହୋଇଥିବା ପ୍ରଥମ…
କିଏ ସେହି ମିଷ୍ଟ୍ରି ଗର୍ଲ, ଯାହାଙ୍କ ଫଟୋ ଖୋଜି ଆଣିଛନ୍ତି ରାହୁଲ, ହରିୟାଣାରେ ୨୨ ଥର ଦେଇଛନ୍ତି ଭୋଟ!
ଚଣ୍ଡିଗଡ଼,୫।୧୧: ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ କମିଶନଙ୍କୁ ଆକ୍ରମଣ କରିଛନ୍ତି। ଏଥର ସେ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଜାଲିଆତି ଅଭିଯୋଗ କରିଛନ୍ତି। ତାଙ୍କ ପାଖରେ ଥିବା ‘H Files’ କୁହାଯାଉଥିବା କଥାକୁ ଉଦ୍ଧୃତ କରି…
ପିରିଅଡ୍ସ ସମୟରେ ପଡ଼ିଆରେ କେମିତି ଖେଳନ୍ତି ମହିଳା ଟିମ୍: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନିକଟରେ ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଶେଷ ହୋଇଛି। ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ପଡ଼ିଆରେ କ୍ୟାମେରାଗୁଡ଼ିକ ବ୍ୟାଟ ଏବଂ ବଲ୍ର ଟକ୍କର ଉପରେ ଧ୍ୟାନ ଦେଉଥିବା ବେଳେ, ଦର୍ଶକମାନେ କେବଳ ଷ୍ଟ୍ରାଇକ ରେଟ କିମ୍ବା ଉଇକେଟ…
ପରମାଣୁ ଆକ୍ରମଣ ହେଲେ ଏହିସବୁ ଦେଶଗୁଡ଼ିକ ରହିବେ ସବୁଠୁ ସୁରକ୍ଷିତ
ନୂଆଦିଲ୍ଲୀ,୫।୧୧: ପ୍ରମୁଖ ବିଶ୍ୱ ଶକ୍ତି ମଧ୍ୟରେ ବଢ଼ୁଥିବା ଉତ୍ତେଜନା ସହିତ, ଏକ ସମ୍ଭାବ୍ୟ ପରମାଣୁ ସଂଘର୍ଷର ସମ୍ଭାବନା ପୁଣି ଥରେ ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ପାକିସ୍ତାନକୁ ଭୂତଳ ପରମାଣୁ ପରୀକ୍ଷଣ କରୁଥିବାର ଅଭିଯୋଗ…
ଭିକ୍ଟ୍ରି ସ୍ପିଚରେ କାହିଁକି ନେହେରୁଙ୍କ କଥା ମନେ ପକାଇଲେ ମାମଦାନି? ଜାଣନ୍ତୁ ଏହାର ବଡ଼ କାରଣ
ଓ୍ବାଶିଂଟନ,୫।୧୧: ନ୍ୟୁୟର୍କ ସହରର ନୂତନ ମେୟର ଜୋହରାନ ମାମଦାନି ବୁଧବାର ତାଙ୍କ ନିର୍ବାଚନ ବିଜୟର ଉତ୍ସବ ପାଳନ କରିବା ସମୟରେ ଜବାହରଲାଲ ନେହେରୁଙ୍କ ପ୍ରସିଦ୍ଧ ୧୯୪୭ ଭାଷଣ ‘ଟ୍ରାଇଷ୍ଟ ୱିଥ ଡେଷ୍ଟିନ’କୁ ଉଦ୍ଧୃତ କରିଥିଲେ। ଭାରତର ସ୍ବାଧୀନତା ଉପରେ ତାଙ୍କ ଭାଷଣରୁ…
ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ବୁଗୁଡ଼ା,୫ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ଭୋର୍…
Archives


