ବିଧାନସଭାରେ ହଙ୍ଗାମା: ବିଧାୟକଙ୍କ ମଧ୍ୟରେ ମାରପିଟ୍
କୋଲକାତା,୪।୯: ପଶ୍ଚିମବଙ୍ଗ ବିଧାନସଭାରେ ଗୁରୁବାର ପ୍ରବଳ ହଟ୍ଟଗୋଳ ହୋଇଥିଲା। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଟିଏମସି କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଏହାପରେ ମାର୍ଶାଲମାନଙ୍କୁ ଡକାଯାଇଥିଲା। ଭାଜପା ବିଧାୟକମାନେ ମଧ୍ୟ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲେ। ଗୃହରେ ହଟ୍ଟଗୋଳ ପରେ ଭାଜପା…
କାର ଭିତରେ କ’ଣ କଥା ହୋଇଥିଲେ ମୋଦି-ପୁଟିନ, ଏବେ ଉଠିଲା ପରଦା
ବେଜିଂ,୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଏକ ସିକ୍ରେଟ ପ୍ରକାଶ କରିଛନ୍ତି। ସେ ଚାଇନାର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ’ଣ କହିଥିଲେ ସେ ବିଷୟରେ ଉଲ୍ଲେଖ କରିଛନ୍ତି। ପୁଟିନ…
UPI ଟ୍ରାଞ୍ଜାକ୍ସନ୍ ଲିମିଟ୍ ବୃଦ୍ଧି: ଜାଣନ୍ତୁ ୨୪ ଘଣ୍ଟା ଭିତରେ କେତେ ଟଙ୍କା କରିପାରିବେ ଟ୍ରାନ୍ସଫର୍
ନୂଆଦିଲ୍ଲୀ,୪।୯: ସାଧାରଣତଃ UPI ମାଧ୍ୟମରେ ଟଙ୍କା ପଠାଇବାର ସୀମା ୧ ଲକ୍ଷ ଟଙ୍କା ଥାଏ। କିନ୍ତୁ ଏବେ ସେପ୍ଟେମ୍ବର ୧୫, ୨୦୨୫ଠାରୁ, କିଛି କାରବାର ପାଇଁ ଏହି ସୀମାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। NPCI ଏହି ପରିବର୍ତ୍ତନ ଘୋଷଣା କରିଛି। ଏହା…
ହଠାତ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର, ୨୫ ବର୍ଷ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ
ନୂଆଦିଲ୍ଲୀ,୪।୯: କ୍ରିକେଟରୁ ଅବସର ଘୋଷଣା କରି ଚମକାଇଛନ୍ତି ଆଉଜଣେ ଭାରତୀୟ ଖେଳାଳି। ସେ ହେଲେ ଭାରତୀୟ ଲେଗ୍ ସ୍ପିନର ଅମିତ ମିଶ୍ରା। ଫଳରେ ୨୫ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର ଚମତ୍କାର କ୍ରିକେଟ କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏନେଇ…
ମଝି ରାସ୍ତାରେ ମନ୍ତ୍ରୀଙ୍କୁ ଅଟକାଇଦେଲେ ଆନ୍ଦୋଳନକାରୀ: ଆଉ ତା’ପରେ ଘଟିଲା…
ଏମ.ରାମପୁର,୪।୯(ଶଶି ଭୂଷଣ ପ୍ରହରାଜ): ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ରାଜସ୍ବ ଉପଖଣ୍ଡ ଦାବି ନେଇ ଗୁରୁବାର ଅଞ୍ଚଳବାସୀଙ୍କ ମ.ରାମପୁର ବନ୍ଦ ପାଳନ ଅବସରରେ ଚାରିଛକଠାରେ ରାସ୍ତାରୋକୋ ହୋଇଥିଲା। ଏହିଦିନ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ…
ମହାନଦୀରେ ବଢ଼ିବ ଜଳସ୍ତର, ଯନ୍ତ୍ରୀ କହିଲେ ୩ ମାସରେ…
କଟକ,୪ା୯: ୩ ମାସରେ ବୈତରଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ୧୪ ବ୍ଲକ୍ରେ ୧୦୦ ମିମିରୁ ଅଧିକ, ୪୨ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା…
ରାସ୍ତାରେ ଜମୁଛି ଡ୍ରେନ୍ ପାଣି, ବର୍ଷା ହେଲେ ସ୍ଥିତି ବେହାଲ
ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ରିଷିଡ଼ା କୁମ୍ଭାରପଡ଼ା ମିଳନ ଛକ ନିକଟରେ ରାସ୍ତାରେ ବର୍ଷାପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କିଛିଦିନ ହେଲା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ ରିଷିଡ଼ା କୁମ୍ଭାରପଡ଼ା, ମିଳନଛକଠାରେ ପ୍ରବଳ ବର୍ଷା ହେବାରୁ ରାସ୍ତାରେ ପାଣି ଜମି…
ରାତି ହେଲା ମାତ୍ରେ ବଦଳିଯାଏ ଟ୍ରେନ୍ର ଏସବୁ ନିୟମ, ଯାତ୍ରା କରିବା ପୂର୍ବରୁ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୪।୯: ଭାରତୀୟ ରେଳବିଭାଗ ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ ଯାତ୍ରା ପାଇଁ କେତେକ ବିଶେଷ ନିୟମ ଲାଗୁ କରିଛି। ଏହି ନିୟମଗୁଡ଼ିକ ପାଳନ ସମସ୍ତ ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି,…
IPLକୁ ଲାଗିଲା GST ଝଟ୍କା: ଏବେ ମହଙ୍ଗା ହୋଇଯିବ ମ୍ୟାଚ୍ ଦେଖିବା, ଜାଣନ୍ତୁ ପୂରା ହିସାବ
ନୂଆଦିଲ୍ଲୀ,୪।୯: ସାମଗ୍ରୀ ଏବଂ ସେବା ଟିକସ (GST ସଂସ୍କାର)ର ନୂତନ ଦର କ୍ରିକେଟକୁ ମଧ୍ୟ ପ୍ରଭାବିତ କରିବ। ଏବେ ପ୍ରଶଂସକମାନଙ୍କ ପାଇଁ ଷ୍ଟାଡିୟମକୁ ଯାଇ IPL ମ୍ୟାଚ ଦେଖିବା ମହଙ୍ଗା ହେବ। ସେପ୍ଟେମ୍ବର ୩ରେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ,…
ଭୁବନେଶ୍ୱରରେ ରେଡ୍ କରୁଛି ଆସାମ ପୋଲିସ, ଆତ୍ମଗୋପନ କରିଥିବା…
ଭୁବନେଶ୍ୱର,୪ା୯: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍ କରୁଛି। ଇନ୍ଫୋସିଟି ପୋଲିସ ସହାୟତାରେ…
NIRF Ranking 2025: ପ୍ରଥମ ସ୍ଥାନ ହାସଲ କଲା ଏହି ପ୍ରତିଷ୍ଠାନ
ନୂଆଦିଲ୍ଲୀ,୪।୯: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ଜାତୀୟ ପ୍ରତିଷ୍ଠାନ ରାଙ୍କିଂ ଫ୍ରେମୱାର୍କ (NIRF) ୨୦୨୫ ଘୋଷଣା କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠାନିକ ଭାବରେ ରାଙ୍କିଂ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା…
GST ହ୍ରାସ ପରେ କେତେ ଶସ୍ତା ହୋଇଯିବ ୧୦ ଲକ୍ଷର କାର୍? ଜାଣନ୍ତୁ…
ନୂଆଦିଲ୍ଲୀ,୪।୯: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଟ୍ୟାକ୍ସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନର ୪-ସ୍ଲାବ ବିଶିଷ୍ଟ GST ଢାଞ୍ଚାକୁ ସରଳ କରାଯାଇ ମାତ୍ର ୨ଟି ସ୍ଲାବରେ ପରିଣତ କରାଯିବ।…
Archives


