Home

ବଲିଉଡ ଅଭିନେତ୍ରୀଙ୍କ ମାଆଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ

ନୂଆଦିଲ୍ଲୀ,୨।୭: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପରିବାର ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ରବୀନା ଟଣ୍ଡନଙ୍କ ମାଆଙ୍କ ଘରୁ ପ୍ରାୟ 25 ଲକ୍ଷ ମୂଲ୍ୟର ଅଳଙ୍କାର ଏବଂ ମହଙ୍ଗା ଘଣ୍ଟା ଚୋରି…

କାହିଁକି ସବୁବେଳେ ଧଳା ଶର୍ଟ-କଳା ବ୍ଲେଜର ପିନ୍ଧୁଛନ୍ତି ଥଲାପତି ବିଜୟ: ନିଜେ କଲେ ଖୁଲାସା

ଚେନ୍ନାଇ,୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଏକ ‘ସିଗ୍ନେଚର’ ଲୁକ ଅଛି। ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ପୋଷାକ ପ୍ରାୟତଃ ଆଲୋଚନାର ବିଷୟ ହୋଇଆସିଛି। ସେ ଯୁଆଡେ ଯାଉଛନ୍ତି ଧଳା ଶର୍ଟ ଏବଂ କଳା ବ୍ଲେଜର ପିନ୍ଧୁଥିବା ଦେଖାଯାଉଛି। ଏବେ…

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାମନ୍ତ୍ରୀ, ଏହି ଦିନ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ

ଭୁବନେଶ୍ବର, ୨ା୬: ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ ବୋଲି ସୂଚନା ଦେଇଛନ୍ତି ଏମପି ନବଚରଣ ମାଝୀ । ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ…

ଟ୍ରମ୍ପଙ୍କ ଭର୍ତ୍ସନା ପରେ ପଛକୁ ହଟିଗଲେ ନେତାନ୍ୟାହୁ!

ଓ୍ବାଶିଂଟନ,୨।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ କଲ ସମୟରେ ‘ଭର୍ତ୍ସନା’ ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲେବାନନ ସମ୍ପର୍କରେ ତାଙ୍କର ମତ ନରମ କରିଛନ୍ତି। ଟ୍ରମ୍ପ ନେତାନ୍ୟାହୁଙ୍କୁ ଲେବାନନ ବିରୁଦ୍ଧରେ ଆକ୍ରମଣ ବନ୍ଦ କରିବାକୁ ରାଜି କରାଇଥିଲେ,…

ରାଜ୍ୟ ସଭା ଉପନିର୍ବାଚନ ପାଇଁ ୪ ସେଟ୍‌ ଫର୍ମ କିଣିଲେ ଉପାସନା: ଆରମ୍ଭ ହୋଇଗଲାଣି ଚର୍ଚ୍ଚା

ଭୁବନେଶ୍ୱର,୨।୬(ରବିନାରାୟଣ ଜେନା):ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟ ସଭାର ଆସନର ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ଜାରି ହେବାର ପ୍ରଥମ ଦିନରେ ୪-ସେଟ୍‌ ଫର୍ମ ବିକ୍ରି ହୋଇଛି। ଭାଜପା ବିଧାୟିକା ଉପାସନା ମହାପାତ୍ର ରିଟର୍ନିଂ କାର୍ଯ୍ୟାଳୟରୁ ୪-ସେଟ୍‌ ଫର୍ମ କିଣିଛନ୍ତି। ତେବେ…

ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ, ମନ ମୋହିଲା ଅନ୍ତରା-ଅନୁରାଗଙ୍କ ଗୀତ

ଛତ୍ରପୁର,୨ା୬(ଦିଲ୍ଲୀପ ସାମଲ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ ତୋରଣରେ ସୁସଜ୍ଜିତ ସହରକୁ ଅଧିକ ଆକର୍ଷଣୀୟ କରିଛି । ଏହି ଅବସରରେ ଛତ୍ରପୁରର…

ଭାରତ ସହ କଲେ ଫ୍ରି ଟ୍ରେଡ ଡିଲ, ହେଲେ ପାକିସ୍ତାନକୁ କଲେ ପ୍ରଶଂସା, କାହିଁକି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୬: ଭାରତ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ସମାପ୍ତ ହେବା ପରେ, ୟୁରୋପୀୟ ସଂଘ (EU)ର ବୈଦେଶିକ ବ୍ୟାପାର ପ୍ରତିନିଧି କାଜା କାଲାସ ପଡ଼ୋଶୀ ପାକିସ୍ତାନ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ ଯାହା ଭାରତକୁ ଆପତ୍ତିଜନକ ଲାଗିପାରେ। କାଲାସ ପାକିସ୍ତାନୀ ପ୍ରଧାନମନ୍ତ୍ରୀ…

ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଖରା ଦିନର ଗ୍ରୀଷ୍ମ ପ୍ରକୋପ ଚର୍ଚ୍ଚା ସବୁଆଡେ ଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଲେଞ୍ଜିଗୁଡ଼ା ଗ୍ରାମରେ ପାନୀୟ ଜଳ କଷ୍ଟ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି । ମାସାଧିକ କାଳ…

ପ୍ରଶଂସା ସାଉଁଟିଲେ ସୁଲୋଚନା: ଦୀର୍ଘ ୩୭ ବର୍ଷ ଶିକ୍ଷାଦାନ କରି ଶେଷରେ….

ମହାକାଳପଡ଼ା, ୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାୟାବାବା କଲେଜ ଅଧ୍ୟକ୍ଷା ପଦରୁ ମେ ୩୧ରେ ପ୍ରାଧ୍ୟାପିକା ସୁଲୋଚନା ଦାଶ ଅବସରଗ୍ରହଣ କରିଛନ୍ତି। ଏହା ପରେ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପକ ସୁଶୀଲ କୁମାର ସାହୁ ଅଧ୍ୟକ୍ଷ…

ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…

ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍କୁଲ ତରଫରୁ ଥାନାରେ ଅଭିଯୋଗ ପରେ ପୋଲିସ ସ୍କୁଲକୁ…

ଆସୁଛି ବଡ଼ ‘ବିପର୍ଯ୍ୟୟ’: ଏଲ ନିନୋ ତାଣ୍ଡବ ସୃଷ୍ଟି କରିବାକୁ ପ୍ରସ୍ତୁତ, ଭାରତ ଉପରେ ପକାଇବ‘ଗମ୍ଭୀର’ ପ୍ରଭାବ

ନୂଆଦିଲ୍ଲୀ,୨।୬: ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (NOAA)ର ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ବର୍ଷର ଆଟଲାଣ୍ଟିକ ବାତ୍ୟା ଋତୁ ସାଧାରଣ ଅପେକ୍ଷା ଅଧିକ ଶାନ୍ତ ରହିବ ଏହା ଏଲ ନିନୋ ପାଇଁ ଦାୟୀ। ଏଲ ନିନୋ…

ମଙ୍ଗଳବାରରେ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ସବୁ କାର୍ଯ୍ୟରେ ସଫଳତା

ଆଜି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ଦ୍ୱିତୀୟା ତିଥି ପାଳନ କରାଯାଏ । ଏହି ମଙ୍ଗଳବାର ଦିନ ଜ୍ୟେଷ୍ଠ ମାସ ମଧ୍ୟରେ ପଡୁଥିବାରୁ, ଏହାକୁ ବଡ଼ ମଙ୍ଗଳ ଭାବରେ ପାଳନ କରାଯାଏ । ଏହି ଦିନଟି ଭଗବାନ ହନୁମାନଙ୍କ ପୂଜା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?