ଦୁର୍ଗମ ଅଞ୍ଚଳ ବୁଲିଲେ ବିଡିଓ: ଲୋକଙ୍କ ସମସ୍ୟା ଦୂର ପାଇଁ ଦେଲେ ପ୍ରତିଶ୍ରୁତି
ଦାରିଙ୍ଗବାଡି, ୮।୧୧(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିଡିଓମାନେ ନିଜ କାର୍ଯ୍ୟାଳୟରେ ସମୟ ନ ବିତାଇ ଗାଁ ଗାଁ ବୁଲୁଛନ୍ତି। ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ଲୋକଙ୍କ ଅଭିଯୋଗକୁ ଶୁଣିବା ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ…
ଆଜିଠୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫର୍ମ ପୂରଣ: ଜାଣନ୍ତୁ କେମିତି କରିବେ ଆବେଦନ
କଟକ,୮।୧୧(କାର୍ତ୍ତିକ ସାହୁ):୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ନଭେମ୍ବର ୮ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଓ୍ବେବ୍ସାଇଟ୍ www.bseodisha.ac.inରେ ପ୍ରଦତ୍ତ ଲିଙ୍କ୍ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍ଲାଇନ ଜରିଆରେ ଫର୍ମ…
ନାଳକୁ ଖସିପଡ଼ିଲା ଅଭିନେତା ଅଶ୍ରୁମୋଚନଙ୍କ କାର୍: କୁକୁର ପଳାଇ ଆସିବାରୁ…
ଭୁବନେଶ୍ବର,୮।୧୧: ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା…
ସରକାରୀ ଜମି ଜବରଦଖଲ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଫୁ
ପଟ୍ଟାମୁଣ୍ଡାଇ, ୮ା୧୧ (କଳ୍ପତରୁ ନାୟକ):ସରକାରୀ ଜମିରୁ ଜବରଦଖଲ ଓ ଏହାର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ସରକାର ପ୍ରାଥମିକତା ଦେଇ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଉଛି ବୋଲି ଅକ୍ଟୋବର ୨୯ରେ…
ଗହୀରମଥାରେ ପେଣ୍ଟଡ୍ ଷ୍ଟ୍ରକ୍: ସୁରକ୍ଷିତ ଆଶ୍ରୟ ପାଲଟିଛି ଲୁଣା ହେନ୍ତାଳ ଜଙ୍ଗଲ
ମହାକାଳପଡ଼ା, ୮ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅଞ୍ଚଳ ଜୈବ ବିବିଧତା ପରିବେଷ୍ଟିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଲୁଣା ହେନ୍ତାଳ ଜଙ୍ଗଲ ଅଞ୍ଚଳ ଖୁବ୍ ମନୋରମ। ଏଠାରେ ପ୍ରାକୃତିକ ଶୋଭା ମନମୁଗ୍ଧକର ଶୋଭା ବର୍ଦ୍ଧନକରେ ବିଭିନ୍ନ ଦେଶୀ ବିଦେଶୀ…
ନାବାଳିକାଙ୍କୁ ଅପହରଣ କରିନେଇଥିଲେ ନାବାଳକ: ଜଣାପଡ଼ିବା ପରେ ଘଟିଲା…
ଦେବଗଡ଼,୮।୧୧(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନାବାଳକ ଗିରଫ। ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅପହୃତା ନାବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅପହରଣ କରିଥିବା ୧୭ ବର୍ଷର ନାବାଳକକୁ ଗିରଫ…
ନୂଆପଡ଼ା ଉପନିର୍ବାଚନ: ଭୋଟର ନୀରବ
ନୂଆପଡ଼ା,୮ା୧୧(ପୀତାମ୍ବର ସାହୁ):ଉପନିର୍ବାଚନ ପାଇଁ ନୂଆପଡ଼ା ଉଠୁଛିପଡୁଛି। ପ୍ରଚାରରେ କମ୍ପୁଛି ଗାଁଠୁ ସହର। ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ଅନ୍ୟ ୧୧ ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଛନ୍ତି। ଏହା ଭିତରେ ଭାଜପା, ବିଜେଡି ଓ କଂଗ୍ରେସ ଦଳର…
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ: ୪୦୦-୫୦୦ କୁଡ଼ିଆ ଜଳିପୋଡ଼ି ପାଉଁଶ, ଖେଳିଗଲା ଆତଙ୍କ
ନୂଆଦିଲ୍ଲୀ,୭।୧୧: ଦିଲ୍ଲୀର ରୋହିଣୀର ରିଥାଲା ମେଟ୍ରୋ ଷ୍ଟେଶନ ନିକଟରେ ଅନେକ କୁଡ଼ିଆରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ଅନୁଯାୟୀ,ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ବିଷୟରେ ସୂଚନା ମିଳିବା ପରେ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଛି। ଅଗ୍ନିଶମ…
ଡିଜିଟାଲ ଆରେଷ୍ଟରେ ଫସିଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ: ଦେଢ଼କୋଟି ଲୁଟିନେଲେ ସାଇବର ଠକ
ଭୁବନେଶ୍ୱର, ୧୦ା୧୧(ସତ୍ୟଜିତ ରାଉତ):ରାଜଧାନୀରେ ସାଇବର ଅପରାଧର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସାଇବର ଠକମାନେ ଜଣେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ବ୍ୟକ୍ତି ଜଣକ ହେଲେ ଶହୀଦନଗର ଥାନା ଅନ୍ତର୍ଗତ…
ଚାରିଦିନରେ ୪ଡିଗ୍ରୀ ଖସିବ ରାତି ତାପମାତ୍ରା
ଭୁବନେଶ୍ୱର, ୭ା୧୧ (ବନ୍ଦନା ସେଠୀ)- ରାଜ୍ୟରେ ଏବେ ବର୍ଷାର ପ୍ରଭାବ ନ ଥିବାରୁ ପାଗ ମୁଖ୍ୟତଃ ଶୁଖିଲା ରହିଛି। ସମଗ୍ର ରାଜ୍ୟରେ ରାତି ତାପମାତ୍ରା ସାଧାରଣ ରହିଥିବାରୁ ଅଳ୍ପ ଶୀତ ଅନୁଭୂତ ହେଉଛି। ବର୍ତ୍ତମାନ ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା…
ଦିଲ୍ଲୀ କ୍ୟାପିଟାଲ୍ସ ନୁହେଁ, CSK ଯିବେ ସଞ୍ଜୁ ସାମସନ? ଅକ୍ସନ ପୂର୍ବରୁ…
ନୂଆଦିଲ୍ଲୀ,୭।୧୧: ଆଗାମୀ IPL ସିଜିନରେ ସଞ୍ଜୁ ସାମସନ ଏକ ନୂତନ ଦଳରେ ଯୋଗଦେବାର ସମ୍ଭାବନା ଲଗାତାର ବଢ଼ିବାରେ ଲାଗିଛି। ରାଜସ୍ଥାନ ରୟାଲ୍ସ ଅଧିନାୟକ ସାମସନ ପୂର୍ବରୁ ଅନ୍ୟ ଏକ ଦଳରେ ଯୋଗଦେବାର ତାଙ୍କର ଇଚ୍ଛା ବିଷୟରେ ଫ୍ରାଞ୍ଚାଇଜକୁ ସୂଚନା ଦେଇସାରିଛନ୍ତି। ସେବେଠାରୁ…
କେତେ ବର୍ଷ ଯାଏ ଜାରି ରଖିବେ SIP? ନିବେଶ ପୂର୍ବରୁ ଜାଣନ୍ତୁ ୭ରୁ ୧୦+ ବର୍ଷର ନିୟମ
ନୂଆଦିଲ୍ଲୀ,୭।୧୧: ଏସ୍ଆଇପି (Systematic Investment Plan) ବିଷୟରେ କଥା ଉଠିଲେ ପ୍ରଥମେ ମନେ ପଡ଼େ ଅନୁଶାସନ ଓ ଧୌର୍ଯ୍ୟ। ଏସ୍ଆଇପି ଆରମ୍ଭ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶରେ ଅନୁଶାସନ ବଜାୟ ରଖିବା ଏବଂ ବଜାରର ଉତ୍ଥାନ ପତନକୁ ସହି…
Archives


