Home

RSSକୁ ନେଇ ଉଠୁଥିବା ପ୍ରଶ୍ନର କଡ଼ା ଜବାବ ରଖିଲେ ଭାଗବତ

ନୂଆଦିଲ୍ଲୀ,୯।୧୧: ରବିବାର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍‌)ର ମୁଖ୍ୟ ମୋହନ ଭାଗବତ କଂଗ୍ରେସ ନେତାମାନଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ ଆରଏସଏସ ବ୍ୟକ୍ତିବିଶେଷଙ୍କ ଏକ ଗୋଷ୍ଠୀ ଭାବରେ ସ୍ବୀକୃତିପ୍ରାପ୍ତ ଏବଂ ଏହାକୁ ପଞ୍ଜିକୃତ କରିବା ଆବଶ୍ୟକ ନୁହେଁ। ଭାଗବତ ଏକ…

ଅଷ୍ଟ୍ରେଲିଆ ସିରିଜ ଶେଷ, ଏବେ କାହା ସହ ମ୍ୟାଚ ଖେଳିବ ଭାରତ? ଜାଣନ୍ତୁ ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୯।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୨-୧ରେ ଜିତିବା ପରେ, ଭାରତୀୟ ଦଳ ଖୁବ ଶୀଘ୍ର ଏହାର ପରବର୍ତ୍ତୀ ମିଶନ ଆଡକୁ ଅଗ୍ରସର ହେବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚ ବର୍ଷା ଯୋଗୁ…

ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ, ଜାଣନ୍ତୁ…

ଭୁବନେଶ୍ୱର,୯।୧୧: ଆସନ୍ତା ୧୩ରେ ବାଲେଶ୍ବର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ଏକତା ଦୌଡ଼ରେ ସେ ସାମିଲ ହେବେ। ଏହି ଅବସରରେ ନୀଳଗିରିଠାରୁ ମିତ୍ରପୁର ପର୍ଯ୍ୟନ୍ତ ଏକତା ପାଇଁ ବିରାଟ ଗଣଦୌଡ଼ ଅନୁଷ୍ଠିତ…

ଥାନାକୁ ଡାକି ନାବାଳକଙ୍କୁ ଥାର୍ଡ ଡିଗ୍ରୀ, ଶାର୍ଟ-ପ୍ୟାଣ୍ଟ ଖୋଲିବାକୁ ଧମକ; ନ୍ୟାୟ ପାଇଁ…

ତିହିଡ଼ି,୯।୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜଣେ ନାବାଳକଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିବା ପରେ ନାବାଳକ ପିନ୍ଧିଥିବା ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ପୋଲିସ ଧମକ…

ଟ୍ରମ୍ପଙ୍କ ନ୍ୟୁକ୍ଲିୟର ଦାବି ଭିତରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ରାଜନାଥ

ନୂଆଦିଲ୍ଲୀ,୯।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗୁପ୍ତ ଭାବରେ ଗ୍ରାଉଣ୍ଡ ଲେବଲରେ ପରମାଣୁ ପରୀକ୍ଷଣ କରୁଛି। CBS ନେଟୱାର୍କ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ…

ଦେଶରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ, ତିନି IS ଆତଙ୍କବାଦୀ ଗିରଫ, ଗୁଜୁରାଟ ATSର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୧: ଦେଶର ଶତ୍ରୁମାନେ ଆତଙ୍କବାଦୀ ଆକ୍ରମଣ ପାଇଁ ସବୁବେଳେ ଚାହିଁ ରହିଛନ୍ତି। ପ୍ରତି ମୁହୂର୍ତ୍ତରେ ଏବଂ ପ୍ରତି ଘଣ୍ଟାରେ ଷଡ଼ଯନ୍ତ୍ର ରଚନା କରାଯାଉଛି। ଗୁଜରାଟ ଆତଙ୍କବାଦ ନିରୋଧୀ ଦଳ (ଗୁଜରାଟ ATS) ଏପରି ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି। ତିନି…

ପ୍ରିୟଜନଙ୍କୁ ହରାଇବା ପରେ ସମ୍ପତ୍ତି,EPF,FD,MFରେ ଜମା ଟଙ୍କାକୁ କେମିତି କରିବେ କ୍ଲେମ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ନୂଆଦିଲ୍ଲୀ,୯।୧୧: କୌଣସି ପ୍ରିୟଜନଙ୍କୁ ହରାଇବା ପରେ ତାଙ୍କ ଅଭାବ ସବୁଦିନ ରହିଥାଏ। ହେଲେ ଯଦି ଆପଣ ତାଙ୍କର ଉତ୍ତରାଧିକାରୀ ଏବଂ ଆପଣଙ୍କ ନିକଟରେ ସଠିକ ସୂଚନା ରହିଛି ତେବେ ସେ ଉପାର୍ଜନ କରିଥିବା ସମ୍ପତ୍ତି, ଇପିଏଫ୍‌, ଏଫ୍‌ଡି, ଏବଂ ନିବେଶ ଉପରେ…

ବଦଳିବେ ୟୁନୁସ ସରକାର! ହାସିନାଙ୍କ ଗୋଟିଏ ଚାଲ୍‌ରେ ବାଂଲାଦେଶ ଅଶାନ୍ତ

ଢାକା,୯।୧୧: ବାଂଲାଦେଶରେ ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନ ବିଦ୍ରୋହରେ ପରିଣତ ହେବା ପରେ ଶେଖ ହସିନା ଦେଶ ଛାଡିବା ପରଠାରୁ, ଦେଶରେ ବହୁତ କିଛି ପରିବର୍ତ୍ତନ ହୋଇଛି, କିନ୍ତୁ ସ୍ଥିରତା ହାସଲ ହୋଇପାରିନାହିଁ। ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ପୂର୍ବତନ ପ୍ରଧାନମନ୍ତ୍ରୀ…

ଗୋଲ୍ଡ ଲୋନ୍‌ ନେବାକୁ ଚାହୁଁଛନ୍ତି କି?ଜାଣନ୍ତୁ କେଉଁ ବ୍ୟାଙ୍କ ସବୁଠାରୁ କମ୍‌ ସୁଧରେ ଦେଉଛି ଲୋନ୍‌

ନୂଆଦିଲ୍ଲୀ, ୯।୧୧: ଜରୁରୀ ପଇସା ଦରକାର ହେଲେ ଅଧିକାଂଶ ଲୋକେ ପର୍ସନାଲ୍ ଲୋନ୍ ନିଅନ୍ତି। ଏହାର କାରଣ ହେଉଛି ବ୍ୟାଙ୍କ୍ ସହଜରେ ଏହା ଦେଇଦିଅନ୍ତି, କାଗଜପତ୍ର କମ୍ ଓ ପଇସା ତୁରନ୍ତ ଆକାଉଣ୍ଟ୍‌କୁ ଆସିଯାଏ। କିନ୍ତୁ ଏହା ଅନସିକ୍ୟୋର୍ଡ୍ ଲୋନ୍ ହେବାରୁ…

ଫ୍ଲାଇଟ୍‌ ଟିକେଟରେ ମିଳିବ ୪୮ ଘଣ୍ଟାର ମାଗଣା କ୍ୟାନ୍‌ସଲେଶନ ସୁବିଧା, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୯।୧୧: ଭାରତର ନାଗରିକ ଉଡ୍ଡୟନ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବିମାନ ଟିକଟ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ କରିଛି। ଏହି ନୂଆ ନିୟମ ଅନୁସାରେ, ଯଦି ଯାତ୍ରୀ ସିଧାସଳଖ ଏୟାରଲାଇନ ଓ୍ବେବସାଇଟ୍‌ରୁ ଟିକଟ ବୁକ୍‌ କରନ୍ତି, ତେବେ ସେମାନଙ୍କୁ କୌଣସି ଅତିରିକ୍ତ…

ଆପାର୍ଟମେଣ୍ଟ ବାଲ୍‌କୋନି ଭୁଶୁଡ଼ି ୩ମୃତ

କଟକ,୯।୧୧(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶନିବାର ଅପରାହ୍ନରେ ମଣିସାହୁ ଛକ ନିକଟରେ ଘଟିଛି ଏକ ଅଘଟଣ। ଏକ ପୁରୁଣା ଆପାର୍ଟମେଣ୍ଟର ୫ମ ମହଲାରେ ଥିବା ବାଲ୍‌କୋନି ଭୁଶୁଡ଼ି ଆଜ୍‌ବେଷ୍ଟସ୍‌ ଘର ଉପରେ ଖସି…

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ ଇଣ୍ଡିଆକୁ ମିଳିଥିଲା କି ପୁରସ୍କାର ରାଶି? ଜାଣନ୍ତୁ ICC ନିୟମ ବିଷୟରେ

ନୂଆଦିଲ୍ଲୀ,୮।୧୧: ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପ୍ରତି ୨୦୨୫ ODI ବିଶ୍ୱକପ ଜିତିଛି। ଏଥିପାଇଁ, ସେମାନେ ପ୍ରାୟ ୪୦ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି। ଏହା ସହିତ, BCCI ଟିମ ଇଣ୍ଡିଆକୁ ୫୧ କୋଟି ଉପହାର ଦେଇଛି, ଏବଂ ଖେଳାଳିମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri