ଧରିତ୍ରୀ ୟୁଥ୍ କନ୍କ୍ଲେଭ୍-୨୦୨୫: ରେଜିଷ୍ଟ୍ରେଶନ୍ ଆରମ୍ଭ
ଭୁବନେଶ୍ୱର,୨୪।୧୧: ଭୁବନେଶ୍ୱରର ସ୍ବସ୍ତି ପ୍ରିମିୟମରେ ଧରିତ୍ରୀ କ୍ଲାଇମେଟ୍ ଗ୍ରାଣ୍ଟ ଆରମ୍ଭ ହୋଇଯାଇଛି। ଏହିପାଇଁ ସୋମବାର ସକାଳୁ ରେଜିଷ୍ଟ୍ରେଶନ୍ କରାଯାଉଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବପିଢି ଯୋଗଦେଇ ରେଜିଷ୍ଟ୍ରେଶନ କରୁଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ…
୫୩ତମ CJI ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ; କାର୍ଯ୍ୟକାଳ ରହିବ ୧୫ ମାସ
ନୂଆଦିଲ୍ଲୀ,୨୪।୧୧: ସୋମବାର ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି। ତାଙ୍କର CJI ଭାବରେ କାର୍ଯ୍ୟକାଳ ୧୫ ମାସ ପାଇଁ ରହିବ। ସେ CJI ଭୂଷଣ ଆର. ଗଭାଇଙ୍କ ସ୍ଥାନରେ କାର୍ଯ୍ୟ କରିବେ। ରାଷ୍ଟ୍ରପତି…
ଏହିସବୁ ରୋଗ ଭଲ କରେ ହଳଦୀ: ଜାଣନ୍ତୁ କେମିତି ଖାଇବେ
ହଳଦୀରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ କୁର୍କୁମିନ୍ ନାମକ ଏକ ତତ୍ତ୍ୱ ରହିଛି, ଯାହା ଆମ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହି ତତ୍ତ୍ୱ ଶରୀରରେ ଥଣ୍ଡା କମାଇବାରେ କେତେକାଂଶରେ ସାହାଯ୍ୟ କରେ। ବିଶେଷଭାବରେ…
ଥରି ଉଠିଲା ପାକିସ୍ତାନ, ଶୁଭିଲା ଖୁବଜୋର ଶବ୍ଦ
ଇସଲାମାବାଦ,୨୪।୧୧: ସୋମବାର ସକାଳେ ପାକିସ୍ତାନର ପେଶାୱରରେ ଥିବା ଫେଡେରାଲ କନଷ୍ଟାବୁଲରୀ (FC) ମୁଖ୍ୟାଳୟ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଥିଲେ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟ ଶୁଣି ପୋଲିସ ଏବଂ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ।…
ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ: ହଟାଇବାକୁ ଦାବି
ନୂଆପଡ଼ା,୨୪ା୧୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁ ପଦରଗୋସେନ ବନ୍ଧରେ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ହଟାଇବାକୁ ଦାବି ହୋଇଛି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁରେ ୧୫୦ରୁ ଊର୍ଦ୍ଧ୍ୱ ପରିବାରରେ ୧୨ ଶହରୁ…
IMFର କଡ଼ା ଚେତାବନୀ , ସୁଧୁରିଯାଉ ପାକିସ୍ତାନ ନଚେତ ବିପର୍ଯ୍ୟୟ ନିଶ୍ଚିତ
ଇସଲାମାବାଦ,୨୪।୧୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନ ଉପରେ ଏକ କଠୋର ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ଦେଶରେ ଦୁର୍ନୀତି ଏତେ ଗଭୀର ଭାବରେ ବ୍ୟାପିଛି ଯେ ଏହା ଶାସନ, ରାଜନୀତି ଏବଂ ଅର୍ଥନୀତିର ଏକ ଅଂଶ ପାଲଟିଯାଇଛି।…
କୁହୁଡି ସାଜିଛି ବାଧକ: ଗାଡି ମୋଟର ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି,୨୪।୧୧(ଅରୁଣ ସାହୁ): ଗୋଟିଏ ପଟେ ଲଘୁଚାପର ପ୍ରଭାବରେ ପ୍ରଭାବିତ ହୋଇ ଶୀତ ଲୁଚକାଳି ଖେଳୁଥିବାବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ୨ ଦିନ ହେଲା ଅଞ୍ଚଳରେ ସକାଳୁଆ ଶୀତ କୁହୁଡିର ପ୍ରଭାବରେ ହେଉଥିବା କୁହାଯାଉଛି।…
ଲୋଇସିଂହା କଲେଜ ନିଯୁକ୍ତି ଅନିୟମିତତା ପ୍ରସଙ୍ଗ: ଗ୍ରନ୍ଥାଗାରିକଙ୍କ ସରକାରୀ ଅନୁଦାନ ପ୍ରତ୍ୟାହାର ନିର୍ଦ୍ଦେଶ
ଲୋଇସିଂହା,୨୪।୧୧(ସୁଶାନ୍ତ ବାରିକ):ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲା ଲୋଇସିଂହା କଲେଜର ଯାଞ୍ଚ କମିଟି ପକ୍ଷରୁ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ କଲେଜର ଗ୍ରନ୍ଥାଗାରିକ ଶିବପ୍ରସାଦ ତ୍ରିପାଠୀଙ୍କ ନିଯୁକ୍ତିରେ ଅନିୟମିତତା…
ମୋଦିଙ୍କ ସହ ବୈଠକ ପୂର୍ବରୁ ଏମିତି କାମ କଲା କାନାଡା ଖୁସି ହୋଇଗଲେ ହଜାର ହଜାର ଭାରତୀୟ
ଜୋହାନ୍ସବର୍ଗ,୨୪।୧୧: ଭାରତ-କାନାଡା ସମ୍ପର୍କ ପୁଣିଥରେ ଏକ ନୂତନ ଦିଗରେ ଗତି କରୁଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ G20 ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଦୁଇ ଦେଶ ମଧ୍ୟରେ କ୍ଷୀଣ…
ଅବପାତର ରୂପ ନେଲା ଲଘୁଚାପ: ପ୍ରବଳ ବର୍ଷା ସାଙ୍ଗକୁ ୬୦ରୁ ୭୦ କି.ମି.ବେଗରେ ବହିବ ପବନ
ଭୁବନେଶ୍ୱର,୨୪।୧୧: ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ…
ଏଇ ଭାରତରେ
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି। ଏବେ ସହରର ଏକ୍ୟୁଆଇ ୪୫୦କୁ ଟପିଗଲାଣି, ଯାହାକି ଏକ ଅତି ବିପଜ୍ଜନକ ସ୍ତର। ଏଥିଯୋଗୁ ଦିଲ୍ଲୀରେ ପିଲାମାନେ ବିଭିନ୍ନ ପ୍ରକାର ଶ୍ୱାସଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏପରି କି ସେମାନେ ସ୍କୁଲ ଯିବା…
ଅଳସୀର ହସ
ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଶୋଭା ପାଉଥିବା କୋରାପୁଟ ଜିଲା ନିଜର ଅସରନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସ୍ବତନ୍ତ୍ର ଆଦିବାସୀ ପରମ୍ପରାକୁ ନେଇ ବେଶ୍ ପରିଚିତ। ଏହାର କୋଣ ଅନୁକୋଣରେ ଦେଖାଯାଉଥିବା ସୁନ୍ଦର ସବୁଜିମାଭରା ପରିବେଶ ଯେକୌଣସି ଆଗନ୍ତୁକକୁ ନିଜ ବକ୍ଷରେ ଚିରଦିନ…
Archives


