୨୫ଟି ପୌରସଂସ୍ଥାରେ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ‘ମୁକ୍ତା ସଫ୍ଟ ୧.୦’
ଭୁବନେଶ୍ୱର,୧୦।୧୦(ଅସମାପିକା ସାହୁ): ସହରାଞ୍ଚଳର ଗରିବ ଅଧିବାସୀଙ୍କ ଜୀବିକା ସୁରକ୍ଷା ନିମନ୍ତେ ଗୋଷ୍ଠୀ ଦାରା ସଞ୍ଚାଳିତ ତଥା ସମାଜର ସାଧାରଣ ସ୍ତରରୁ ଯୋଜନା ପ୍ରସ୍ତୁତ କରୁଥିବା ‘ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ମୁକ୍ତା’ ଓ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ରୂପେ ଆଦୃତ ହୋଇଛି।…
ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୩୪୫ ରନ…
ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ଅଷ୍ଟମ ମ୍ୟାଚ ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାଶୁନ ଶାନାକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ…
ଭାଜପା ନିଶ୍ଚିତ କରୁ କେତେ ଆସନ ବ୍ୟବଧାନରେ ପରାଜିତ ହେବ: କମଲନାଥ…
ଭୋପାଳ,୧୦।୧୦ : ମଧ୍ୟପ୍ରଦେଶ ଏବଂ ଅନ୍ୟ ଚାରିଟି ରାଜ୍ୟରେ ନିର୍ବାଚନ ଆୟୋଗ ଭୋଟ ସୂଚୀ ଘୋଷଣା କରିବାର ଗୋଟିଏ ଦିନ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ଶାସକ ଭାଜପାର ପରାଜୟ ନିଶ୍ଚିତ ବୋଲି କଂଗ୍ରେସ କହିଛି। ଦଳର ନେତା ତଥା ପୂର୍ବତନ…
ଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନ
କୋରାପୁଟ,୧୦।୧୦(ଅମିତାଭ ବେହେରା) କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦୁ କୁକିଜ (ବିସ୍କୁଟ) ଓ ନମକିନ ହୋଇପାରିବ। ଏପରି ଗବେଷଣା କରି କହିଛନ୍ତି, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ…
୨୦୨୪ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ଭାରତର ଅଭିବୃଦ୍ଧି ଆକଳନକୁ ୬.୧ ପ୍ରତିଶତରୁ ୬.୩ ପ୍ରତିଶତକୁ ବୃଦ୍ଧି…
ନୂଆଦିଲ୍ଲୀ,୧୦।୧୦ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି ଦର୍ଶାଇଛି। ଆଇଏମଏଫ…
ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ: ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା
ଭୁବନେଶ୍ୱର, ୧୦।୧୦(ଅସମାପିକା ସାହୁ): ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ପ୍ରତି ପଞ୍ଚାୟତ, ପ୍ରତି ଗାଁର ସମସ୍ୟାକୁ ଦୃଷ୍ଟି ଦିଆଯିବ। ଭୁବନେଶ୍ବରରୁ ଆଭାସୀ…
ବଜେଟ ଆବଣ୍ଟିତ ଟଙ୍କା କୁଆଡେ ଗଲା, ସରକାରୀ ସ୍କୁଲ ଅବସ୍ଥା ନେଇ କର୍ନାଟକ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…
ବେଙ୍ଗାଲୁରୁ,୧୦।୧୦ : କର୍ନାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଳୋଚନା କରିଛନ୍ତି। କୋର୍ଟ କହିଛନ୍ତି ସରକାରୀ ସ୍କୁଲରେ ମୌଳିକ ସୁବିଧା ଯୋଗାଇବାରେ ସରକାରଙ୍କ ବିଫଳତା ଗରିବ ଲୋକଙ୍କୁ ସେମାନେଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଇବାକୁ ବାଧ୍ୟ କରିଛି। ଯେଉଁମାନେ ଦିନକୁ ଦୁ…
ଆଦିବାସୀ ଯୁବବର୍ଗଙ୍କୁ ଚାକିରି ଶିକ୍ଷା ଯୋଗାଇବା ଆମର ଲକ୍ଷ୍ୟ: ଭାଜପା…
ହାଇଦ୍ରାବାଦ,୧୦।୧୦ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତେଲଙ୍ଗାନାର ଆଦିଲାବାଦରେ ଜନ ଗର୍ଜନ ସଭାରେ ଯୋଗଦେଇ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଭାରତ ରାଷ୍ଟ୍ର ସମିତି ସରକାରଙ୍କୁ କଡ଼ା ସମାାଲୋଚନା କରିଛନ୍ତି। ସେ କହିଛନ୍ତି ତେଲଙ୍ଗାନା ସରକାର ୧୦ ବର୍ଷ ଧରି…
ଅଟକିଲା ଅମର୍ଦା ଏୟାରଷ୍ଟ୍ରିପ ଜମି ହସ୍ତାନ୍ତର ପ୍ରକ୍ରିୟା
ମୋରଡା,୧୦।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରସଗୋବିନ୍ଦପୁରଠାରେ ଥିବା ଐତିହାସିକ ଅମର୍ଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମଙ୍ଗଳବାର ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗର ଅତିରିକ୍ତ ନିର୍ଦେଶକ ସଞ୍ଜୟ…
ଯାହାକୁ ଟିମ୍ରୁ ବାଦ୍ ଦେବାକୁ ନେଇ ହେଉଥିଲା ଚର୍ଚ୍ଚା, ସେ ହିଁ ବିଶ୍ୱକପ୍ରେ ଶତକ ମାରି ଭାଙ୍ଗିଲେ ବିଶ୍ୱ ରେକର୍ଡ
ଧର୍ମଶାଳା,୧୦।୧୦: ଯେଉଁ ବୟସରେ ଖେଳାଳିଙ୍କ କ୍ୟାରିୟର ସମାପ୍ତ ହୋଇଥାଏ, ଯେଉଁ ବୟସରେ କ୍ରିକେଟରମାନେ ଅଯୋଗ୍ୟ ନଜର ଆସିଥାନ୍ତି, ସେହି ବୟସରେ ଚମକିଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମଲାନ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ବିଶ୍ୱକପ୍ ୨୦୨୩ର ସପ୍ତମ ମ୍ୟାଚ୍ରେ ବାଲାଂଦେଶ ବିପକ୍ଷରେ ଚମତ୍କାର…
ପୁଡୁଚେରୀ ପରିବହନ ମନ୍ତ୍ରୀଙ୍କ ଇସ୍ତଫା…
ପୁଡୁଚେରୀ ,୧୦।୧୦ : ପୁଡୁଚେରୀ ପରିବହନ ମନ୍ତ୍ରୀ ଚନ୍ଦ୍ର ପ୍ରିୟଙ୍କା ବ୍ୟକ୍ତିଗତ କାରଣ ଦର୍ଶାଇ ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଏକ ସମୟରେ ଆସିଛି ଯେତେବେଳେ ୟୁନିଅନ ଟେରିଟୋରୀ ରାଜନୈତିକ ଅନିଶ୍ଚିତତା ଏବଂ ନେତୃତ୍ୱ ପରିବର୍ତ୍ତନ ସହିତ…
ଗୋଟିଏ ବାଇକ୍ରେ ୭ ଲୋକ, ୨ କୁକୁର, କୁକୁଡା; ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼ ଦେଖିଲେ ମୁଣ୍ଡରେ ହାତ ଦେବେ
ଗୋଟିଏ ବାଇକ୍ରେ କେତେଜଣ ଲୋକ ବସିପାରିବେ? ଅଧିକରୁ ଅଧିକ ହେଲେ ତିନି। ବାଇକ୍ରେ ୩ ଜଣ ବସିଲେ ବି ଟ୍ରାଫିକ୍ ଚାଲାଣ କଟିବାର ମଧ୍ୟ ଭୟ ଥାଏ। ହେଲେ ଯଦି ଆମେ ବାଇକ୍ରେ ୭ଜଣ ଲୋକ ଯାତ୍ରା କରୁଥିବା କହୁ,ତେବେ ଚକିତ…
Archives


