Home

ଚେତାଶୂନ୍ୟ ମହିଳାଙ୍କ ଅପରେଶନ ଅଧାରେ ଛାଡି ପଳାଇଲେ ଡାକ୍ତର, ଚା’ ନ ମିଳିବାରୁ ରାଗିଗଲେ…

ନାଗପୁର,୮।୧୧ : ମହାରାଷ୍ଟ୍ରର ନାଗପୁରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାର ଡାକ୍ତର ପରିବାର ଯୋଜନା (ଭାସେକ୍ଟୋମି) ଅପରେଶନ ଛାଡି ପଳାଇ ଯାଇଥିଲେ। ପ୍ରକୃତରେ କୁହାଯାଉଛି ଡାକ୍ତର ଚା’ ମାଗିଥିଲେ କିନ୍ତୁ ତାଙ୍କୁ ଚା’ ମିଳି ନ…

ଜାପାନ ଇତିହାସରେ ପ୍ରଥମ, ମେଟ୍ରୋରେ ଅଜବ ସ୍ଥିତି

ଟୋକିଓ, ୮।୧୧: ଜାପାନକୁ ଦୁନିଆର ଟେକ୍ନୋଲଜିରେ ସବୁଠୁ ଉନ୍ନତ ଦେଶ କୁହାଯାଇଥାଏ। ଜାପାନ ସବୁ ଦେଶ ଠାରୁ ଦଶ ପାଦ ଆଗକୁ ଯାଇ ଏପରି କିଛି ଉଦ୍ଭାବନ କରିଥାଏ। ଯାହାକୁ ଦେଖି ଲୋକ ତାଜୁବ ହୋଇଯାଆନ୍ତି। କୁହାଯାଏ କି, ବିଶ୍ୱରେ ଜାପାନ…

ଆଲାଦ୍ଦିନଙ୍କ ପରି କୁହୁକ ଗାଲିଚାରେ ବୁଲିଲେ ଯୁବକ, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୮।୧୧ : ଅନେକେ ଆଲାଦ୍ଦିନଙ୍କୁ ଭେଟିବା ଏବଂ ତାଙ୍କ ଯାଦୁକରୀ କୁହୁକ ଗାଲିଚା ଉପରେ ଯାତ୍ରା କରିବାର ସ୍ବପ୍ନ ଦେଖିଥାଇ ପାରନ୍ତି। ସମ୍ପ୍ରତି ଗୁରୁଗ୍ରାମର ଜଣେ ଯୁବକ ଆଲାଦ୍ଦିନ ପରି ପୋଷାକ ପରିଧାନ କରି ରାସ୍ତାରେ ବୁଲି କରି ନିଜରକୁହୁକ ଗାଲିଚାରେ…

ମୂଷା ପିଇଦେଲେ ୬୦ ବୋତଲ ମଦ, ଗିରଫ କଲା ପୋଲିସ…

ଭୋପାଳ,୮।୧୧ : ମଧ୍ୟପ୍ରଦେଶର ଛିନ୍ଦୱାଡା କୋତୱାଲୀ ପୋଲିସ ଷ୍ଟେଶନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପୋଲିସ ଷ୍ଟେଶନରେ ଥିବା ମଦ ବୋତଲକୁ ଖାଲି କରିଥିବା ଅଭିଯୋଗରେ ଏକ ମୂଷାକୁ ଗିରଫ କରାଯାଇଛି। ମଦ୍ୟପ ମୂଷା ବର୍ତ୍ତମାନ କୋର୍ଟରେ ହାଜର ହେବ!…

ପାକିସ୍ତାନ ଏହି ଆଇସିସି ନିୟମ ଦ୍ୱାରା ସହଜରେ ଖେଳିବ ସେମିଫାଇନାଲ, କ’ଣ ରହିଛି ଏଥିରେ…

ନୂଆଦିଲ୍ଲୀ,୮।୧୧ : ସେମିଫାଇନାଲ ଖେଳିବା ପାଇଁ ପାକିସ୍ତାନ ଏବେ ମଧ୍ୟ ବିଶ୍ୱକପ ୨୦୨୩ର ଦୌଡ଼ରେ ଅଛି। ଏକ ସମୟରେ ଲାଗୁଥିଲା ପାକିସ୍ତାନ ଏହି ବିଶ୍ୱକପରୁ ଦୂରେଇ ରହିବ, କିନ୍ତୁ ବାବର ଆଜମଙ୍କ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ସେମିଫାଇନାଲରେ ପ୍ରବେଶ…

ଘର ଭଡା ପାଇଁ ଇଣ୍ଟରଭ୍ୟୁ! ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୮।୧୧: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…

କର ବା ମର ମ୍ୟାଚ ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଲେ ୪ ଖେଳାଳି, ପାକିସ୍ତାନକୁ ବଡ ଝଟକା…

ମୁମ୍ବାଇ,୮।୧୧ : ସେମିଫାଇନାଲ ପାଇଁ ପାକିସ୍ତାନ ଏବେ ବି ଦୌଡ଼ରେ ଅଛି। ଯଦି ପାକିସ୍ତାନ ଇଂଲଣ୍ଡକୁ କର ବା ମର ମ୍ୟାଚରେ ପରାସ୍ତ କରିବାରେ ସଫଳ ହୁଏ, ତେବେ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିବ। ତେବେ ଇଂଲଣ୍ଡ ବିପକ୍ଷ…

ସାଂଘାତିକ ସ୍ଥିତିରେ ଯୁଦ୍ଧର ମୋଡ: ଇସ୍ତଫା ଦେଲେ ଏମପି

ଇଂଲଣ୍ଡ, ୮।୧୧: ଇସ୍ରାଏଲ-ହମାସ ମଧ୍ୟରେ ଜାରି ଭୀଷଣ ଯୁଦ୍ଧ ମଧ୍ୟରେ ବ୍ରିଟେନର ବିରୋଧି ଦଳ ଲେବର ପାର୍ଟିର ଏମପି ଇମ୍ରାନ ହୁସେନ ଇସ୍ତଫା ଦେଇଛନ୍ତି। ଇମ୍ରାନ ଗାଜା ଷ୍ଟ୍ରିପରେ ଯୁଦ୍ଧ ବିରତି ପାଇଁ ଲଗାତାର ଦାବି କରି ଆସୁଥିଲେ। ଏହି କ୍ରମରେ…

ପାକିସ୍ତାନ ହାରିଲେ ଆଫଗାନିସ୍ତାନ ଯିବ ସେମିଫାଇନାଲ…

ନୂଆଦିଲ୍ଲୀ,୮।୧୧ : ବିଶ୍ୱକପ କ୍ରିକେଟ ୨୦୨୩ରେ ମଙ୍ଗଳବାର ଆଫଗାନିସ୍ତାନର ହୃଦୟ ଭାଙ୍ଗି ଯାଇଛି। ହାତକୁ ଆସିଥିବା ବିଜୟ ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ଦ୍ୱାରା ପରାଜୟରେ ପରିଣତ ହୋଇଛି। ଗ୍ଲେନ ମ୍ୟାକ୍ସୱେଲ ଆଫଗାନିସ୍ତାନର ଆଶାକୁ ଧୂଳିସାତ କରିଦେଇଛନ୍ତି। ଗ୍ଲେନ ମ୍ୟାକ୍ସୱେଲ…

ଘରୋଇ ହିଂସା ଅଭିଯୁକ୍ତ ପାଖରେ ରଖି ପାରିବେନି ବନ୍ଧୁକ: ସୁପ୍ରିମକୋର୍ଟଙ୍କ ରାୟ…

ଓ୍ବାଶିଂଟନ,୮।୧୧: ଆମେରିକାର ବନ୍ଧୁକ ନିୟମ ଅନୁଯାୟୀ, ଘରୋଇ ହିଂସା ଅପରାଧୀ ଅବା ଅଭିଯୁକ୍ତଙ୍କ କ୍ଷେତ୍ରରେ ଅଧିକ ହିଂସା ରୋକିବା ପାଇଁ ପାଖରେ ବନ୍ଧୁକ ରଖିବାକୁ ଦିଆଯାଇ ନ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଥିଲା ଏବଂ ସେମାନଙ୍କୁ…

ଇସ୍ରାଏଲକୁ ପଠାଯାଉଥିଲା ଗୋଳା ବାରୁଦ, ସେନା ଜାହାଜକୁ ଅଧା ବାଟରେ ରୋକିଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ୍‌,୮।୧୧: ଦିନକୁ ଦିନ ଗାଜା ଷ୍ଟ୍ରିପରେ ଯୁଦ୍ଧର ଧ୍ୱଂସଲୀଳା ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମେରିକାର ଅନେକ ସହରରେ ଗାଜା ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନକାରୀମାନେ ତୁରନ୍ତ ଯୁଦ୍ଧ ବିରାମ…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, ସାମ୍ନାକୁ ଆସିଲା ଭିଡିଓ

ଜେରୁଜେଲମ,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଏକ ମାସରୁ ଅଧିକ ସମୟ ହେଲା ଚାଲିଛି। ଯେଉଁଠାରେ ଅଧିକାଂଶ ଦେଶ ଗାଜା ଷ୍ଟ୍ରିପରେ ଚାଲିଥିବା ଇସ୍ରାଏଲ ଆକ୍ରମଣକୁ ବନ୍ଦ କରିବାକୁ ଦାବି କରୁଛନ୍ତି। ଏଥି ସହିତ କେତେକ ଇସଲାମ ସଂଗଠନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?