ପିଆଜ ଦରର ଲଗାମ କଷିବାକୁ ସରକାର ନେଲେ ବଡ ପଦକ୍ଷେପ…
ନୂଆଦିଲ୍ଲୀ,୧୧।୮: ଟମାଟୋ ପରେ ଏବେ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜକୁ ବଫର ଷ୍ଟକ ଜାରି କରିବାକୁ ନିଷ୍ପତ୍ତି…
ମିଶନ ଗଗନୟାନ: ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କଲା ଇସ୍ରୋ
ବେଙ୍ଗାଲୁରୁ,୧୧।୮: ଗଗନୟାନ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)। ଇସ୍ରୋ ଶୁକ୍ରବାର ଏହି ପ୍ରସ୍ତୁତିରେ ଆଉ ପାଦେ ଆଗକୁ ବଢିଛି। ଡ୍ରାଗ ପାରାଚ୍ୟୁଟକୁ ସଫଳତାର ସହ ପରୀକ୍ଷଣ କରିଛି। ମାନବ ମହାକାଶ ଉଡ଼ାଣ ମିଶନରେ…
ବଦଳି ହେଲେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକ; ମାନହାନି ମାମଲାରେ ରାହୁଲଙ୍କ ଆବେଦନକୁ କରିଥିଲେ ଖାରଜ
ନୂଆଦିଲ୍ଲୀ,୧୧।୮: ଦେଶର ବିଭିନ୍ନ ହାଇକୋର୍ଟର ୨୩ଜଣ ବିଚାରପତିଙ୍କୁ ବଦଳି କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଯେଉଁ ବିଚାରପତମାନିଙ୍କୁ ବଦଳି କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକଙ୍କ ନାମ ମଧ୍ୟ ସାମିଲ ଅଛିି। ଜଷ୍ଟିସ ହେମନ୍ତ ମୋଦି ସାଙ୍ଗିଆ…
ଅସୁବିଧାରେ ପଡ଼ି କରଜ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି
ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ କରଜ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ…
ଚାକିରି-ବ୍ୟବସାୟରେ ସଫଳ ହେବାକୁ ଚାହାନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏହି ୪ ନୀତି…
ମନୁଷ୍ୟ ଜୀବନକୁ ସରଳ କରିବାକୁ ନେଇ ‘ଚାଣକ୍ୟ ନୀତି’ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କାରଣରୁ ଆଜି ବି ଲୋକେ ଏହାକୁ ଅଧ୍ୟୟନ କରିବା ସହ ଦିଆଯାଇଥିବା ପରାମର୍ଶ ଏବଂ ପ୍ରତିକାରକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ଏହି କ୍ରମରେ…
ଲୁଣ ମାରିବା କର୍ମଚାରୀଙ୍କ ସମସ୍ୟା ବଢାଉଛି ତାପମାତ୍ରା ବୃଦ୍ଧି, ଦେଖାଗଲାଣି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା
ନୂଆଦିଲ୍ଲୀ,୧୧।୮: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବିଶ୍ୱର ଗମ୍ଭୀର ସମସ୍ୟା ହୋଇ ଉଭା ହୋଇଛି। ଗ୍ଲୋବାଲ ଓ୍ବାର୍ମିଂ ଏବେ ଗ୍ଲୋବାଲ ବଏଲିଂର ରୂପ ନେଇଛି। ତାପମାତ୍ରା ବଢିବା ହେତୁ ତାମିଲନାଡୁର ଲୁଣ ମାରିବା କର୍ମଚାରୀଙ୍କ ବୃତ୍ତିଗତ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ଶ୍ରୀ…
‘ନମସ୍କାର! ମୁଁ ନିଲମ୍ବିତ ଏମପି ରାଘବ ଚଢା’, ଏଏପି ନେତାଙ୍କ ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ରାଜ୍ୟ ସଭା ଏମପି ରାଘବ ଚଢା ନିଲମ୍ବିତ ହେବା ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ରାଘବ ଏକ ଭିଡିଓ ଜାରି କରି ପ୍ରଶ୍ନ କରିଛନ୍ତି ଯେ ମୋର ଭୁଲ କ’ଣ,…
ମାନସିକ ସନ୍ତୁଳନ ହରାଇ ସାରିଛନ୍ତି ରାହୁଲ: ପ୍ରହ୍ଲାଦ ଯୋଶୀ
ନୂଆଦିଲ୍ଲୀ,୧୧।୮: ଅନାସ୍ଥା ପ୍ରସ୍ତାବରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମଣିପୁର କମ୍ କିନ୍ତୁ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ତେବେ ୨ଘଣ୍ଟା ୧୩ମିନିଟର ଭାଷଣକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଏହାପରେ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ…
ଶୀଘ୍ର ନାଇଜର ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୧।୮: ତୁରନ୍ତ ନାଇଜର ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଭାରତର ବୈଦେଶିକ ମନ୍ତ୍ରଣାଳୟ ନାଇଜରରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। #WATCH | MEA spokesperson Arindam Bagchi says, “Government of…
ଏସିଆ କପ୍ ପୂର୍ବରୁ ବାଲାଂଦେଶକୁ ମିଳିଲା ନୂଆ ଅଧିନାୟକ, ଏହି ଧୂରନ୍ଧର ନେବେ ନେତୃତ୍ବ
ନୂଆଦିଲ୍ଲୀ, ୧୧। ୮: ଆଇସିସି ଦିନିକିଆ ବିଶ୍ବକପକୁ ଆଉ ଦୁଇ ମାସରୁ କମ୍ ସମୟ ବାକି। ହେଲେ ଏହା ପୂର୍ବରୁ ଏସିଆ କପ୍ ଖେଳାଯିବ। ଅଗଷ୍ଟ ୩୧ରୁ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏହା ଅନୁଷ୍ଠିତ ହେବ। ତେବେ ଏହି ଦୁଇ ଟୁର୍ନାମେଣ୍ଟ…
ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଲେ ହାଇକୋର୍ଟ, ଶନିବାର ହୋଇଥାନ୍ତା ଭୋଟିଂ
ଚଣ୍ଡିଗଡ, ୧୧। ୮: ପଞ୍ଜାବ-ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ ଉପରେ ରୋକ ଲଗାଇଛନ୍ତି। ଶନିବାର ଅର୍ଥାତ୍ ଅଗଷ୍ଟ ୧୨ରେ ନିର୍ବାଚନ ହେବାକୁ ଥିବା ବେଳେ ଆଗାମୀ ଆଦେଶ ପର୍ଯ୍ୟନ୍ତ ନିର୍ବାଚନ ଉପରେ ରୋକ ଲଗାଯାଇଛି। ସଂଘର ୧୫ ପଦ…
ତିନି ବର୍ଷରେ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ
ନୂଆଦିଲ୍ଲୀ,୧୧।୮: ତିନି ବର୍ଷ ଧରି ଦାଖଲ ହୋଇଥିବା ରିପୋର୍ଟରୁ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ। ଏନେଇ ରିପୋର୍ଟ ପ୍ରକାଶ କରିଛି ସଂସଦୀୟ କମିଟି। ୨୦୧୯ ରୁ ୨୦୨୨ ମଧ୍ୟରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ)ର ଅଣ-ରେସିଡେଣ୍ଟ ଇଣ୍ଡିଆନ…
Archives


