ଓଲଟିଲା ପିକ୍ନିକ୍ ବସ୍: ଜଣେ ମୃତ, ୩୫ ଆହତ
ଦିଗପହଣ୍ଡି,୩୧।୧୨: ବର୍ଷର ଶେଷ ଦିନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମ ଜିଲାର ତପ୍ତପାଣି ଘାଟିରେ ଏକ ପିକ୍ନିକ୍ ବସ୍ ଓଲଟିପଡିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ ଜଣ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଥିବା…
ରାମ ମନ୍ଦିର ନାଁରେ ହେଉଛି ଲୁଟ! କ୍ୟୁଆର କୋଡ ସ୍କାନର ପୋଲ ଖୋଲିଲେ ଭିଏଚପି ନେତା ବିନୋଦ ବଂଶଲ
ନୂଆଦିଲ୍ଲୀ,୩୧।୧୨: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ମନ୍ଦିରରେ ହେବାକୁ ଯାଉଛି, ଯେଉଁଥିରେ ଦେଶ ତଥା ବିଶ୍ୱର ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିବେ। ଏହାପୂର୍ବରୁ ରାମ ମନ୍ଦିର…
ଘରେ ଜାମ ତିଆରି କଲେ ରାହୁଲ, କହିଲେ ଭାଜପାବାଲାଙ୍କୁ ବି ମିଳିବ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୧।୧୨: ବର୍ଷ ୨୦୨୩ଶେଷ ହେବାକୁ ଯାଉଛି । ବର୍ଷର ଶେଷ ଦିନରେ ରାହୁଲ ଗାନ୍ଧୀଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ ହୋଇଛି। ଏହି ଭିଡିଓରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିବ। ଭିଡିଓରେ ରାହୁଲ ପ୍ରିୟଙ୍କା ଗାନ୍ଧୀଙ୍କ…
ଦାୟିତ୍ୱ ନେଲେ ଅରୁଣ ଷଡଙ୍ଗୀ
କଟକ,୩୧।୧୨: ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ରବିବାର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ ଷଡଙ୍ଗୀ। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ଦାୟିତ୍ୱରେ ରହିବେ। ୧୯୯୦ ବ୍ୟାଚ୍ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଫିସର ଅରୁଣ ଷଡ଼ଙ୍ଗୀଙ୍କୁ…
ବର୍ଷର ଶେଷ ଦିନରେ ବଡ଼ ଦୁର୍ଘଟଣା: ୨ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ୍
ବରଗଡ଼,୩୧।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ନାଗେନପାଲି ଏଫସିଆଇ ଗୋଦାମ ସମ୍ମୁଖ ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ,ବରଗଡ଼ ମ୍ୟୁନିସିପାଲଟି ଅଧିନ ୱାର୍ଡ ନମ୍ବର-୩ ହାଟପଦା…
ରେଡ ସି’ରେ ପୁଣି ବାଲେଷ୍ଟିକ ମିଶାଇଲ ପକାଇଲେ ହୁତି ବିଦ୍ରୋହୀ
ଓ୍ବାଶିଂଟନ,୩୧।୧୨: ଆମେରିକା ପୁଣିଥରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ଗୁଳି ଚଳାଇଥିବା ଦୁଇଟି ଆଣ୍ଟି-ଜାହାଜ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦେଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ଗୋଟିଏ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଆମେରିକାର ସେଣ୍ଟ୍ରାଲ…
ସ୍ତ୍ରୀଙ୍କ ଗୁମର ଖୋଲିଦେଲେ କେଏଲ୍ ରାହୁଲ
ନୂଆଦିଲ୍ଲୀ,୩୧।୧୨: ନିକଟରେ ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ସ୍ତ୍ରୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କୁ ସେ ଅନ୍ଧବିଶ୍ୱାସୀ ବୋଲି କହିଛନ୍ତି। କେଏଲ ରାହୁଲ ପ୍ରକାଶ କରିଛନ୍ତ, ବିଶ୍ୱକପ…
‘ମ୍ୟାନ ଅଫ ଦ ଇୟର’ ଘୋଷଣା କରାଯିବାରୁ ବିବାଦକୁ ଆସିଲେ ଇଟାଲୀ ପ୍ରଧାନମନ୍ତ୍ରୀ
ରୋମ,୩୧।୧୨: ଇଟାଲୀର ଏକ ଖବରକାଗଜ ଦ୍ୱାରା ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ‘ମ୍ୟାନ ଅଫ ଦି ଇୟର’ ଭାବରେ ମନୋନୀତ ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ଅନେକ ମହିଳା ଅଧିକାର କର୍ମୀ ଏବଂ ସଂଗଠନ ଏହାକୁ…
ନୂଆବର୍ଷ ରେଭ ପାର୍ଟିରେ ପୋଲିସ ଚଢ଼ାଉ, ୫ ଯୁବତୀଙ୍କ ସମେତ ୧୦୦ ଅଟକ…
ମୁମ୍ବାଇ,୩୧।୧୨ : ନୂଆ ବର୍ଷ ଅବସରରେ ମୁମ୍ବାଇର ଠାଣେରେ ଆୟୋଜିତ ହୋଇଥିବା ରେଭ ପାର୍ଟିକୁ ପୋଲିସ ନଷ୍ଟ କରି ଦେଇଛି। ଠାଣେ କ୍ରାଇମ ବ୍ରାଞ୍ଚ ନୂଆ ବର୍ଷ ଅବସରରେ ଏକ ରେଭ ପାର୍ଟି ପାଇଁ ଏକାଠି ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ…
ଚ୍ଛମକୋ ଚ୍ଛଲୋ ଗୀତରେ ଏମିତି ଡ୍ୟାନ୍ସ କଲେ ଭାଉଜ: ଅଙ୍ଗଭଙ୍ଗୀ ଦେଖି ଲୋକେ କହିଲେ…
ସୋସିଆଲ ମିଡିଆ ବେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ରାରାତି ଷ୍ଟାର କରିଦିଏ। ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଶାହାରୁଖ ଖାନଙ୍କ ଫିଲ୍ମ ରାବଣର ଚ୍ଛମକୋ ଚ୍ଛଲୋ ଗୀତରେ…
ଦକ୍ଷିଣଆଫ୍ରିକାରେ ନୂଆବର୍ଷ ପାଳିବେ ବିରୁଷ୍କା
ମୁମ୍ବାଇ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନେକଙ୍କର ପ୍ରିୟ ଦମ୍ପତି। ଏହି ଦମ୍ପତି ନିଜ ନିଜ ବୃତ୍ତିରେ ବ୍ୟସ୍ତ ତଥାପି ସେମାନଙ୍କ ବଣ୍ଡିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭଧାରଣ ଖବର ଶୁଣିବାକୁ ମିଳିୁଛି। ସୋସିଆଲ…
ଚଳନ୍ତା ବାଇକ୍ ପଛପଟେ ଓଲଟା ବସି ଫ୍ଲାଇଙ୍ଗ୍ କିସ୍ ଦେଲେ ମହିଳା: ଆଉ ତା’ପରେ… ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩୧।୧୨: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। କିଛି ଆପଣଙ୍କୁ ହସାଇଥାଏ ଏବଂ ଆଉ କିଛି ଏକ ଶିକ୍ଷା ଦେଇଥାଏ। ଆଜିକାଲି, ପ୍ରସିଦ୍ଧ ହେବାକୁ ଲୋକମାନେ ଅନେକ ପ୍ରକାରର ଭିଡିଓ ପ୍ରସ୍ତୁତ କରନ୍ତି। ବେଳେବେଳେ ଲୋକମାନେ ଏପରି…

