Home

ଧଉଳି ଛକରେ ପୁଷ୍ପକ ହୋଟେଲ ଆଣ୍ଡ୍‌ କନ୍‌ଭେନ୍‌ଶନ ଉଦ୍‌ଘାଟିତ

ଭୁବନେଶ୍ୱର,୩।୧୦: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଶ୍ୱେତପଦ୍ମା ୟୁନାଇଟେଡ ପ୍ରାଇଭେଟ ଲିମିଟେଡର ଅଗ୍ରଣୀ ହୋଟେଲ ବ୍ୟବସାୟ ୟୁନିଟ ‘ପୁଷ୍ପକ’ର/ ପୁଷ୍ପକ ଗ୍ରୁପର ନୂତନ ହୋଟେଲ ‘ପୁଷ୍ପକ ହୋଟେଲ ଆଣ୍ଡ କନ୍‌ଭେନଶନ’ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ…

ସିପେଟ୍‌ ପକ୍ଷରୁ ସ୍ବଚ୍ଛତା ଦିବସ

ଭୁବନେଶ୍ୱର,୩।୧୦: ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍‌)ର ଆଇପିଟି ଭୁବନେଶ୍ୱର ପକ୍ଷରୁ ‘ସ୍ବଚ୍ଛତା ଦିବସ’ ଶିଖରଚଣ୍ଡୀ ପାଦ ଦେଶ ସମ୍ମୁଖରେ ଆୟୋଜନ କରାଯାଇଥିଲା। ବିଶେଷକରି ଉକ୍ତ ସ୍ଥାନରେ ସିପେଟ ପକ୍ଷରୁ ଏକ ଘଣ୍ଟିକିଆ ସ୍ବଚ୍ଛତା କାର୍ଯ୍ୟକ୍ରମ (ଶ୍ରମଦାନ)…

ଇସ୍ରୋର ୯ ବୈଜ୍ଞାନିକଙ୍କୁ ସମ୍ମାନୀତ କଲେ ଷ୍ଟାଲିନ୍‌: ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର

ଚେନ୍ନାଇ,୩।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରେ କାର୍ଯ୍ୟ କରୁଥିବା ରାଜ୍ୟର ନଅ ଜଣ ବୈଜ୍ଞାନିକଙ୍କୁ ସମ୍ମାନିତ କରିଛନ୍ତି ଏବଂ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଏହି ବୈଜ୍ଞାନିକମାନଙ୍କ ସମ୍ମାନାର୍ଥେ…

କିନ୍ଦିରିଗୁଡ଼ା ନାଚୁରାଲ୍ସ କଫିକୁ ଶ୍ରେଷ୍ଠ ମାନ୍ୟତା

ଭୁବନେଶ୍ୱର,୩।୧୦: ଓଡ଼ିଶାର କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ଭାରତର ଶ୍ରେଷ୍ଠ ନାଚୁରାଲ୍ସ କଫି ଭାବେ ମାନତ୍ୟ ଲାଭ କରିଛି, ଏପରିକି ବେଙ୍ଗାଲୁରୁଠାରେ ଆୟୋଜିତ ୫ମ ବିଶ୍ୱ କଫି ସମ୍ମିଳନୀରେ କିନ୍ଦିରିଗୁଡ଼ା ନାଚୁରାଲ୍ସ କଫି ସମ୍ମାନିତ ହୋଇଛି। ଉଲ୍ଲେଖଯୋଗ୍ୟ, କିନ୍ଦିରିଗୁଡ଼ା ନାଚୁରାଲ୍ସ ହେଉଛି ଏକ କଫି…

ନକଲି ଜେଡ୍‌ ବ୍ଲାକ ସାମଗ୍ରୀ ବିକ୍ରେତାଙ୍କ ପର୍ଦ୍ଦାଫାଶ

ଭୁବନେଶ୍ୱର, ୩।୧୦: ମଧ୍ୟପ୍ରଦେଶର ଅଗ୍ରଣୀ ଧୂପକାଠି ନିର୍ମାତା ତଥା ମହୀଶୂର ଦୀପ୍‌ ପର୍‌ଫ୍ୟୁମେରୀ ହାଉସ୍‌ (ଏମ୍‌ଡିପିଏଚ୍‌)ର ଅଗ୍ରଣୀ ବ୍ରାଣ୍ଡ୍‌ ଜେଡ୍‌ ବ୍ଲାକ ନାମରେ ନକଲି ସାମଗ୍ରୀ କୋଲ୍‌କାତାଠାରେ ବିକ୍ରି କରାଯାଉଥିଲା। ଏପରିକି ଜେଡ୍‌ ବ୍ଲାକ ନାମରେ ବହୁ ଅଭିଯୋଗ ଆସିଲା ପରେ…

ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ବଚ୍ଛତା ଅଭିଯାନ

ନୂଆଦିଲ୍ଲୀ,୩।୧୦: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସ୍ବଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ବିଶେଷ କରି ଏକ ଘଣ୍ଟିଆ ‘ସ୍ବଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ବିଓଏମ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ…

କ୍ୱାର୍ଟର ଫାଇନାଲ୍‌ରେ ଟସ୍‌ ଜିତିଲା ଭାରତ

ହାଙ୍ଗଝୋ,୩।୧୦:ଏସିଆନ ଗେମ୍ସରେ ଭାରତ ଏବଂ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ହାଙ୍ଗଝୋରେ ଥିବା ପିଙ୍ଗଫେଙ୍ଗ କ୍ୟାମ୍ପସ କ୍ରିକେଟ ଗ୍ରାଉଣ୍ଡରେ…

ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ

ଭୁବନେଶ୍ୱର,୩।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଭାସି ସେକ୍ଟର-୧୭ଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପି ସି ଚନ୍ଦ୍ରା ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଉଦୟ କୁମାର ଚନ୍ଦ୍ରା…

ଏସ୍‌ବିଆଇ ପକ୍ଷରୁ ‘ସ୍ବଚ୍ଛତା ହିଁ ସେବା’

ଭୁବନେଶ୍ୱର,୩।୧୦: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସବିଆଇ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ରବିବାର ଭୁବନେଶ୍ୱରର ୨ଟି ସ୍ଥାନରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏସବିଆଇ ଭୁବନେଶ୍ୱର ସର୍କଲର ସିଜିଏମ ଚନ୍ଦର ଶେଖର ଶର୍ମାଙ୍କ ସମେତ ବହୁ ବରିଷ୍ଠ…

ଅକ୍ଟୋବର ୮ରୁ ଏଜିଆଇଏଫ୍‌

ଭୁବନେଶ୍ୱର, ୩।୧୦: ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍‌ର ବହୁ ପ୍ରତୀକ୍ଷିତ ଫେଷ୍ଟିଭ୍‌ ଇଭେଣ୍ଟ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ (ଏଜିଆଇଏଫ୍‌)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫେଷ୍ଟିଭାଲ ୨୦୨୩ ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଆମାଜନର…

ଆତଙ୍କବାଦୀ-ସୁରକ୍ଷା ବାହିନୀ ମୁହାଁମୁହିଁ: ୩ ଯବାନ ଆହତ

ଶ୍ରୀନଗର,୩।୧୦:ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଜମ୍ମୁ କଶ୍ମୀରର ରାଜୌରୀ ଜିଲାର କାଲାକୋଟେ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ୯ ପାରା କମାଣ୍ଡୋ ସ୍ପେଶାଲ ୟୁନିଟର ୩ ସୈନିକ ଆହତ ହୋଇଛନ୍ତି। ପୋଲିସ ଅଧିକାରୀମାନେ…

ଖେଳନା ଭାବି ବୋମା ସହ ଖେଳିବା ବେଳେ ହେଲା ବିସ୍ଫୋରଣ, ୨ ମୃତ

କାବୁଲ,୩।୧୦: ଆଫଗାନିସ୍ତାନର ଜାଭଜନ ପ୍ରଦେଶରେ ବିସ୍ଫୋରଣ ହେତୁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଡାରଜାବ ଜିଲାର କରାଚୋନକାଲ ଅଞ୍ଚଳରେ କିଛି ପିଲା ଖେଳୁଥିବା ବେଳେ ପ୍ରାଦେଶିକ ପୋଲିସର ମୁଖପାତ୍ର ଅବଦୁଲ ସତର ହଲିମି ସୂଚନା ଦେଇଛନ୍ତି ଯେ ପିଲାମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri