Home

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌: ୧୦ ଶିଶୁଙ୍କ ସମେତ ୨୮ ମୃତ

ଜେରୁଜେଲମ୍‌,୧୦ା୨: ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ରଫାହରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ୨୮ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଶନିବାର ରଫାହ ଅଞ୍ଚଳରେ ଥିବା ଘର ଉପରେ ୩ଟି ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା।…

ଅଭିନେତା ବିଦ୍ୟୁତ ଜାମୱାଲଙ୍କୁ ଗିରଫ କଲା ରେଲଓ୍ବେ ପୋଲିସ, କ୍ରାକ ଟେଲର ରିଲିଜ ପରେ ଆସିଲା ସମସ୍ୟା, ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ଅଭିଯୋଗ…

ମୁମ୍ବାଇ,୧୦।୨ : ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଏକ ନ୍ୟୁଜ ୱେବସାଇଟ ଅନୁଯାୟୀ ଏହି ଅଭିନେତାଙ୍କୁ ଶନିବାର ମୁମ୍ବାଇ ରେଲଓ୍ବେ ପୋଲିସ ଗିରଫ କରିଛି। ବାସ୍ତବରେ ବିଦ୍ୟୁତ ତାଙ୍କ ଚଳଚ୍ଚିତ୍ରରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ…

ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ଜିଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳ (ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌) ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ଶାସନ…

Sarkari Naukari: ଯୁବବର୍ଗଙ୍କ ପାଇଁ ୮୭ ହଜାର ଶିକ୍ଷକ ଚାକିରି, କରନ୍ତୁ ଏଭଳି ଆବେଦନ…

ପାଟନା,୧୦।୨ : ବିହାର ଜନସେବା ଆୟୋଗ (ବିପିଏସସି) ଶିକ୍ଷକ ନିଯୁକ୍ତିର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛି। ବିପିଏସସି ଅଧ୍ୟକ୍ଷ ଅତୁଲ ପ୍ରସାଦ ନିଯୁକ୍ତି ବିଷୟରେ ଘୋଷଣା କରିଛନ୍ତି। ଏହା ସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ବିହାରରେ ୮୭ହଜାର…

RBI On OTP System : ଅନ ଲାଇନ ପେମେଣ୍ଟରେ ଓଟିପି ସିଷ୍ଟମରେ ପରିବର୍ତ୍ତନ କରିବ ରିଜର୍ଭବ୍ୟାଙ୍କ !…

ନୂଆଦିଲ୍ଲୀ,୧୦।୨ : ଡିଜିଟାଲ କାରବାର ପାଇଁ ପ୍ରାମାଣିକିକରଣ ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ଏକ ଥର ପାସୱାର୍ଡ (ଓଟିପି) ସିଷ୍ଟମରେ ପରିବର୍ତ୍ତନ ଆଣିବାର ଖବର ରିଜର୍ଭ ବ୍ୟାଙ୍କ ଅଫ ଶେୟାର କରିଛି। ମୁଦ୍ରା ନୀତି କମିଟି ଅର୍ଥାତ ଏମପିସିର ନିଷ୍ପତ୍ତିରେ ଏହି ଘୋଷଣା…

CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ,୧୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଡିଜିଟାଲ କଏନ(CBDC)କୁ ନେଇ ନୂଆ ଫିଚର୍ସ ଆଣିବାକୁ ଯାଉଛି। ଏହି ନୂଆ ଫଇସର୍ଚ ଦ୍ୱାରା ଡିଜିଟାଲ କଏନ ଆହୁରି ଅଧିକ ସ୍ମାର୍ଟ ଭାବରେ କାମ କରିବ। ଏଥିସହ ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର ମଧ୍ୟ କରିହେବ।…

Russia-Ukraine War: ୭୧୮ ଦିନର ଯୁଦ୍ଧ ହେବ ଶେଷ !, ପୁଟିନ ଦେଲେ ସଙ୍କେତ, ମାତ୍ର ରଖିଲେ ଏହି ସର୍ତ୍ତ…

ମସ୍କୋ,୧୦।୨ : ୨୪ ଫେବୃଆରୀ ୨୦୨୨ରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଯୁଦ୍ଧ ଏବେବି ଚାଲିଛି ଏବଂ ଏହାକୁ ୨ବର୍ଷ ୧୧ ମାସ ୨ ସପ୍ତାହ ୪ ଦିନ ହୋଇସାରିଛି। ଏହି ସମୟ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…

ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, ଏବେ ତାଙ୍କର ସେହି ସିକ୍ରେଟ୍‌ ଝିଅଙ୍କୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୦ା୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣିଥରେ ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୨୬୬ ସଦସ୍ୟ ବିଶିଷ୍ଟ ଜାତୀୟ ସଭାରେ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୯୯ଟି ଆସନ ଜିତିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ସ୍ବାଧୀନ ପ୍ରାର୍ଥୀ ପୂର୍ବତନ ପ୍ରଧାନମନ୍ତ୍ରୀ…

Why PM Modi announced Bharat Ratna to 5 Leaders : ଭାଜପାର ୪୦୦ ଆସନ ଲକ୍ଷ୍ୟ ରଣନୀତି!, ଭାରତ ରତ୍ନ ପାଇଁ ପୁଣି ହୋଇପାରେ ଅନ୍ୟଙ୍କ ନାମ ଘୋଷଣା…

ନୂଆଦିଲ୍ଲୀ,୧୦।୨ : କର୍ପୁରୀ ଠାକୁର, ଲାଲ କୃଷ୍ଣ ଆଡଭାନୀ, ଚୌଧୁରୀ ଚରଣ ସିଂ, ପି.ଭି ନରସିଂହ ରାଓ, ଏମଏସ ସ୍ବାମୀନାଥନ, ଏହି ସମସ୍ତ ପାଞ୍ଚ ଜଣ ବ୍ୟକ୍ତିତ୍ୱଙ୍କୁ ଚଳିତ ବର୍ଷ ଭାରତ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ…

୧୦ମ ପାସ୍‌ଙ୍କ ପାଇଁ ରେଲଓ୍ବେ ଚାକିରୀ, ବାହାରିଲା ବଡ ନିଯୁକ୍ତି

ନୂଆଦିଲ୍ଲୀ,୧୦।୨: ୧୦ମ ପାସ୍‌ କରିଥିବା ପିଲାଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲଓ୍ବେ ଘୋଷଣା କରିଛି ବଡ ନିଯୁକ୍ତି। ଆସନ୍ତୁ ଜାଣିବା ଏଥିରେ କେଉଁ ପଦବୀ ବାହାରିଛି ଓ ଏଥିପାଇଁ କିପରି ଆବେଦନ କରିବେ। ଉତ୍ତର ପଶ୍ଚିମ ରେଲଓ୍ବେ(NWR) ଦ୍ୱାରା ଅପରେଣ୍ଟିସ…

‘ରାମଙ୍କ ବିନା ଦେଶର ପରିକଳ୍ପନା ନାହିଁ’

ନୂୂଆଦିଲ୍ଲୀ,୧୦ା୨: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ଦିନ ଭାରତର ଯାତ୍ରା ଆରମ୍ଭର ଦିନ। ଯେଉଁମାନେ ରାମ ବିନା ଭାରତକୁ କଳ୍ପନା କରନ୍ତି ସେମାନେ ଭାରତ କ’ଣ ଜାଣନ୍ତି ନାହିଁ।…

Bharat Ratna: ବର୍ଷକରେ କେତେ ଜଣଙ୍କୁ ମିଳି ପାରିବ ଭାରତ ରତ୍ନ . କ’ଣ ରହିଛି ନିୟମ…

ନୂଆଦିଲ୍ଲୀ,୧୦।୨ : ସମ୍ପ୍ରତି ଭାରତ ସରକାର ତିନି ଜଣଙ୍କୁ ଭାରତ ରତ୍ନ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପିଭି ନରସିଂହ ରାଓ ଏବଂ ଭାରତର ସବୁଜ ବିପ୍ଳବର ପିତା ଏମଏସ ସ୍ବାମୀନାଥନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?