CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ,୧୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଡିଜିଟାଲ କଏନ(CBDC)କୁ ନେଇ ନୂଆ ଫିଚର୍ସ ଆଣିବାକୁ ଯାଉଛି। ଏହି ନୂଆ ଫଇସର୍ଚ ଦ୍ୱାରା ଡିଜିଟାଲ କଏନ ଆହୁରି ଅଧିକ ସ୍ମାର୍ଟ ଭାବରେ କାମ କରିବ। ଏଥିସହ ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର ମଧ୍ୟ କରିହେବ। ତେବେ ଏଥିରେ ୨ଟି ମୁଖ୍ୟ ଫିଚର୍ସ ଯୋଡା ହେବା ନେଇ ଆରବିଆଇ ଘୋଷଣା କରିଛି। ଏହାଦ୍ୱାରା କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ ନୁହେଁ ଅଫଲାଇନ ନେଣଦେଣରେ ମଧ୍ୟ ଏହା ଉପଲବ୍ଧ ହେବ। ବିଶେଷ ରୂପେ ଏଥିରେ ସରକାରଙ୍କ କିଛି ଖାସ୍‌ ସ୍କିମ୍‌ ଯୋଡି ହୋଇ ରହିବ। ଏନେଇ ଆରବିଆଇ ପ୍ରେସ ବିଜ୍ଞପ୍ତି ଜାରି କରିଛି।

ଆରବିଆଇ ଅନୁଯାୟୀ, ଏବେ ଡିଜିଟାଲ କଏନକୁ ଅଫଲାଇନରେ ମଧ୍ୟ ବ୍ୟବହାର କରିହେବ। ଅର୍ଥାତ୍‌ ଯେଉଁଠାରେ ଇଣ୍ଟରନେଟ ଚାଲୁନାହିଁ କିମ୍ବା ଇର୍ଟରନେଟର ସୁବିଧା ନାହିଁ ସେଠାରେ ଏହି ଡିଜିଟାଲ ରୁପିର ବ୍ୟବହାର କରିହେବ। ଯେଉଁଠାରେ ମୋବାଇଲ ଇଣ୍ଟରନେଟର ସୁବିଧା ନେଇ ସେଠାରେ ଏହା ବଡ ବିପ୍ଲବ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟତୃତୀୟା କାରବାର ଉତ୍ସାହଜନକ

ଭୁବନେଶ୍ୱର,୧୧।୫ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ମଧ୍ୟ ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ସର୍ବଭାରତୀୟ ସ୍ତରରେ ସୁନା କାରବାର ୧୫ରୁ...

ମାର୍ଚ୍ଚରେ ଖସିଲା ଆଇଆଇପି ଅଭିବୃଦ୍ଧି

ଭୁବନେଶ୍ୱର,୧୧।୫ (ଅନୁରାଧା ମହାରଣା): ଦେଶରେ ଶିଳ୍ପ ଉତ୍ପାଦନର ଗତି ମନ୍ଥର ହୋଇଯାଇଛି। ଇଣ୍ଡେକ୍ସ ଅଫ୍‌ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ (ଆଇଆଇପି)ର ତଥ୍ୟ ଅନୁଯାୟୀ, ୨୦୨୪ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନର...

ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ନୂତନ ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଏପରିକି...

ସମନ୍ବୟ-ସହଯୋଗିତାକୁ ଗୁରୁତ୍ୱ

ଭୁବନେଶ୍ୱର,୧୧।୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ଆନୁଆଲ ବିଜନେସ୍‌ ଆସୋସିଏଟ୍‌ ମିଟ୍‌ ଭୁବନେଶ୍ୱରର...

ଏପିଏସ୍‌ଇଜେଡ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦ା୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ,...

ଡାବର ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୧୦ା୫ (ଅଭୟ ଦାଶ): ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ଡାବର ଗ୍ଲୁକୋଜ ପକ୍ଷରୁ...

ଆଜି ଅକ୍ଷୟତୃତୀୟା

ଭୁବନେଶ୍ୱର,୧୦ା୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବଜାରର ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ‘ଅକ୍ଷୟ ତୃତୀୟା ମହୋତ୍ସବ’ର ଆୟୋଜନ କରାଯାଇଛି। ଅକ୍ଷୟ ତୃତୀୟା ଉପଲକ୍ଷେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri