ଜିଲାପାଳଙ୍କୁ ଜୋତାରେ ପିଟିଲେ ବିଡ଼ିଓ: ଏବେ କାହାର ଯିବ ଚାକିରି, କ’ଣ କହୁଛି ଆଇନ…
ଆଗ୍ରା,୧୦।୨ : ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ଜିଲା ମାଜିଷ୍ଟ୍ରେଟ ଏବଂ ବିଡିଓଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ମାମଲା ପରେ ବଢ଼ି ଯାଇଥିଲା । ଜିଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ବାମୀ ବ୍ଲକ ଡେଭଲପମେଣ୍ଟ ଅଫିସର (ବିଡିଓ) ଅନିରୁଦ୍ଧ ସିଂ ଚୌହ୍ବାନଙ୍କ…
CAA କ’ଣ? ଏହା ଲାଗୁ ହେବା ଯୋଗୁ କିଏ ହେବେ ପ୍ରଭାବିତ; ଜାଣନ୍ତୁ ସମସ୍ତ ସୂଚନା…
ନୂଆଦିଲ୍ଲୀ,୧୦।୨: CAAକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ବଡ଼ ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହାକୁ ଭାରତରେ ଲାଗୁ କରାଯିବ ବୋଲି ସେ କହିଛନ୍ତି। ଏମିତିରେ ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ CAA କିଭଳି ଲାଗୁ…
ଭୁବନେଶ୍ୱରରେ ପହଞ୍ଚିଲା ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର,୧୦ା୨: ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେବା ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାର ଦେଓଙ୍କ ପାର୍ଥିବ ଶରୀର ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି। ଚେନ୍ନାଇରୁ ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇଛି। ସୁଜ୍ଞାନ କୁମାରୀ…
‘ବହି ଉପରେ ଧୂଳି ଜମିଗଲେ କାହାଣୀ ଶେଷ ହୋଇଯାଏ ନାହିଁ’ ; ଦଳରୁ ବାଦ୍ ପଡ଼ିବା ପରେ…
ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଜାରି ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ୩ ମ୍ୟାଚ୍ ଲାଗି ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ କୋହଲି ପୁଣିଥରେ ଦଳରୁ ବାଦ୍ ପଡ଼ିଛନ୍ତି। ଅପରପକ୍ଷେ ଦଳରେ ଜସପ୍ରିତ ବୁମ୍ରାଙ୍କୁ ସାମିଲ କରାଯାଇଛି।…
ଭାଜପାରେ ଯୋଗ ଦେବେ କି କମଲନାଥ ? ବରିଷ୍ଠ ନେତାଙ୍କୁ ଭେଟିଲେ…
ଭୋପାଳ,୧୦।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା କମଲ ନାଥ ଭାରତୀୟ ଜନତା ପାର୍ଟି ଭାଜପାରେ ତାଙ୍କର ସମ୍ଭାବ୍ୟ ଯୋଗଦେବା ନେଇ କଳ୍ପନାଜଳ୍ପନା ମଧ୍ୟରେ କଂଗ୍ରେସର ଆଦର୍ଶକୁ ନେଇ ଉଦବେଗ ପ୍ରକାଶ କରିଥିଲେ। କଂଗ୍ରେସର ମୂଳ ମୂଲ୍ୟବୋଧକୁ…
ପୁଣି ଥରେ ରିଲିଜ ହେଲା ଶାହିଦଙ୍କ ୧୭ ବର୍ଷ ପୁରୁଣା ହିଟ୍ ଫିଲ୍ମ
ବମ୍ବେ: ବଲିଉଡ୍ ଅଭିନେତା ଶାହିଦ କପୁର ସଦ୍ୟ ରିଲିଜ ହୋଇଥିବା ଫିଲ୍ମ ‘ତେରି ବାତୋଁ ମେ ଐସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫେବୃଆରୀ ୯ରେ ଏହା ସିନେମାଘରେ ରିଲିଜ ହୋଇଛି। ଏଥିରେ ତାଙ୍କ ନାୟିକା ଭାବେ ନଜର ଆସୁଛନ୍ତି…
ପୁଣିଥରେ କେସିଙ୍ଗା ନଗର ବିଜେଡି ସଭାପତି ହେଲେ ରମେଶ ପଟ୍ଟନାୟକ
କେସିଙ୍ଗା,୧୦ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପ୍ରମୁଖ ସହର ଭାବରେ କେସିଙ୍ଗା ବେଶ୍ ଜଣାଶୁଣା। ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂତନ ଏନ୍ଏସି ଟାଉନ ସଭାପତିମାନଙ୍କର ନାମ ଇତିମଧ୍ୟରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। କେସିଙ୍ଗା ନଗର ଟାଉନ…
ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍ ଷ୍ଟ୍ରୋକ୍
ବମ୍ବେ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍ ଷ୍ଟୋକ୍। ଅସୁସ୍ଥତାକୁ ନେଇ ସେ ଶନିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କର ମେଡିକାଲ ରିପୋର୍ଟ ଆସିଛି। ଏଥିରୁ ତାଙ୍କୁ ଷ୍ଟ୍ରୋକ୍ ହୋଇଥିବା ସ୍ପଷ୍ଟ…
କମଲନାଥଙ୍କ ପୁଅ ପଦ୍ମ ଧରିବା ନେଇ କଳ୍ପନାଜଳ୍ପନା ଜାରି, ଏହା ଘଟିଲେ ସମସ୍ତେ ଜାଣିବେ ବୋଲି କହିଲା ଭାଜପା…
ଭୋପାଳ,୧୦।୨ : ମଧ୍ୟପ୍ରଦେଶର ଏକମାତ୍ର କଂଗ୍ରେସ ଏମପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଲନାଥ ଭାଜପାରେ ଯୋଗ ଦେବା ବିଷୟରେ କଳ୍ପନାଜଳ୍ପନ ଜାରି ରହିଛି। ଏ ସମ୍ପର୍କରେ ଭାଜପା ରାଜ୍ୟ ସଭାପତି ବି.ଡି ଶର୍ମା କହିଛନ୍ତି ଭାରତୀୟ ଜନତା…
ରାହୁଲ ଗାନ୍ଧୀ ମନ୍ଦବୁଦ୍ଧି: ଭାଜପାର ଅଭିଯୋଗ…
ଭୋପାଳ,୧୦।୨ : ଭାଜପାର ମଧ୍ୟପ୍ରଦେଶ ରାଜ୍ୟ ସଭାପତି ବି.ଡି ଶର୍ମା ରାହୁଲ ଗାନ୍ଧୀଙ୍କୁ ମନ୍ଦବୁଦ୍ଧି ବୋଲି କହି ଅକ୍ଷେପ କରିଛନ୍ତି। ଜାତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଉପରେ ଦେଇଥିବା ରାହୁଊଙ୍କ ବିବୃତ୍ତି ଉପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଗ୍ବାଲିଅରରେ…
ଗ୍ୟାସ୍ ସିଲିଣ୍ଡର ଫାଟି ୫ ମହିଳା, ଜଣେ ପୁରୁଷ ଗୁରୁତର
ବଲାଙ୍ଗୀର,୧୦ା୨(ସୁନୀଲ କୁମାର ମହାନ୍ତି): ବେଲପଡ଼ା ଥାନା ଅନ୍ତର୍ଗତ କାନୁଟ ଗାଁରେ ଶନିବାର ଅପରାହ୍ନରେ ଗ୍ୟାସ୍ ସିଲିଣ୍ଡର ଫାଟି ୫ ମହିଳା ଓ ଜଣେ ପୁରୁଷ ଗୁରୁତର ହୋଇଛନ୍ତି। କାନୁଟ ଗାଁର ଉପରପଡ଼ାର ଏକ ପରିବାରର ୫ ଜଣ ମହିଳା ଏବଂ ଜଣେ…
ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ୧୦ ଶିଶୁଙ୍କ ସମେତ ୨୮ ମୃତ
ଜେରୁଜେଲମ୍,୧୦ା୨: ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ରଫାହରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ୨୮ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଶନିବାର ରଫାହ ଅଞ୍ଚଳରେ ଥିବା ଘର ଉପରେ ୩ଟି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।…

