ବଢୁଛି କଳାହୀରାର କଳାବଜାର
ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୨ା୧: କଳାହୀରା ଭାବେ ପରିଚିତ କୋଇଲାର କଳାବଜାର ତାଳଚେରଠାରୁ ଯାଜପୁର ଜିଲା ପର୍ଯ୍ୟନ୍ତ ଲମ୍ବିଛି। ଗତ କିଛି ଦିନ ହେଲା ଜିଲାର ପାଣିକୋଇଲି ଓ କୋରେଇ ଥାନା ଅଞ୍ଚଳରେ ଚୋରା କୋଇଲାର ଡିପୋ ଓ ଚୋରା ଚାଲାଣ କାରବାର…
ଅଯୋଧ୍ୟା ଯିବେନାହିଁ ୪ ଶଙ୍କରାଚାର୍ଯ୍ୟ
ନୂଆଦିଲ୍ଲୀ,୧୨।୧:ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ୧୦ ଦିନ ବାକିଥିବାବେଳେ ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବେ…
ଓଡ଼ିଶା ୪ର୍ଥ ସ୍ବଚ୍ଛ ରାଜ୍ୟ
ଭୁବନେଶ୍ୱର, ୧୨।୧(ବନ୍ଦନା ସେଠୀ): ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଚଳିତବର୍ଷ ପ୍ରଥମ ଥର ଲାଗି ୨ଟି ରାଜ୍ୟକୁ ପ୍ରଥମ ପୁରସ୍କାର ମିଳିଥିବାବେଳେ ଉଭୟ ୯୩୪୮.୩୯ ସ୍କୋର ପାଇଛନ୍ତି। ମଧ୍ୟପ୍ରଦେଶର…
ନିଜ ବନ୍ଧୁ ‘ଓଲି’ଙ୍କୁ ବିବାହ କଲେ ଓପନଆଇ ସିଇଓ ସାମ ଅଲ୍ଟମାନ
ହାଓ୍ବାଇ,୧୧।୧: ଏକ ବ୍ୟକ୍ତିଗତ ତଥା ନିରାଡମ୍ବର ସମାରୋହରେ ଓପନଆଇ ପ୍ରତିଷ୍ଠାତା ସାମ ଅଲ୍ଟମାନ ତାଙ୍କ ବନ୍ଧୁ ଓଲେଭର ମୁଲହେରିନଙ୍କୁ ବିବାହ କରିଥିଲେ। ବୁଧବାର ହାୱାଇରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ ପରିବାର ସଦସ୍ୟଙ୍କ ସହ କେବଳ କିଛି ଘନିଷ୍ଠ…
ଭାରତର ଆଉ ଜଣେ ବଡ ଶତ୍ରୁ ଭୁଟ୍ଟାବିଙ୍କ ମୃତ୍ୟୁ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଥିଲା ସମ୍ପୃକ୍ତି
ନ୍ୟୁୟର୍କ,୧୧।୧: ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଏବାର ସଂସ୍ଥାପକ ସଦସ୍ୟ ଓ ଆତଙ୍କବାଦୀ ହାଫିଜ ସଇଦଙ୍କ ନିକଟତମ ହାଫିଜ ଅବଦୁଲ ସଲାମ ଭୁଟ୍ଟାବିଙ୍କର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଯାଇଛି। ତେବେ ୭ ମାସ ପରେ ଏହା ସ୍ପଷ୍ଟ କରାଯାଇଛି। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର…
ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ
ନୂଆଦିଲ୍ଲୀ,୧୧।୧: ଦେଶର ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ଏହି ଯାତ୍ରା ସମୟରେ ଅନେକ ଥର ଲୋକମାନେ ରେଲଓ୍ବେ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକର ଅଭାବ ବିଷୟରେ ଅଭିଯୋଗ କରନ୍ତି। ଏବେ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା…
ପ୍ରଥମ ଟି -୨୦ରେ ଆଫଗାନିସ୍ତାନକୁ ୬ ଉଇକେଟ୍ରେ ହରାଇଲା ଭାରତ
ମୋହାଲି,୧୧।୧: ମୋହାଲିରେ ଖେଳାଯାଉଥିବା ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଉଇକେଟ୍ରେ ବିଜୟୀ ହୋଇଛି। ଭାରତ ୧୫୯ ରନ୍ର ଲକ୍ଷକୁ ପିଛା କରି ୧୭.୩ ଓଭରରେ ଜିତିଛି। ଭାରତ ପାଇଁ ଶିବମ ଦୁବେ ୪୦ ବଲ୍ରେ…
ବଢୁଛି ମଙ୍କିପକ୍ସ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ
ଜେରୁଜେଲମ,୧୧।୧: ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲରେ ମଙ୍କିପକ୍ସର ମାମଲା ବୃଦ୍ଧି ପାଉଛି। ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଇସ୍ରାଏଲରେ ମଙ୍କିପକ୍ସ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନ୍ୟୁଜ ଏଜେନ୍ସି ସିହ୍ନୁଆ ରିପୋର୍ଟ…
ମୋହାଲିରେ ଆଫଗାନିସ୍ତାନ ଦେଖାଇଲା ଦମ୍, ଭାରତକୁ ଦେଲା ୧୫୯ ରନ୍ର ଲକ୍ଷ୍ୟ
ମୋହାଲି,୧୧।୧: ମୋହାଲିରେ ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୫୮ ରନ୍ କରିଛି। ତେବେ ଟିମ୍ ଇଣ୍ଡିଆ ଆଗରେ ୧୫୯ ରନ୍ର ବିଜୟ…
ପ୍ରବଳ ଥଣ୍ଡାରେ କମ୍ପୁଛନ୍ତି କ୍ରିକେଟର: ଶେୟାର ହେଲା ଭିଡିଓ
ମୋହାଲି,୧୧।୧: ଗୁରୁବାର ୩ ଟି -୨୦ ମ୍ୟାଚ ସିରିଜର ପ୍ରଥମ ଟି -୨୦ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୋହାଲିରେ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅକ୍ଷର…
ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ
ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ ଜେଏନ.୧ହେତୁ କରୋନା ସଂକ୍ରମଣ କେବଳ ବିଶ୍ୱରେ ବୃଦ୍ଧି ପାଇନାହିଁ, ବରଂ ୧୦ ହଜାରରୁ ଅଧିକ…
ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ପ୍ରଥମଥର ପାଇଁ ନାୟକ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଅପକମିଂ ଡ୍ରାମା ମୁଭି ‘ରେଡ ୨’ରେ ସେ ଅଜୟଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଦ ମଚ ଆଓ୍ବେଟେଡ ସିକ୍ୱେଲ ମୁଭି…
Archives


