ରାଞ୍ଚି ଟେଷ୍ଟରେ ଟସ୍ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ
ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…
ସଡ଼କ ଦୁର୍ଘଟଣାରେ ବିଧାୟିକାଙ୍କ ଅକାଳ ମୃତ୍ୟୁ
ହାଇଦ୍ରାବାଦ୍,୨୩।୨: ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ଲସିୟା ନନ୍ଦିତାଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଅନିୟନ୍ତ୍ରିତ କାର ଡିଭାଇଡରକୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଛି। ଲାସିୟା ସିକନ୍ଦରାବାଦ୍ କ୍ୟାଣ୍ଟର ବିଧାୟକ ଥିଲେ। ଶୁକ୍ରବାର ସକାଳେ ପାଟାନଚେରୁରେ ଏହି…
ବେଳାଭୂମିରେ କୁଆ ଖାଦ୍ୟ ପାଲଟିଛନ୍ତି ଅଲିଭ ରିଡ୍ଲେ
କେନ୍ଦ୍ରାପଡ଼ା, ୨୩ା୨(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡିଶାଳରେ ଅଲିଭ ରିଡ୍ଲେ କାଇଁଛଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ କଇଁଛଙ୍କୁ ଦେଖିବାକୁ ମିଳୁଛି। ବନ ବିଭାଗ ରିପୋର୍ଟରେ ମାତ୍ର ୯୯ଟି ଅଲିଭ ରିଡ୍ଲେ…
ପନ୍ତଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଏହି ଦିନ ପଡ଼ିଆକୁ ଫେରିବେ
ନୂଆଦିଲ୍ଲୀ,୨୩।୨: ଭାରତୀୟ ଦଳର ଷ୍ଟାର ଉଇକେଟ୍କିପର ରିଷଭ ପନ୍ତ ପ୍ରଶଂସକମାନେ ଉତ୍ସାହର ସହିତ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଥିଲେ, ଯାହା ପରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବୃତ୍ତିଗତ କ୍ରିକେଟକୁ ଫେରିପାରି…
ଆମେରିକାରେ ହଠାତ୍ ମୋବାଇଲ୍ ନେଟଓ୍ବାର୍କ ଠପ୍: ଚେତାବନୀ ଦେଲେ ସିନେଟର୍
ଓ୍ବାଶିଂଟନ୍,୨୩।୨: ଆମେରିକାର ଅନେକ ସ୍ଥାନରେ ସେଲୁଲାର୍ ବନ୍ଦ ହେବାର ଅଭିଯୋଗ ହୋଇଛି। ହଠାତ୍ ଲୋକଙ୍କ ମୋବାଇଲ ଫୋନ କାମ ବନ୍ଦ କରିଦେଇଛି। ମୋବାଇଲ ଫୋନରୁ ନେଟୱାର୍କ ଅଦୃଶ୍ୟ ହୋଇଯାଇଛି। ନେଟୱାର୍କ କମ୍ପାନୀଗୁଡିକ କହିଛନ୍ତି ଯେ, ସେବା ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି।…
ବିଜେଡିରୁ ପ୍ରାର୍ଥୀ ପାଇଁ ତିହିଡ଼ିରୁ ଅଧିକ ଆଶାୟୀ
ତିହିଡ଼ି,୨୩।୨ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ଧାମନଗର ବ୍ଲକ ଓ ତିହିଡ଼ି ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ। ଏଠାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ବିଜେଡି ପକ୍ଷରୁ ତିହିଡ଼ି ବ୍ଲକରୁ ଅଧିକ ଆଶାୟୀ ରହୁଥିବା ଜଣାପଡ଼ିଛି। ଗତ…
ପ୍ରମୁଖ ଦଳଙ୍କୁ ଆଶାୟୀ ଚ୍ୟାଲେଞ୍ଜ
ପାଲଲହଡା,୨୩ା୨(ଦିବ୍ୟଜ୍ୟୋତି ଦାଶ):ଅନୁଗୋଳ ଜିଲା ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ଦଳ ପାଇଁ ଗୋଷ୍ଠୀ କନ୍ଦଳ ଏବେ ମୁଖ୍ୟ ସମସ୍ୟା ହୋଇଛି। ନିର୍ବାଚନ ତାରିଖ ଧାର୍ଯ୍ୟ ନ ହେଉଣୁ ପ୍ରମୁଖ ରାଜନୈତିକ ଦଳ ଯଥା-ବିଜେଡି, ଭାଜପା ଏବଂ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା…
ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଦରକାର: ରାଜନାଥ
ନବରଙ୍ଗପୁର/ବ୍ରହ୍ମପୁର/ ବାରିପଦା,୨୩।୨(ସଦାଶିବ ପ୍ରହରାଜ/ନରସିଂହ ସାହୁ/ତନୁଶ୍ରୀ ନାହାକ/ନୀଳାଦ୍ରି ବିହାରୀ ଦଣ୍ଡପାଟ):ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ହେଲେ ରାଜ୍ୟର ବିକାଶ ଘଟିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗୁରୁବାର ନବରଙ୍ଗପୁର, ଗଞ୍ଜାମ ଜିଲାର ବ୍ରହ୍ମପୁର ଓ ମୟୂରଭଞ୍ଜ ଜିଲାର ବାରିପଦାଠାରେ ବିଜୟ…
ବଡ଼ଚଣା ଦେଖିପାରେ ଅମର ଲଢ଼େଇ
ଚଣ୍ଡିଖୋଲ,୨୩ା୨(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଜିଲାର ବଡ଼ଚଣା ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଟିକେଟ ପାଇବେ ତାହାକୁ ନେଇ ଅଙ୍କକଷା ଚାଲିଛି। କାରଣ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେଥିମଧ୍ୟରୁ ବିଜେଡି…
ଅଧରାତିରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ମୋଦି:ଦେଖନ୍ତୁ ଭିଡିଓ
ବାରାଣସୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରେ ପହଞ୍ଚିଛନ୍ତି। ଆଜି ସେ ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବେ। ଏହାପୂର୍ବରୁ ସେ ହଠାତ୍ ମଧ୍ୟରାତ୍ରିରେ ଶିବପୁର-ଫୁଲୱରିଆ-ଲହରତାରା ରାସ୍ତା ଯାଞ୍ଚ କରିଥିଲେ। ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ…
ମାଙ୍କଡ଼ଙ୍କ ଅଙ୍ଗୁର ପାର୍ଟି, ଭିଡିଓ ଦେଖିଲେ…
ମାଙ୍କଡମାନେ ମଣିଷଙ୍କର ପୂର୍ବଜ ଭାବରେ ପରିଗଣିତ ହୁଅନ୍ତି। ବୋଧହୁଏ ଏହି କାରଣରୁ ସେମାନେ ମଣିଷ ପସନ୍ଦ କରୁଥିବା ଜିନିଷକୁ ମଧ୍ୟ ପସନ୍ଦ କରନ୍ତି। ପାର୍ଟି କରିବା ମଧ୍ୟ ଏହିପରି ଗୋଟିଏ କାର୍ଯ୍ୟ ସେମାନଙ୍କର। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ…
ଆସନ୍ତାକାଲିଠୁ ବର୍ଷା, ଏହି ସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର,୨୨।୨: ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର ରହିଛି। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ଥିବା…

