Home

‘କାଶୀରେ ବାଜୁଛି ବିକାଶର ଡମ୍ବରୁ’

ଲକ୍ଷ୍ନୌ,୨୩ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ବାରାଣସୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ୧୩୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁ ରବିଦାସଙ୍କ ୬୪୭ ତମ ଜୟନ୍ତୀ ଉତ୍ସବରେ ଯୋଗଦେବେ।…

ଶରଦ ପାଓ୍ବାରଙ୍କୁ ମିଳିଲା ନୂଆ ଦଳୀୟ ଚିହ୍ନ

ମୁମ୍ବାଇ,୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କ ଏନସିପି ଏକ ନୂତନ ନିର୍ବାଚନ ଚିହ୍ନ ପାଇଛି। ଶରଦ ପାୱାରଙ୍କ ଦଳ ପାଇଁ ନୂଆ ନାଁ ମଧ୍ୟ ଧାର୍ଯ୍ୟ ହୋଇଥିବା ବେଳେ ନିର୍ବାଚନ ଆୟୋଗ ଗୁରୁବାର ତାଙ୍କୁ ନୂଆ ଦଳୀୟ ଚିହ୍ନ…

ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଚୋରି

ପୁରୀ,୨୩ା୨: ଦୁର୍ବୃତ୍ତମାନେ ଠାକୁରଙ୍କୁ ବି ଛାଡୁନାହାନ୍ତି। ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଦୁର୍ବୃତ୍ତମାନେ ଅଢ଼େଇ ଫୁଟ ଉଚ୍ଚର ଏକ ବିରଳ ପଥର ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି। ଗୁରୁବାର ରାତିରେ ମନ୍ଦିର ଗ୍ରୀଲ୍‌ ଭାଙ୍ଗି ମୂର୍ତ୍ତି ଚୋରି କରିନେଇଛନ୍ତି। ଶ୍ରୀମନ୍ଦିରଠାରୁ ୧୦୦…

କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ପଡ଼ିଆରେ ପଶିଲା ଷଣ୍ଢ: ଜୀବନ ବଞ୍ଚାଇବା ପାଇଁ ଦୌଡିଲେ ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୩।୨: କ୍ରିକେଟ ମ୍ୟାଚ ସମୟରେ ଦର୍ଶକଙ୍କ ଗ୍ରାଉଣ୍ଡରେ ପ୍ରବେଶ କରିବାର ଅନେକ ଘଟଣା ଘଟିଛି। ସାଂପ୍ରତିକ ସମୟରେ କ୍ରିକେଟ ମ୍ୟାଚ ସମୟରେ ସାପ ବାହାରକୁ ଆସୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ…

ଭାରତରେ କୃଷକ ଆନ୍ଦୋଳନ, ବ୍ରିଟେନରେ ବଢିଲା ରାଜନୈତିକ ଉଷ୍ମତା!

ନୂଆଦିଲ୍ଲୀ/ଲଣ୍ଡନ,୨୩।୨: ବ୍ରିଟିଶ ସଂସଦ କୃଷକଙ୍କ ବିରୋଧ ସମୟରେ ଜଣେ ଯୁବ ଅନ୍ନାଦାଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛି। ସେଠାରୁ ଶିଖ ସାଂସଦ ତନମନଜିତ ସିଂ ଦସି କହିଛନ୍ତି ଯେ କୃଷକଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ରକ୍ଷା କରାଯିବା ଉଚିତ। ସଂସଦରେ ଦେଇଥିବା…

ବାହାଘର ହେଉ ନ ଥିବାରୁ ରିକ୍ସାବାଲା କଲେ ଏମିତି: ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

ଭାରତରେ ବିବାହର ବିଶେଷ ଗୁରୁତ୍ୱ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ଚାହାଁନ୍ତି। ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି କେହି ବିବାହ ନ କରନ୍ତି, ପଡ଼ୋଶୀ ତଥା ସମ୍ପର୍କୀୟମାନେ ଥଟ୍ଟା କରିବା…

ଆରଏସଏସରୁ ଆରମ୍ଭ ରାଜନୀତି, ଶିବସେନାର ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ, ରାଜନୀତିର ‘ଭବ୍ୟ ଚେହେରା’ ମନହୋର ଯୋଶୀ

ନୂଆଦିଲ୍ଲୀ,୨୩।୨: ପୂର୍ବତନ ଲୋକ ସଭା ବାଚସ୍ପତି ତଥା ଅବିଭକ୍ତ ଶିବସେନାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ଶୁକ୍ରବାର ମୁମ୍ବାଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମନୋହର ଯୋଶୀଙ୍କୁ ୮୬ ବର୍ଷ ବୟସ ହୋଇଥିଲା ଏବଂ ସେ ଦୀର୍ଘ ସମୟ ଧରି ଡାକ୍ତରଖାନାରେ ଭର୍ତ୍ତି…

ଜୀବନର ପ୍ରଥମ ଉଇକେଟ୍‌ ନେଲେ ଆକାଶଦୀପ, କିନ୍ତୁ ଭାଗ୍ୟ ଦେଲାନି ସାଥ୍‌

ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…

କିଏ ସେହି ଆକାଶଦୀପ, ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ଡେବ୍ୟୁ କ୍ୟାପ୍‌

ରାଞ୍ଚି,୨୩।୨: ପ୍ରଥମ ଶ୍ରେଣୀ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଆକାଶ ଦୀପ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ହାସଲ କରିଛନ୍ତି। ବଙ୍ଗଳା ପାଇଁ ପ୍ରଥମ ଶ୍ରେଣୀ ଖେଳିଥିବା ଆକାଶ ଦୀପ ରଣଜୀ ଟ୍ରଫି ୨୦୨୩-୨୪ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ କେରଳ…

ଡେବ୍ୟୁ କ୍ୟାପ୍‌ ପାଇବା ମା’ଙ୍କୁ ଆଲିଙ୍ଗନ କରି କାନ୍ଦିଲେ ଆକାଶ ଦୀପ

ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…

ରାଞ୍ଚି ଟେଷ୍ଟରେ ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ

ରାଞ୍ଚି,୨୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜିଠାରୁ ରାଞ୍ଚିରେ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ ଆସିଛି।…

ସଡ଼କ ଦୁର୍ଘଟଣାରେ ବିଧାୟିକାଙ୍କ ଅକାଳ ମୃତ୍ୟୁ

ହାଇଦ୍ରାବାଦ୍‌,୨୩।୨: ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ଲସିୟା ନନ୍ଦିତାଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଅନିୟନ୍ତ୍ରିତ କାର ଡିଭାଇଡରକୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଛି। ଲାସିୟା ସିକନ୍ଦରାବାଦ୍‌ କ୍ୟାଣ୍ଟର ବିଧାୟକ ଥିଲେ। ଶୁକ୍ରବାର ସକାଳେ ପାଟାନଚେରୁରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?