Home

ସୋଲାର ଲାଇଟ୍‌ ଗାଡ଼ି ଅଟକାଇଲେ ମହିଳା

ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍‌ ଲଗାଇବାକୁ ଆସିଥିବା ଗାଡ଼ିକୁ ଶନିବାର ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ…

ଫୋନ୍‌ରେ ପାଣି ପଶିଥିଲେ ଚାଉଳ ଡବାରେ ରଖୁଛନ୍ତି କି? ହୋଇଯାଆନ୍ତୁ ସତର୍କ

ମୂଲ୍ୟବାନ ବସ୍ତୁ ପରି ଆମେ ସମସ୍ତେ ନିଜ ଫୋନକୁ ଅତି ଯତ୍ନର ସହିତ ରଖିଥାଉ। ସ୍କ୍ରାଚ ନ ହେବା ପାଇଁ କଭର୍‌ ପକାଇଥାଉ। ଏଥିସହ ସ୍କ୍ରିନର ସୁରକ୍ଷା ପାଇଁ ସ୍କ୍ରିନ ଗାର୍ଡ ମଧ୍ୟ ପକାଇଥାଉ। ବର୍ଷାଦିନେ ହେଉ କି କୌଣସି ଅସାବଧନତା…

ଇଲେକ୍ଟ୍ରିକ ସାଇକେଲରୁ ବିଲ୍ଡିଂରେ ଲାଗିଲା ନିଆଁ: ୧୫ ଜିଅନ୍ତା ଜଳିଗଲେ, ୪୪ ଆହତ

ବେଜିଂ,୨୪ା୨: ଚାଇନାର ପୂର୍ବ ପ୍ରଦେଶର ଜିଆଙ୍ଗସୁ ସହରର ନାନଜିଙ୍ଗ ସହରରେ ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶନିବାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣଙ୍କର…

କୁଟଲାରୀରେ ସପ୍ତାହେ ହେଲା ମିଳୁ ନ ଥିଲା ପାଣି, ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲେ ପ୍ରଶାସନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୨(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟୁଲାରୀଗାଁରେ ଗତ ଏକ ସପ୍ତାହ ହେଲା ପିଇବା ପାଣିର ସମସ୍ୟା ଦେଖାଦେଇଛି। ପାହାଡ଼ରୁ ଆସୁଥିବା ଝର ପାଣି ଶୁଖିଯାଇଥିବାରୁ ଆଉ ଗାଁ ଲୋକଙ୍କୁ ପାଣି ମିଳୁନି।…

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆପରାଧିକ ଆଇନ

ନୂଆଦିଲ୍ଲୀ,୨୪ା୨: ଭାରତୀୟ ନ୍ୟାୟ ବ୍ୟବସ୍ଥାର ନୂତନ ଯୁଗ ଜୁଲାଇ ୧ରୁ ଆରମ୍ଭ ହେବ। ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବଦଳିବ। ସରକାର ଶନିବାର କହିଛନ୍ତି, ଜୁଲାଇ ୧ରୁ ତିନୋଟି ନୂତନ ଆପରାଧିକ ଆଇନ କାର୍ଯ୍ୟକାରୀ ହେବ ଏବଂ ଔପନିବେଶିକ ଆପରାଧିକ ନ୍ୟାୟ…

ପରିବା ବିକାଳିରୁ IAS, ଏବେ ଭୁବନେଶ୍ୱରର ନୂଆ କମିଶନର

ଭୁବନେଶ୍ୱର,୨୪।୨: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନୂତନ କମିଶନର ଭାବେ ଯୋଗ ଦେଇଛନ୍ତି ରାଜେଶ ପାଟିଲ। ବିଏମସି କମିଶନର ଭାବେ ଯୋଗ ଦେବା ପୂର୍ବରୁ ସେ ବହୁ ଜିଲାର ଜିଲ୍ଲାପାଳ ଭାବେ କାମ କରି ଆସିଛନ୍ତି। ଏଥିସହ ସେ ଓଡିଶା ସ୍କିଲ ଡେଭଲପମେଣ୍ଟ…

ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ବାତିଲ କଲେ ସରକାର

ଲକ୍ଷ୍ନୌ,୨୪ା୨: ଉତ୍ତରପ୍ରଦେଶ ସରକାର ଶନିବାର ରାଜ୍ୟର ବିଭିନ୍ନ ଜିଲାରେ ଫେବୃଆରୀ ୧୭ ଏବଂ ୧୮ରେ ଅନୁଷ୍ଠିତ ହୋଇଥିବା ପୋଲିସ ନିଯୁକ୍ତି ପରୀକ୍ଷାକୁ ବାତିଲ କରି ୬ମାସ ମଧ୍ୟରେ ପୁନର୍ବାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ଗୁଜରାଟର ଭରୁଚ ଆସନ ଏଏପିକୁ ଯିବାରୁ ରାଗିଲେ ଅହମଦ ପଟେଲଙ୍କ ଝିଅ

ଗାନ୍ଧିନଗର,୨୪।୨: ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆସନ ବଣ୍ଟନ ସମ୍ପର୍କରେ ଉଭୟ ଦଳ ମଧ୍ୟ ସୂଚନା ଦେଇଛନ୍ତି। ତେବେ ଏହି ବିଷୟରେ ବିଦ୍ରୋହର ସ୍ବର ମଧ୍ୟ ଶୁଣିବାକୁ ମିଳିଛି। କଂଗ୍ରେସ ନେତା…

ଦିଲ୍ଲୀରେ ଡିଲ ପକ୍କା, ୪ରେ ଏଏପି, ୩ରେ ଲଢିବ କଂଗ୍ରେସ ଅନ୍ୟ ରାଜ୍ୟ ପାଇଁ ବି ହେଲା ମେଣ୍ଟ

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ସିଟ ଶେୟାରିଂ ଘୋଷଣା କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଏମପି ମୁକୁଲ ୱାସନିକ କହିଛନ୍ତି ଯେ ଦିଲ୍ଲୀ ଲୋକ ସଭାରେ ସାତୋଟି…

ପୋଖରୀକୁ ଖସିଲା ଟ୍ରାକ୍ଟର, ୭ ଶିଶୁଙ୍କ ସମେତ ୨୦ରୁ ଅଧିକ ମୃତ

କାସଗଞ୍ଜ,୨୪।୨: ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୧୦ଟା ସମୟରେ ଭକ୍ତଙ୍କ ଭର୍ତ୍ତି ଏକ ଟ୍ରାକ୍ଟର ଟ୍ରଲି ନିୟନ୍ତ୍ରଣ ବାହାରକୁ ଯାଇ ପାଟିଆଲି-ଦରିଆଭଗଞ୍ଜ ରାସ୍ତାରେ ଥିବା ପୋଖରୀରେ ଖସିପଡିଥିଲା। ପୋଖରୀ ଭିତରକୁ ଯିବା ପରେ…

ଫୋନ୍‌ ସାଇଲେଣ୍ଟ ରଖି ଭୁଲି ଯାଇଛନ୍ତି କି, ଏହି ଟ୍ରିକ୍‌ ଦ୍ୱାରା ବାଜି ଉଠିବ ଫୋନ୍‌

ମୋବାଇଲ ଫୋନ ଆମ ଜୀବନରେ ଏପରି ଜରୁରୀ ହୋଇଯାଇଛି ଯାହାର ସ୍ଥାନ ଅନ୍ୟ କୌଣସି ଡିଭାଇସ ନେଇ ପାରିବ ନାହିଁ। ଯେତେବେଳେ ଫୋନ ହଜିଯାଏ ଆପଣ ପୋଲିସର ସାହାଯ୍ୟରେ ନେଇଥା’ନ୍ତି। କିନ୍ତୁ ଯେତେବେଳେ ଆପଣ ନିଜ ଫୋନକୁ ସାଇଲେଣ୍ଟ ରଖି ଘରେ…

ଗୁରୁତର ରୋଗରେ ପୀଡିତ ଥାଇ ଷ୍ଟେରଏଡ ନେବାରୁ ବଢି ଯାଇଥିଲା ଅନନ୍ତ ଅମ୍ବାନୀଙ୍କ ଓଜନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ୧୮ ମାସରେ ୧୦୮ କିଲୋଗ୍ରାମ ଓଜନ ହ୍ରାସ କରିଥିଲେ। କିନ୍ତୁ ହଠାତ୍‌ ତାଙ୍କ ଓଜନ ପୁଣି ବଢିଗଲା। ଯେତେବେଳେ ନୀତା ଅମ୍ବାନୀଙ୍କ ସହ ଏହି ବିଷୟରେ ଆଲୋଚନା କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ ଅନନ୍ତ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?