Home

ରାତି ଅଧରେ କାହିଁକି ଚଢାଉ କରୁଥିଲେ, କ’ଣ ସମସ୍ତ ବୁଥ ଏଜେଣ୍ଟକୁ ଗିରଫ କରି ନେବେ, ଓଲଟା ଅଭିଯୋଗ ଆଣିଲେ ମମତା

କୋଲକାତା,୬।୪: ଇଡି ପରେ ଶନିବାର ପଶ୍ଚିମବଙ୍ଗରେ ଏନଆଇଏ ଟିମ୍‌ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଦୁଇଜଣ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ମମତା କହିଛନ୍ତି ଯେ ଷଡଯନ୍ତ୍ରର…

ନାଳକୁ ଖସି ପଡ଼ିଲା ମୋ ବସ୍‌, ଭିତରେ ଥିଲେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ

ଖୋର୍ଦ୍ଧା,୬।୪: ରାସ୍ତାକଡ଼ ନାଳକୁ ଖସିଲା ମୋ ବସ। ଏହି ଦୁର୍ଘଟଣାରେ ୨୦ ଆହତ ହୋଇଥିବା ଜଣାପଡିଛି। ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ମୋ ବସ ନାଳକୁ ଖସି ପଡିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିବାବଳେ ଏପରି…

କୁଶାଲଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶିବାଙ୍ଗୀ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ। ଅଭିନେତା କୁଶାଲ ଟଣ୍ଡନଙ୍କୁ ସେ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ବଢ଼ୁଛି। ନିକଟରେ କୁଶାଲଙ୍କ ଜନ୍ମଦିନରେ ଲମ୍ବା ଚଉଡ଼ା ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ ଶିବାଙ୍ଗୀ। ଏବେ କୁଶାଲ ନିଜେ…

ଶ୍ରୀମୟୀ ଆଉଟ୍‌! ଅନନ୍ତ-ଅମରେଶଙ୍କୁ ମିଳିବନି ଟିକେଟ୍‌

ଭୁବନେଶ୍ୱର,୬।୪: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍‌ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ…

୩୫୦ ଥର ପରାଜିତ ହୋଇଥିଲେ, ତଥାପି ଜିତିବା ଲାଗି ନୁହେଁ ବରଂ ହାରିବା ଲାଗି ନିର୍ବାଚନ ଲଢ଼ୁଥିଲେ ଏହି ବ୍ୟକ୍ତି; ଜାଣନ୍ତୁ କିଏ?

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶର ବରେଲି ସହରର କାକା ଜୋଗିନ୍ଦର ସିଂ ଓରଫ ଧରତି ପକଡ଼ ୧୯୬୨ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ନିର୍ବାଚନ ଲଢ଼ିଥିଲେ। ଜିତିବା ପାଇଁ ନୁହେଁ ବରଂ ହାରିବା ଲାଗି ସେ ସର୍ବଦା ନାମାଙ୍କନ କରୁଥିଲେ। କାକା ଯୋଗିନ୍ଦରଙ୍କ ଏହି…

ଆପଣଙ୍କ ପୁଅର ଭବିଷ୍ୟତ ଗଢିବାକୁ ବିରୋଧୀଙ୍କ ଗାଳି ଶୁଣୁଛି: ମୋଦି

ସାହାରନପୁର,୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶରେ ଭାଜପା ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶନିବାର ସେ ସାହାରନପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ମାତା ଶାକମ୍ବରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାବେଳେ ସେ କହିଥିଲେ ଯେ ଭାରତର…

ସିସୋଡିଆଙ୍କ ନ୍ୟାୟିକ ହେପାଜତ ୧୮ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୬।୪: ଦିଲ୍ଲୀ ଲିକର ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ୧୮…

ଖରାରେ କଲବଲ ସାରା ଓଡ଼ିଶା: ଅଂଶୁଘାତରେ ୮ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୬।୪: ଫୁଟୁଛି ସାରା ଓଡିଶା। ଗରମ ପବନ କଲବଲ ହେଉଛନ୍ତି ଓଡିଶାବାସୀ। ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ…

ପଡିଆରେ ଖେଳିବା ଉପରେ କଟକଣା, ଜାଣନ୍ତୁ କାହିଁକି ଏପରି ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୬।୪: ଖରାରେ ଖେଳିବା ଉପରେ ଲାଗିଲା କଟକଣା । ପ୍ରବଳ ଖରା ହେଉଥିବାରୁ ଆଉଟ ଡୋର୍‌ ଖେଳ ଉପରେ କଟକଣା ଲଗାଇଛନ୍ତି ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ…

ଭାଜପା ଏମପି ହେବା ପରେ ୫ ବର୍ଷରେ ୩୦ ଗୁଣା ବଢିଗଲା ତେଜସ୍ବୀ ସୂର୍ଯ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୬।୪: ଲୋକ ସଭା ନିର୍ବାଚନର ପାଇଁ ବିଗୁଲ ବାଜି ସାରିଛି। ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଗୁରୁବାର (ଏପ୍ରିଲ ୪) ରେ ୧୮୩ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥିମଧ୍ୟରେ କେସି…

ଲୋକ ସଭା ନିର୍ବାଚନ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ୍‌

ନୂଆଦିଲ୍ଲୀ,୬।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରାର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାାଲିୟର ଆସନରୁ ପ୍ରବୀଣ ପାଠକ…

ଓଡ଼ିଶାରେ ନିର୍ବାଚନ ଲଢିବ ଏଏପି, ପ୍ରାର୍ଥୀ ଫାଇନାଲ!

ଭୁବନେଶ୍ୱର,୬।୪: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇବ ଆମ ଆଦମୀ ପାର୍ଟି (ଏଏପି)। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଏକ ଖବରଦାତା ସମ୍ମିଳନୀ କରି ଏହା ଘୋଷଣା କରିଛନ୍ତି। ନିଶିକାନ୍ତ କହିଛନ୍ତି, ଦେଶର ରାଜନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?