ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ, ସମ୍ପତ୍ତି-ବ୍ୟାଙ୍କ ବାଲାନ୍ସ ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୨୦।୩: ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ(ADR) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି। ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗମୋହନ…
ଜାଣନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ କେଉଁ ବିଧାୟିକା/ବିଧାୟକଙ୍କର କେତେ ସମ୍ପତ୍ତି
ଭୁବନେଶ୍ୱର,୨୦ା୩: ଆସୋସିଏଶନ ଫର୍ ଡେମୋକ୍ରେଟିକ୍ସ ରିଫର୍ମସ (ଏଡିଆର) ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଏବଂ କେଉଁ ବିଧାୟକଙ୍କର କେତେ ସମ୍ପତ୍ତି ରହିଛି ତା’ର ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୬୩ କୋଟି…
ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍
ଭୁବନେଶ୍ୱର,୨୦ା୩: ପୋଷ୍ଟାଲ ବାଲଟ୍ରେ ଏଥର ଭୋଟ୍ ଦେଇପାରିବେ କାର୍ଯ୍ୟରତ ଖବରଦାତା। କାର୍ଯ୍ୟରତ ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ ଜରୁରୀ ଅଟେ। ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିଶନ…
ଜେଲେନ୍ସ୍କିଙ୍କୁ ଫୋନ୍ କଲେ ମୋଦି
ନୂଆଦିଲ୍ଲୀ,୨୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ଶାନ୍ତି ପ୍ରୟାସକୁ ରୁଷିଆ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ…
ଏହି ୨ ବ୍ୟକ୍ତି ନେଇପାରନ୍ତି ମେଣ୍ଟ ନିଷ୍ପତ୍ତି
ଭୁବନେଶ୍ୱର,୨୦।୩: ଲୋକ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ମଧ୍ୟ ରାଜ୍ୟରେ ବିଜେଡ-ଭାଜପା ମେଣ୍ଟକୁ ନେଇ ସସ୍ପେନ୍ସ ଲାଗି ରହିଛି। ଉଭୟ ଦଳ ମେଣ୍ଟକୁ ନେଇ ସ୍ପଷ୍ଟତା ପ୍ରକାଶ କରୁ ନ ନାହାନ୍ତି। ଫଳରେ ମେଣ୍ଟକୁ ନେଇ ନାନା ପ୍ରକାର…
ନବୀନ ନିବାସରେ ବସିଲା ବୈଠକ, ବଢୁଛି ଲୋକଙ୍କ ଉତ୍କଣ୍ଠା
ଭୁବନେଶ୍ୱର,୨୦ା୩: ନବୀନ ନିବାସରେ ବୁଧବାର ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକକୁ ନେଇ ଲୋକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଛି। ଏହି ବୈଠକ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଜେଡି ସୁପ୍ରିମୋ…
ବଳାତ୍କାରୀ, ବଳାତ୍କାରରେ ସାହାଯ୍ୟ କରିଥିବା ସାବତ ଆଈଙ୍କୁ ୩୦ ବର୍ଷ ଜେଲ୍
କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ବୁଧବାର ଏକ ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାରେ ଏସ୍.କେ.ଶେହଜାଦ ଅଲ୍ଲୀ(୫୩)ଙ୍କୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶରେ ଦଣ୍ଡିତ କରିଥିବା ବେଳେ…
ପାଣ୍ଡିଆନଙ୍କ ପରେ ଶାହା ଦେଲେ ସଙ୍କେତ: ମେଣ୍ଟ ନେଇ କେନ୍ଦ୍ରରେ ଚାଲିଛି ବଡ ଆଲୋଚନା!
ମେଣ୍ଟ ଚର୍ଚ୍ଚାରେ ଲାଗୁନି ବିରାମ । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଗତକାଲି 5T ଅଧ୍ୟକ୍ଷ ତଥା…
ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୦।୩: ଜମ୍ମୁକଶ୍ମୀରରେ ଭାଜପା-ପିଡିପି ସରକାରର ପୂର୍ବତନ ମନ୍ତ୍ରୀ ତଥା ଦୁଇଥର କଂଗ୍ରେସ ଏମ୍ପି ଚୌଧୁରୀ ଲାଲ ସିଂ ପ୍ରାୟ ୧୦ ବର୍ଷ ପରେ ବୁଧବାର କଂଗ୍ରେସକୁ ଫେରିଛନ୍ତି। ନୂଆଦିଲ୍ଲୀରେ ସେ କଂଗ୍ରେସ ନେତା ପୱନ ଖେଡା, ଭାରତ ସିଂ ସୋଲାଙ୍କି, କଂଗ୍ରେସ…
ନିର୍ବାଚନ କମିଶନର ନିଯୁକ୍ତି ମାମଲା: ‘ଆବେଦନକାରୀଙ୍କ ଉଦ୍ଦେଶ୍ୟ ବିବାଦ ସୃଷ୍ଟି କରିବା’
ନୂଆଦିଲ୍ଲୀ,୨୦।୩: ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ…
ଛତ୍ରପୁରରେ ଜଳକଷ୍ଟ: ପାଇପ୍ରେ ଆସୁଛି ଗୋଳିଆ ପାଣି
ଛତ୍ରପୁର,୨୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ସହରରେ ଘରଗୁଡ଼ିକୁ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଗୋଳିଆ ଆସୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକମାନଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି।…
‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ
ନୂଆଦିଲ୍ଲୀ,୨୦।୧: ଲୋକ ସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। ଦଳର ଏମ୍ପି ଦାନିଶ ଅଲ୍ଲୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ର୍ନିବାଚନ ପୂର୍ବରୁ ଆଉ ଏକ ସୱତନ୍ତ୍ର ଚେହେରା କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ…
Archives


