ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ବିଜୁଳି ଦର କମାଇଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୩।୨: ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖବର। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ(ଓଇଆର୍ସି) ପକ୍ଷରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ କରାଯାଇଛି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିବ। ପୂର୍ବରୁ ବିପିଏଲ୍…
ଶ୍ୱଶୁରଙ୍କ ମୁହଁରେ ମୁଖାଗ୍ନି ଦେଲେ ବୋହୂ
ଗଜପତି,୧୩।୨ (ଗିରିଧାରୀ ପରିଛା): ସାଧାରଣତଃ ପୁଅଟିଏ ମା’ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥାଏ। ଆଜିକାଲି ସମୟରେ ଝିଅ ବି କେତେକ ସ୍ଥାନରେ ଏହି ଭୂମିକା ତୁଲାଉଥିବା ନଜରକୁ ଆସୁଛି। ହେଲେ ଏକ ବିରଳ ଘଟଣାକ୍ରମରେ ଗଜପତି ଜିଲାର କାଶୀନଗରରେ ଜଣେ ବୋହୂ ଶ୍ୱଶୁରଙ୍କୁ…
ଭବିଷ୍ୟ କହେ ରାତିର ସ୍ବପ୍ନ, ଶାସ୍ତ୍ରରେ ରହିଛି ଏହା ପଛର କାରଣ
ରାତିରେ ଶୋଇବା ପରେ ଆମେ ଅନେକ ଅଜବ ସ୍ବପ୍ନ ଦେଖିଥାଉ । କିଛି ସ୍ବପ୍ନ ଆଖି ବନ୍ଦ କରୁକରୁ ଏମିତି ଆସିଥାଏ ଯେମିତି ବାସ୍ତବରେ ସେମିତି କିଛି ଘଟିଯାଉଛି । ଏହି ସମୟରେ ହଠାତ୍ ନିଦ ଭାଙ୍ଗି ଯାଏ। ଆପଣ ନିଶ୍ଚିତ…
ସାର୍ ମୋ ସ୍ତ୍ରୀଙ୍କୁ ଅପହରଣ କରି ନେଇଛନ୍ତି ଆପଣଙ୍କ ସିପାହୀ: ଏସଏସପିଙ୍କ ଆଗରେ ସ୍ବାମୀଙ୍କ ଗୁହାରୀ…
ମିରଟ,୧୩।୨ : ମିରଟରେ ଜଣେ ସ୍ବାମୀ ଏସଏସପି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ସିପାହୀ ତାଙ୍କ ସ୍ତ୍ରୀଙ୍କୁ ନିଜ ପ୍ରେମ ଜାଲରେ ଫାନ୍ଦରେ ପକାଇ ତାଙ୍କୁ ଅପହରଣ କରି ନେଇ…
ଅଖିଳେଶଙ୍କୁ ବଡ଼ ଝଟକା: ମହା ସଚିବ ପଦରୁ ଦେଲେ ଇସ୍ତଫା ସ୍ବାମୀ ପ୍ରସାଦ ମୌର୍ଯ୍ୟ…
ଲକ୍ଷ୍ନୌ,୧୩।୨ : ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପରେ ଦଳୀୟ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ବରିଷ୍ଠ ଏସପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ଦଳର ଜାତୀୟ ମହା ସଚିବ ପଦରୁ ଇସ୍ତଫା ଦେଇ…
ପୋଲିସ ବିରୋଧରେ ଲାଗିଲା ପୋଷ୍ଟର, ଜୁଆ ଖେଳ ପଛରେ ପୋଲିସ କର୍ମଚାରୀଙ୍କ ହାତ
ଉମରକୋଟ ୧୩।୨: ନବରଙ୍ଗପୁରପୁ ଜିଲା ରାଇଘର ଥାନା ଅନ୍ତର୍ଗତ କୁକୁରକୁଆଁ ଗ୍ରାମ ନିକଟରେ ରାସ୍ତା ଉପରେ ଗଛକାଟି ଲଗାଯାଇଛି ପୋଷ୍ଟର । କିନ୍ତୁ ପୋଷ୍ଟରରେ କୌଣସି ସଂଗଠନର ନାଁ ଉଲ୍ଲେଖ ନାହିଁ। କେବଳେ ଧଳା କପଡ଼ାରେ ଲାଲ ରଙ୍ଗ ଦେଇ ପୋଷ୍ଟରଟି…
ପିଏମ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ: ମାସକୁ ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି…
ନୂଆଦିଲ୍ଲୀ,୧୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସରକାର ପ୍ରତି ମାସରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଏକ କୋଟି ଘରକୁ ଆଲୋକିତ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଲା ଜାତୀୟ ସ୍କଚ ଆୱାର୍ଡ
ଭୁବନେଶ୍ୱର,୧୩।୨: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଛି ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩ । ସ୍କଚ ଆୱାର୍ଡ଼ କର୍ତ୍ତୃପକ୍ଷଙ୍କ ଦାରା ନୂଆଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶ୍ରୁତି…
Paytm Payments Bank: ୟୁଜରଙ୍କ ପାଇଁ ଖୁସି ଖବର,ଆରବିଆଇ ଅନୁମତି ଦେଲେ ପେଟିମ ସହିତ କାମ କରିବାକୁ କହିଲା ଏହି ବ୍ୟାଙ୍କ…
ନୂଆଦିଲ୍ଲୀ,୧୩।୨ : ପେଟିଏମ ପେମେଣ୍ଟସ ବ୍ୟାଙ୍କ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଆକ୍ସିସ ବ୍ୟାଙ୍କ ପେଟିଏମ ପେମେଣ୍ଟ ବ୍ୟାଙ୍କ ପାଇଁ ଏକ ଲାଇଫ ଲାଇନ ସାଜିଛି। ଏହି ପ୍ରସଙ୍ଗରେ ଆକ୍ସିସ ବ୍ୟାଙ୍କ ଏମଡି ତଥା ସିଇଓ ଅମିତାଭ ଚୌଧୁରୀ କହିଛନ୍ତି…
ଏକ ଚୁକ୍ତିରୁ ହୋଇଛି ତେଜସ୍ବୀଙ୍କ ଜନ୍ମ, ମମତା ଦେଶ ପାଇଁ କଳଙ୍କ: କେନ୍ଦ୍ର ମନ୍ତ୍ରୀ…
ନୂଆଦିଲ୍ଲୀ,୧୩।୨ :ବିହାରରେ ଫ୍ଲୋର ଟେଷ୍ଟ ପୂର୍ବରୁ ଘଟିଥିବା ରାଜନୈତିକ ଉତ୍ତେଜନାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିରାଜ ସିଂ ତେଜସ୍ବୀ ଯାଦବ ଏବଂ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି…
ଚୋର ଧରିବା ପାଇଁ ୫୦ପଇସା ଘୋଷଣା କଲା ପୋଲିସ, ଲୋକେ କହିଲେ…
ଜୟପୁର,୧୩।୨: ରାଜସ୍ଥାନ ପୋଲିସର ଏକ ପ୍ରେସ ରିଲିଜ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଜାରି ପତ୍ରରେ ରାଜସ୍ଥାନ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ୫୦ପଇସା ପୁରସ୍କାର ଘୋଷଣା କରିଛିି। ଅପରାଧୀଙ୍କୁ ଧରି ପୋଲିସର ଜିମା ଦେବା ବ୍ୟକ୍ତିଙ୍କୁ ଏହି…
ମମତାଙ୍କ ପୋଲିସଙ୍କୁ ଲାଜ ନାହିଁ: କାହିଁକି ଏଭଳି କହିଲେ ଶୁଭେନ୍ଦୁ…
କୋଲକାତା,୧୩।୨ : ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଭାଜପା ନେତା ବିକାଶ ସିଂଙ୍କ ଗିରଫଦାରୀକୁ ନେଇ ପୋଲିସ ବିଭାଗକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଲିସ ଲଜ୍ଜାଜନକ କାର୍ଯ୍ୟ କରିଛି। ପୋଲିସଙ୍କୁ…
Archives


