ସୋର ରାଜନୀତିରେ ଚହଳ, ଗୋଟିଏ ଆସନରୁ ନାମାଙ୍କନ ଭରିଲେ ରାଜୁ ଦାସ ଓ ପର୍ଶୁରାମ ଧଡ଼ା
ବାଲେଶ୍ୱର,୧୪।୫: ରୋଚକ ହେଉଛି ସୋର ରାଜନୀତି । ଭାରତୀୟ ଜନତା ପାର୍ଟି ସୋରରୁ ପ୍ରଥମେ ରାଜୁ ଦାସଙ୍କ ଟିକେଟ ଘୋଷଣା କରିଥିଲା । ଟିକେଟ୍ ଦେବା ପରେ ରାଜୁ ଦାସ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ହେଲେ ମଙ୍ଗଳବାର ଭାଜପା…
ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୧୪।୫: ମଇଦାନରେ ଶକ୍ତି ପ୍ରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୬ତାରିଖରେ ରାଜଧାନୀ ଦେଖିବ ବିଜେଡି ସୁପ୍ରିମୋଙ୍କ ଶକ୍ତି ପ୍ରଦର୍ଶନ। କାରଣ ଗୁରୁବାର ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…
ନିର୍ବାଚନ ଭିତରେ ବଡ଼ ଖବର, ମୁଖ୍ୟମନ୍ତ୍ରୀ ଅସୁସ୍ଥ
ପାଟନା,୧୪।୫: ୨୦୨୪ ସାଧାରଣ ନିର୍ବାଚନ ଭିତରେ ଏକ ବଡ଼ ଖବର ଆସିଛି। ସୂଚନା ମିଳିଛି କି ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ନିର୍ବାଚନ ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ ହୋଇପଡ଼ିଥିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ବର୍ତ୍ତମାନ…
ତୃତୀୟ ଥର କାହିଁକି ବାରାଣସୀକୁ ବାଛିଲେ ମୋଦି, କ’ଣ ରହିଛି ଏଠି ଯାହାକୁ କେବଳ ଭାଜପା ପଢିଛି?
ବାରାଣସୀ,୧୪।୫: ସେହି କାଶୀ ଯାହା ଶାସନର ମୁଖ୍ୟ ଡୋର ପରିଣତ ହେଲା। ସେହି କାଶୀ ଯାହା ଦେଶର ରାଜନୀତିରେ ଏକ ହଟ ସିଟ ହୋଇଗଲା। ସେହି କାଶୀ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଭାଗ୍ୟଶାଳୀ ଆସନ ପାଲଟିଥିଲା। ମହାଦେବ ସହର କାଶୀ…
କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ
ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ। ତେବେ ଏଭଳି ଅଭ୍ୟାସ ବଦଳାଇ ଘର ବଜେଟକୁ ସଜାଡ଼ିବାକୁ ହେଲେ କିଛି କଥା ଉପରେ…
ହ୍ବାଇଟ ହାଉସ ପାର୍ଟିରେ ଗୁପଚୁପର ଏଣ୍ଟ୍ରି, ବିଦେଶୀଙ୍କୁ ଖୁବ ପସନ୍ଦ
ଓ୍ବାଶିଂଟନ,୧୪।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ ରୋଜ ଗାର୍ଡେନ ରିସେପ୍ସନ ଆୟୋଜନ କରିଥିଲେ। ଏହି ସମୟରେ ସମଗ୍ର ହ୍ବାଇଟ ହାଉସ ମହମ୍ମଦ ଇକବାଲଙ୍କ ଦ୍ୱାରା ଲିଖିତ ଦେଶପ୍ରେମ ଗୀତ ‘ସାରେ ଜାହାନ ସେ ଆଚ୍ଛା’ଭାବପୂର୍ଣ୍ଣ ଗୀତରେ ହ୍ବାଇଟ ହାଉସ…
ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ତେଲଙ୍ଗାନାରୁ ବାରାଣସୀ ଧାଇଁ ଆସିଲେ ଏହି କୋଟିପତି ପ୍ରାର୍ଥୀ: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍
ବାରାଣସୀ,୧୪।୫: ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍ ଆଜି। ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖବର ଲେଖିବା ପର୍ଯ୍ୟନ୍ତ ୧୫ ଜଣ ପ୍ରାର୍ଥୀ ଏହି ଆସନରୁ…
ଭାଜପା ଏକଜୁଟ ହେଉ ବା ନ ହେଉ ମୋଦି ହେବେ ନାହିଁ ପ୍ରଧାନମନ୍ତ୍ରୀ: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୧୪।୫: ଅଜିତ ପାୱାର ଦଳର ନେତା ସୁନୀଲ ତଟକରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର କାର୍ଯ୍ୟକ୍ରମରେ ଦାବି କରିଛନ୍ତି ଯେ ‘ଉଦ୍ଧବ ଠାକରେ ଭାଜପାରେ ଯୋଗଦେବାକୁ ଚାହୁଁଛନ୍ତି’। ଏବେ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।…
ଏଥର ମୋଦିଙ୍କୁ ବାରାଣସୀରୁ ଟକ୍କର ଦେଉଛନ୍ତି ୧୫ ପ୍ରାର୍ଥୀ: ଜାଣନ୍ତୁ କିଏ କିଏ..
ବାରାଣସୀ,୧୪।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ବାରାଣସୀ ଲୋକ ସଭା ଆସନ ପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ମେ ୧୪ ଅର୍ଥାତ୍ ଆଜି। ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଖବର ଲେଖିବା ପର୍ଯ୍ୟନ୍ତ ୧୫…
କଙ୍ଗନାଙ୍କୁ ପରାଜୟ ଭୟ: ନାମାନଙ୍କ ପତ୍ର ଦାଖଲ ପରେ ଏମିତି କହିଲେ…
ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କର ପୂର୍ବତନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ। ନାମାଙ୍କନ ପରେ କଙ୍ଗନାଙ୍କୁ ଚଳିତ ନିର୍ବାଚନରେ…
ନାମାଙ୍କନ ଦାଖଲ କଲେ କଙ୍ଗନା, ବିକ୍ରମାଦିତ୍ୟ ସିଂଙ୍କ ସହ ହେବ ମୁକାବିଲା
ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାନାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର କଙ୍ଗନା ରାଣାଓ୍ବତ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ଫର୍ମ ଦାଖଲ କରିଥିଲେ। ଏହି ସମୟରେ ହିମାଚଳ ବିଧାନସଭାରେ ବିରୋଧୀ ଦଳର…
ଭିଡୁ କହି ଆଉ ଜ୍ୟାକି ଶ୍ରଫଙ୍କୁ କେହି କରିପାରିବେନି ନକଲ? ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଅଭିନେତା
ନୂଆଦିଲ୍ଲୀ,୧୪।୫: ବଲିଉଡର ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କରଷ୍ଟାଇଲ ଏବଂ କଥାବାର୍ତ୍ତା କରିବାର ଶୈଳୀ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କଠାରୁ ଭିନ୍ନ କରିଥାଏ। ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ…

