ମୋଦିଙ୍କୁ ଧନ୍ୟବାଦ ଦେଲେ ଜଗନ ମୋହନ
ଅମରାବତି,୧୪।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଶନିବାର ବିଜୟୱାଡାଠାରେ ଏକ ନିର୍ବାଚନ ପ୍ରଚାର ସମୟରେ ଜଗନ ମୋହନ ରେଡ୍ଡୀଙ୍କ ଉପରକୁ ପଥର ଫିଙ୍ଗିବାରୁ ସେ…
ଗରିବର ପୁଅ ପ୍ରଧାନମନ୍ତ୍ରୀ ହେବାରୁ ଗୁଜବ ପ୍ରଚାର କରୁଛି କଂଗ୍ରେସ: ମୋଦି
ନର୍ମଦାପୁରମ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ସେ ହୋଶଙ୍ଗାବାଦ ଲୋକ ସଭା ନିର୍ବାଚନମଣ୍ଡଳୀର ପିପରିଆରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାର ୩ ହେଲିକପ୍ଟରରେ ନର୍ମଦାପୁରମ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ…
ମା’ ଦଣ୍ଡକାଳୀଙ୍କ ଯାତ୍ରାରେ ଅଧିଆ ପଡ଼ିଲେ ଶତାଧିକ ମହିଳା, ପାଣି ନ ଥିବାରୁ ହଟହଟା
ପୁରୁଷୋତ୍ତମପୁର,୧୪ା୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ରବିବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍ଯାପିତ ହୋଇଛି। ଏନେଇ ପୁରୁଷୋତ୍ତମପୁର ସହରରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଢୋଲ, ଝାଞ୍ଜ ସାଙ୍ଗକୁ…
ଗାଧୋଇବା ପାଇଁ ଅନ୍ୟ ଦେଶକୁ ବିମାନ ଯାତ୍ରା କଲେ ଏହି ଯୁବକ, ଖର୍ଚ୍ଚ କଲେ ଏତିକି ଟଙ୍କା…
ମୁମ୍ବାଇ: ଦୁନିଆରେ ଅଜବ ଧରଣର ଲୋକ ରହିଛନ୍ତି। କିଛି ଲୋକଙ୍କର ଅଜବ ସଉକ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେମିତି ଜଣେ ଯୁବକଙ୍କ ଫିଟୋ ଭାଇରାଲ ହେଉଛି। ଯାହା ଆପଣ କେବେ କଳ୍ପନା କରି ନ ଥିବେ। ଲୋକଙ୍କ ପାଖରେ…
ସଲମାନଙ୍କ ଘର ଉପରକୁ ଗୁଳିମାଡ଼, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ
ମୁମ୍ବାଇ: ରବିବାର ସକାଳେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ହୋଇଥିଲା। ଦୁଇଜଣ ବାଇକ୍ ଆରୋହୀ ବାନ୍ଦ୍ରାସ୍ଥିତ ଭାଇଜାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁର୍ବୃତ୍ତମାନେ ଗୁଳି ଚଳାଇ ପବନ ବେଗରେ ପଳାଇ ଯାଇଥିଲେ।…
ନିର୍ବାଚନୀ ବଣ୍ଡ କିଣିଥିବା ସବୁଠୁ ବଡ଼ କମ୍ପାନୀ ଉପରେ ଏଫଆଇଆର ରୁଜୁ କଲା ସିବିଆଇ
ନୂଆଦିଲ୍ଲୀ,୧୪।୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଚିନିୟରିଂ ଆଣ୍ଡ ଏନଫ୍ରାଷ୍ଟ୍ରକଚର ଲିମିଟେଡ ବିରୋଧରେ ମାମଲା ରୁଜୁ କରିଛି। ଲାଞ୍ଚ ଦେଇଥିବା ମାମଲାକୁ ଭିତ୍ତି କରି ସବିଆଇ ଏଫଆଇଆର ରୁଜୁ କରିଛି। ଏହି କମ୍ପାନୀ ନିର୍ବାଚନୀ ବଣ୍ଡ କିଣିଥିବା…
ବିବାଦ ପରେ ପଞ୍ଜାବ କିଙ୍ଗ୍ସରୁ ବାଦ୍ ପଡ଼ିଲେ ଶିଖର ଧାଓ୍ବନ୍! ସାମ୍ନାକୁ ଆସିଲା ବଡ଼ ଅପ୍ଡେଟ୍…
ନୂଆଦିଲ୍ଲୀ,୧୪।୪: ଆଇପିଏଲ୍ରେ ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ୬ ମ୍ୟାଚ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଘରୋଇ ମଇଦାନ ସହ ବାହାରେ ମଧ୍ୟ ଦଳ ପରାଜିତ ହେଉଛି। ଅନ୍ତିମ ଓଭରରେ ହିଁ ଦଳଠାରୁ ମ୍ୟାଚ୍ ହାତଛଡ଼ା ହୋଇଯାଉଛି। ଗୋଟିଏ ପଟେ ଏହାକୁ ନେଇ ଚାପ…
୨୦୧୪ରୁ ୨୦୧୯ ଭିତରେ କେତେ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ମୋଦି ସରକାର? ଜାଣନ୍ତୁ…
ନୂଆଦିଲ୍ଲୀ,୧୪।୩: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନିଜ ଘୋଷଣା ପତ୍ର ଜାରି କରିଛି। ଏହି ଘୋଷଣା ପତ୍ରର ନାଁ ଦଳ ସଂକଳ୍ପ ପତ୍ର ରଖିଛି। ତେବେ ପୂର୍ବ ଦୁଇ ଲୋକ ସଭା ନିର୍ବାଚନରେ ଭାଜପା ନିଜ ବିଚାରଧାରା ସହ…
‘ଆମକୁ କଟାକ୍ଷ କରୁଥିଲେ, ଏବେ ଭୋଟ ପାଇଁ ମାଗଣା ବିଜୁଳି ଦେବାକୁ କହୁଛି ଭାଜପା’
ନୂଆଦିଲ୍ଲୀ,୧୪।୪: ଲୋକ ସଭା ନିର୍ବାଚନ ୨୦୨୪ ଲାଗି ଭାଜପା ନିଜର ଘୋଷଣା ପତ୍ର ଜାରି କରିଛି। ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଜାରି କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା…
ଡିଭାଇଡର୍ ଉପରେ ଚଢ଼ିଗଲା କାର୍, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର
ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା…
ଇସ୍ରାଏଲର ବଡ଼ ଭାଇ ସାଜି ଆଗକୁ ଆସିଲା ଆମେରିକା, ଆଉ ତା’ ପରେ…
ଓ୍ବାଶିଂଟନ,୧୪ା୪: ତେହେରାନରୁ ଆରମ୍ଭ ହୋଇଥିବା ବିସ୍ଫୋରକରେ ଭରା ଡ୍ରୋନ୍କୁ ଶନିବାର ଗୁଳି କରି ଖସାଇବା ପାଇଁ ଆମେରିକା ସୈନ୍ୟ ସାମିଲ ହୋଇଥିଲେ। ଏହି ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ଜାତୀୟ ସୁରକ୍ଷା ଦଳ ଇରାନର ଇସ୍ରାଏଲ ବିରୋଧରେ ହୋଇଥିବା…
ବିରୋଧୀଙ୍କୁ ଟକ୍କର୍ ଦବେ ମୋକିମଙ୍କ ଝିଅ! କଟକ ରାଜନୀତିରେ ନୂଅ ଟ୍ବିଷ୍ଟ
କଟକ,୧୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ବିଭିନ୍ନ ଦଳର ପ୍ରାର୍ଥୀ ଘୋଷଣା ରାଜନୀତିକୁ ଆହୁରି ଉଷ୍ମ କରୁଛି। କାହାର ଟିକେଟ୍ କଟିବ…
Archives


