Home

ଉତ୍କଣ୍ଠା ବଢ଼ାଇଲା ‘ଚନ୍ଦୁ ଚାମ୍ପିୟନ’; କାର୍ତ୍ତିକଙ୍କୁ ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି। କାରଣ ଚେହେରାଠାରୁ ଆରମ୍ଭ କରି ପୁରା ଶରୀର ଉପରେ ସେ କାମ କରିଛନ୍ତି। ସେ…

ମୋଦିଙ୍କ ଭାଷଣ ଶୁଣି ରାଗିକି ନିଆଁବାଣ ପାକିସ୍ତାନ: କହିଲା ଏମିତି କଥା…

ନୂଆଦିଲ୍ଲୀ,୧୫।୫: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିରେ ପାକିସ୍ତାନ ଦୃଢ ଆପତ୍ତି ଉଠାଇଛି। ନିକଟରେ ମୋଦି କହିଥିଲେ, ଆମେ ପାକିସ୍ତାନକୁ ଚୁଡ଼ି ପିନ୍ଧାଇବୁ। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ନିର୍ବାଚନ ରାଲିରେ ଭାରତୀୟ ରାଜନେତାମାନେ ପାକିସ୍ତାନକୁ ଟାଣିବାଠାରୁ ଦୂରେଇ ରହିବା ଉଚିତ।…

ଜୁନ ୪ ପରେ ମୋଦିଙ୍କ ବିଦାୟ ନିଶ୍ଚିତ, ସରକାର ଗଢ଼ିବ ‘ଇଣ୍ଡିଆ’ ମେଣ୍ଟ: ଖାର୍ଗେ

ନୂଆଦିଲ୍ଲୀ,୧୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି। ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଜଭୂତ ସ୍ଥିତିରେ ରହିଛି। ଏପରିକି ମେଣ୍ଟ ଜୁନ ୪ ପରେ ସରକାର…

ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ଙ୍କୁ ଗିରଫ କରିବା ଅବୈଧ:ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୫: ସୁପ୍ରିମକୋର୍ଟ ୟୁଏପି ମାମଲାରେ ଦିଲ୍ଲୀ ପୋଲିସ ଦ୍ୱାରା ନ୍ୟୁଜ୍‌କ୍ଲିକ୍‌ ଏଡିଟର୍‌ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ବେଆଇନ ବୋଲି କହିଛନ୍ତି। ଏଥିସହ ପ୍ରବୀରଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ଆର୍ଥିକ ସହାୟତା ସହିତ ଭାରତ ବିରୋଧୀ କାର୍ଯ୍ୟକଳାପ…

ରାହୁଲଙ୍କ ବଡ଼ ଘୋଷଣା, ଜୁଲାଇ ୪ରୁ ଅକାଉଣ୍ଟକୁ ଆସିବ ଟଙ୍କା, ଅଙ୍ଗନବାଡି କର୍ମୀଙ୍କୁ ମିଳିବ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ କଂଗ୍ରେସ କରିଛି ତଗଡା ପ୍ରଚାର। କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା…

ଖୁସି ଖବର ଦେଲା ଏସ୍‌ବିଆଇ: ବଢାଇଲା ସୁଧ ହାର

ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଉଭୟ ୨ କୋଟିରୁ କମ ଏବଂ ୨ କୋଟିରୁ ଅଧିକ ଏଫ୍‌ଡି ଯୋଜନାରେ ସୁଧ…

ଲଞ୍ଚ ହେଲା ମୋ ବୁଥ ଆପ୍‌, ଏମିତି ଜାଣିବେ କେଉଁଠି ଦେବେ ଭୋଟ୍‌

ଭୁବନେଶ୍ୱର,୧୫।୫: ଲଞ୍ଚ ହେଲା ମୋ ବୁଥ ଆପ୍‌ । ଆପ୍‌ ଉନ୍ମୋଚନ କରିଛନ୍ତି ଓଡିଶାର ନିର୍ବାଚନ ଅଧିକାରୀ । ଏହି ଆପ ଏବଂ ୱେବସାଇଟରୁ ଭୋଟରମାନେ ବୁଥ ସମ୍ପର୍କରେ ଜାଣି ପାରିବେ । ସେମାନେ ଗୁଗୁଲ ମ୍ୟାପ ଜରିଆରେ କେଉଁଠି ଭୋଟ…

ମୁମ୍ବାଇରେ ହୋର୍ଡିଂ ଭାଙ୍ଗିବା ଘଟଣା: ମୃତ୍ୟୁସଂଖ୍ୟା ୧୬ ଛୁଇଁଲା

ମୁମ୍ବାଇ,୧୫।୫: ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। NDRF ଟିମ ବୁଧବାର ସକାଳେ ଘଟଣାସ୍ଥଳରୁ ଆଉ ଦୁଇ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୭୪ ଜଣ ଆହତ ହୋଇଛନ୍ତି। ଗତ ସୋମବାର ଏହି…

ବଲାଙ୍ଗୀରରେ ବଡ଼ ବୟାନ ଦେଲେ ରାହୁଲ, କହିଲେ ଆମେ ସରକାରକୁ ଆସିଲେ…

ବଲାଙ୍ଗୀର,୧୫।୫: ବଲାଙ୍ଗୀରରେ ପହଞ୍ଚଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ବଲାଙ୍ଗୀର ଜନ ଆଶୀର୍ବାଦ ସଭାରେ ରାହୁଲ ସାମିଲ ହୋଇ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ବଡ଼ ବୟାନ ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ…

କଂଗ୍ରେସର ବଡ଼ ପ୍ଲାନ, ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୫: ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ । ବର୍ତ୍ତମାନ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି। ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେବେ । ଦିନ ୧୧ଟା ୪୫ରୁ…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୫: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ଙ୍କ ପରଲୋକ। ସିନ୍ଧିଆଙ୍କ ମାଆ ମାଧବୀ ରାଜେଙ୍କର ବୁଧବାର ଦେହାନ୍ତ ହୋଇଛି । ବୟସାଧୀକ ହେତୁ ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସିନ୍ଧିଆ ପରିବାରର ରାଜମାତା…

ଭାଜପା ନେତାଙ୍କଠାରୁ ପୁଳାପୁଳା ଟଙ୍କା ଜବତ

ଟିଟିଲାଗଡ଼,୧୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କଠାରୁ ନିର୍ବାଚନ ଯାଞ୍ଚ ସ୍କାର୍ଡ ପୁଳାପୁଳା ଟଙ୍କା ଜବତ କରିଛି। ତାଙ୍କ ନିକଟରୁ ପ୍ରାୟ ୪, ୪୮୦୦୦ ଟଙ୍କା ଜବତ ହୋଇଛି। ସୂଚନାଯୋଗ୍ୟ, ଗତ ବିଳମ୍ବିତ ରାତିରେ ଶ୍ରୀ ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?