ଷୋଳସାପାଣ୍ଠ ଜମିରେ ଲଙ୍ଗଳରେ ଚାଷ କରିଥିଲେ ମହାଦେବ
କାଳିପଦା, ୮।୩(ରାଜଶ୍ରୀ ପାଣିଗ୍ରାହୀ): ବାଲେଶ୍ୱର ଜିଲାରେ ଥିବା ପ୍ରାଚୀନ ଶୈବପୀଠ ମଧ୍ୟରୁ ବାବା ଲଙ୍ଗଳେଶ୍ୱର ପୀଠରେ ପୂଜା ପାଉଛନ୍ତି ଉଭୟ ମହାଦେବ ଓ ମାତା ପାର୍ବତୀ। ବାଲେଶ୍ୱର ସଦର ମହକୁମାଠାରୁ ୪୮କି.ମି. ଓ ବାଲିଆପାଳ ବ୍ଲକ ସଦରଠାରୁ ୨୦ କି.ମି. ଦୂରରେ…
ଜଳସେଚନ ପାଇଁ ୩ ବର୍ଷ ଲଢ଼େଇ
ନୟାଗଡ଼,୮।୩(ଲୋକନାଥ ମିଶ୍ର): ଉଠାଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀଙ୍କ ମନମାନି ଓ ଅସହଯୋଗ କାରଣରୁ ଜିଲାରେ ୧୨୦ ଗଭୀର ନଳକୂପ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ନ ପାରି ଅନିଶ୍ଚିତତା ଘେରରେ ରହିଛି। ଚାଷୀଙ୍କ ବାରମ୍ବାର ପ୍ରତିବାଦ, ୩ ବର୍ଷ ହେଲା ଆନ୍ଦୋଳନ ପରେ ବି…
ପହିଲାରୁ ସିଭି ଦର ବଢ଼ାଇବ ଟାଟା ମୋଟର୍ସ
ଭୁବନେଶ୍ୱର,୮।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଟାଟା ଗ୍ରୁପ୍ର ଅଗ୍ରଣୀ ଯାନ ନିର୍ମାତା ଟାଟା ମୋଟର୍ସର ବାଣିଜ୍ୟକ ଯାନ (କମର୍ସିଆଲ ଭେହିକଲ ବା ସିଭି)ର ଦର ପ୍ରାୟ ୨% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଏପ୍ରିଲ ୧ରୁ…
ମଦ ବିରୋଧୀ ମହିଳାଙ୍କୁ ଗୁଳିମାଡ଼କୁ ୯ ବର୍ଷ
କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୯ ବର୍ଷ ପୁରିଛି। ସେହିଦିନ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସର ଗୁଳିମାଡ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଏବେ ବି ତାଜା ରହିଛି। ଏପରି ଘଟଣା ସତ୍ତ୍ୱେ ମହିଳାମାନେ ମଦ…
ଶେୟାର ବଜାରରେ ଉତ୍ସାହ
ଭୁବନେଶ୍ୱର,୮।୩: କ୍ରମାଗତ ୨ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ…
ସମ୍ଭାବ୍ୟ ମେଣ୍ଟକୁ ନେଇ ଲୋକଙ୍କ ମତ: ଏଥର କୌଣସି ‘ବି’ ନୁହେଁ, ‘ସି’
ଭୁବନେଶ୍ୱର,୮ା୩:ରାଜ୍ୟରେ ଆସନ୍ତା ନିର୍ବାଚନ ପାଇଁ ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ସମ୍ଭାବନାକୁ ନେଇ ନାନା ଆଲୋଚନା ହେଉଛି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଭାଜପା ଏକାଠି ଲଢ଼ିବାକୁ ଅନେକେ ନାପସନ୍ଦ କରି ସୋସିଆଲ ମିଡିଆରେ ମନ୍ତବ୍ୟ ଦେଉଛନ୍ତି। ଏଭଳି…
ଏଥର ଭିନ୍ନ ଫର୍ମୂଲା: ମେଣ୍ଟ ହେବ, ମାତ୍ର ସରକାରରେ ସାମିଲ ହେବେ ନାହିଁ
ଭୁବନେଶ୍ୱର,୮ା୩: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ଲାଗିରହିଛି। ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ପରେ ବୈଠକ ଏବଂ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡା ଓ ଅମିତ…
ସମ୍ବଲପୁର ଭାଜପାରେ ବଢ଼ୁଛି କନ୍ଦଳ
ସମ୍ବଲପୁର,୮ା୩(ପ୍ରମୋଦ ବହିଦାର):ଭାଜପା ଗଡ଼ ଭାବେ ପରିଚିତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ଅନ୍ତଃକନ୍ଦଳ ପଦାକୁ ଆସିଛି। ଦୁଇ ପ୍ରଭାରୀଙ୍କ ଉପସ୍ଥିତିରେ ବୁଧବାର ରାତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅପ୍ରତ୍ୟାଶିତ ଭାବେ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଥିବା ବିଷୟ ଗୁରୁବାର ଜଣାପଡ଼ିବା…
ରାଷ୍ଟ୍ର ନିଷ୍ପତ୍ତିକୁ ସମାଲୋଚନା କରିପାରିବେ ନାଗରିକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୩(ପି.ଟି.):ରାଷ୍ଟ୍ରର ଯେକୌଣସି ନିଷ୍ପତ୍ତିକୁ ସମାଲୋଚନା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସମାଲୋଚନା କରି ହ୍ବାଟ୍ସଆପ୍ରେ ମେସେଜ୍ ପୋଷ୍ଟ କରିଥିବା ଜଣେ ପ୍ରଫେସରଙ୍କ ବିରୋଧରେ ମାମଲାକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେବା ଅବସରରେ ଏହା କହିଛନ୍ତି। ସରକାରଙ୍କ…
ଝରଣା ଶୁଖିଲେ ପ୍ରାକୃତିକ ବିପତ୍ତିର ସୂଚନା ମିଳେ
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରୁଣାବନ୍ତ ପାହାଡ ପାଦଦେଶରେ ତଥା ଚଣ୍ଡିଖୋଲ ଛକଠାରୁ ମାତ୍ର ୪ କିମି ଦୂରରେ ରହିଛି ମହାବିନାୟକ ମନ୍ଦିର। ଏହି ପୀଠକୁ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସିଥାନ୍ତି। ଏଠାକାର ନିଆରା କଥା ହେଲା ମହାପ୍ରଭୁଙ୍କ ମନ୍ଦିର…
୮୨୦ କୋଟିର ୟୁକୋ ବ୍ୟାଙ୍କ ଦୁର୍ନୀତି
ନୂଆଦିଲ୍ଲୀ,୮।୩: ୟୁକୋ ବ୍ୟାଙ୍କରେ ୮୨୦ କୋଟି ଟଙ୍କାର ସନ୍ଦେହଜନକ କାରବାର ଅଭିଯୋଗରେ ସିବିଆଇ ୨ ଇଞ୍ଜିନିୟରଙ୍କ ବିରୋଧରେ ମାମଲା ରୁଜୁ କରିଛି। ୟୁକୋ ବ୍ୟାଙ୍କ୍ର ମୋବାଇଲ୍ ବ୍ୟାଙ୍କିଙ୍ଗ ଆପ୍ ପରିଚାଳନା କରୁଥିବା କମ୍ପାନୀ ଏଲ୍କୋଡ୍ ଟେକ୍ନୋଲୋଜିଜ୍ ପ୍ରା.ଲିଃରେ ୨ ଇଞ୍ଜିନିୟର ଅଭିଷେକ ଶ୍ରୀବାସ୍ତବ…
ଆଜି ଆସିପାରେ କଂଗ୍ରେସର ପ୍ରଥମ ଲିଷ୍ଟ:୪୦ ଜଣିଆ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ
ନୂଆଦିଲ୍ଲୀ,୮।୩:ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ୪୦ ଜଣିଆ ପ୍ରାର୍ଥୀ ତାଲିକା ଗୁରୁବାର ଚୂଡ଼ାନ୍ତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ କେରଳର ଓ୍ବାୟନାଡ୍ରୁ ନିର୍ବାଚନ ଲଢ଼ିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।…
Archives


