Home

ଇମୋଶନାଲ୍‌ ହେଲେ କୋହଲି: କହିଦେଲେ ହୃଦୟର କଥା

ନୂଆଦିଲ୍ଲୀ,୨୭।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏଲିମିନେଟରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ପରାଜୟ ପରେ ଫାଫ ଡୁ ପ୍ଲେସିସଙ୍କ ନେତୃତ୍ୱରେ ଆରସିବିର ସିଜିନ୍‌ ସମାପ୍ତ ହୋଇଥିଲା। ଏଥି ସହିତ ଚଳିତ ସିଜନରେ ଫାଇନାଲରେ କୋଲକାତା ନାଇଟ…

ଏହିଦିନ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୨୭ା୫: ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି)ମୌସୁମୀକୁ ନେଇ ଏକ ବଡ଼ ସୂଚନା ଜାରି କରିଛି। ଆଇଏମ୍‌ଡି ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପାଣିପାଗ ଅନୁକୂଳ ରହିବ।…

ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍‌ ଜବତ

ବାଲେଶ୍ୱର,୨୭ା୫(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନଗୁଡ଼ିକରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍‌ ପୋଲିସ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ଟିମ୍‌…

ମୋଦିଙ୍କ ନିର୍ବାଚନ ରଥ: କେବଳ ପ୍ରଚାର ଗାଡି ନୁହେଁ, ସୁବିଧା ଓ ସୁରକ୍ଷାର କିଲା, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ତ୍ୱ

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ଏକ ରୋଡ ଶୋ କରିଥିଲେ। ଏବେ ମଙ୍ଗଳବାର କୋଲକାତାରେ ଏକ ରୋଡ ଶୋ ପ୍ରସ୍ତାବ ଦିଆଯାଇଛି। ସାଫରନ ରଙ୍ଗରେ ସଜାଯାଇଥିବା ତାଙ୍କର ନିର୍ବାଚନ ରଥ ଏକ ସାଧାରଣ କାର୍‌…

ରାଇସ ମିଲ୍‌ ଘେରିଲେ ଉତ୍ତ୍ୟେକ୍ତ ଲୋକେ: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ପାଟଣା,୨୭।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ୍‌ ମିଲ୍‌ ଗେଟ୍‌ ସମ୍ମୁଖରେ ସୋମବାର ପୂର୍ବାହ୍ନରେ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ବିଭିନ୍ନ ଦାବିରେ ଘେରାଉ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦାବିକୁ…

ବ୍ରହ୍ମାଣ୍ଡ ତ ମୋଦି ତିଆରି କରିଛନ୍ତି: କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଶବ୍ଦ ଯୁଦ୍ଧ ଜୋରଦାର ହେଉଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଏଏପି ଜାତୀୟ ସଂଯୋଜକ…

ୟୁପିର ସେହି ୮ ଆସନ, ଯେଉଁଠି ମୋଦି ଲହରର ବି ପଡେ ନାହିଁ ପ୍ରଭାବ, ଏଥର ବି ଭାଜପା ପାଇଁ ଚିନ୍ତାର ବିଷୟ

ଲକ୍ଷ୍ନୌ,୨୭।୫: ଯଦିଓ ଭାଜପା ଦେଶରେ ‘୪୦୦ ପାର’ ଏବଂ ୟୁପିରେ ‘ମିଶନ ୮୦’ ସ୍ଲୋଗାନ ଦେଉଛି। କିନ୍ତୁ ସେ ଏହା ମଧ୍ୟ ଜାଣଛି ଯେ ପୁର୍ବାଞ୍ଚଳ ତାଙ୍କ ପାଇଁ ଏପର୍ଯ୍ୟନ୍ତ ସହଜ ହୋଇନାହାଁନ୍ତି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପ୍ରତିଦ୍ୱନ୍ଦ୍ୱିତା…

ବ୍ରାଜିଲ ବନ୍ୟାରେ ମୃତକଙ୍କ ସଂଖ୍ୟା ୧୦୦ ପାର୍‌, ୫୬ ନିଖୋଜ

ସାଓ ପାଓଲୋ,୨୭।୫: ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏପ୍ରିଲ ୨୯ରେ ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ସେବେଠାରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟରେ ବର୍ଷା ଓ…

ଏହି କ୍ରିକେଟର୍‌ଙ୍କୁ ଡେଟ୍‌ କରୁଛନ୍ତି ଶାହାରୁଖଙ୍କ ଝିଅ!

ଚେନ୍ନାଇ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମାଲିକ ଶାହାରୁଖ ଖାନ ତାଙ୍କ ଦଳର ଆଇପିଏଲ ୨୦୨୪ ଚାମ୍ପିଅନ ହୋଇଥିବାର ଦେଖି ବେଶ୍‌ ଖୁସି ଅଛନ୍ତି। କିଙ୍ଗ ଖାନଙ୍କ ଝିଅ ସୁହାନା ଖାନ ମଧ୍ୟ କେକେଆର ଟ୍ରଫି ଜିତିବାର ଏକ ଅଂଶ ହୋଇଥିଲେ…

ଶାଗୁଆନ କାଠଗଣ୍ଡି ଚୋରାଚାଲାଣ ବେଳେ ୮ ମାଫିଆ ଗିରଫ

ଦାରିଙ୍ଗବାଡ଼ି,୨୭ା୫(ଅରୁଣ ସାହୁ): କିଛିଦିନ ଧରି ଜଙ୍ଗଲରେ ଆତଙ୍କ ସୃଷ୍ଟି କରିବା ସହ ଜଙ୍ଗଲ କାଟି କନ୍ଧମାଳ ଜିଲାରୁ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା ଏହି ଖବର ବ୍ରାହ୍ମଣୀଗାଁ ବନାଞ୍ଚଳ ନିକଟରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ ରାତ୍ରି…

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ୧୮ ଲୋକଙ୍କ ମୃତ୍ୟୁ, ଅନେକ ଅଞ୍ଚଳ ଅନ୍ଧାର

ଓ୍ବାଶିଂଟନ,୨୭।୫: ସେଣ୍ଟ୍ରାଲ ଆମେରିକାରେ ଘାତକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଛି। ସମ୍ପ୍ରତି ଏହି ଝଡ଼ରେ ପିଲାମାନଙ୍କ ସମେତ ୧୮ଜଣଙ୍କ ଜୀବନ ଯାଇଛି। ସିଏନଏନ ଏହି ସୂଚନା ଦେଇଛି । ଲକ୍ଷ ଲକ୍ଷ ଲୋକ ଏହି ଝଡ଼ର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,…

ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ଉପରେ ଧନବର୍ଷା କଲା ବିସିସିଆଇ: ମିଳିବ ଏତିକି ଟଙ୍କା

ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ ପୁଣି ଥରେ ଆଇପିଏଲ ଟାଇଟଲ ଜିତିଛି। ଦଳ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ଆଇପିଏଲ ୨୦୨୪ର ବିଜେତା ଦଳ ପୁରସ୍କାର ରାଶି ଭାବରେ ୨୦ କୋଟି ଟଙ୍କା ପାଇଛି। ଭାରତରେ କ୍ରିକେଟ ବୋର୍ଡ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?