ମହିଳାଙ୍କ ହେୟାର ଷ୍ଟାଇଲ ମୁଣ୍ଡରେ ଦେବେ ହାତ, ଭିଡିଓ ଦେଖିଲେ ହୋସ ଉଡିଯିବ…
ମଣିଷର ଲୁକକୁ ପ୍ରଭାବଶାଳୀ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ। ସେଥିପାଇଁ ଲୋକମାନେ ନିଜ ମୁହଁ ଓ ଚେହେରା ଅନୁଯାୟୀ କେଶ ରଖନ୍ତି। କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ତ କିଛି ଲୋକ ଛୋଟ କେଶ ରଖନ୍ତି…
ସ୍ବାମୀଙ୍କୁ ଗର୍ଲଫ୍ରେଣ୍ଡ୍ଙ୍କ ସହ ଦେଖି ସିଂଘମ ସାଜିଲେ ସ୍ତ୍ରୀ: କରିଦେଲେ ଏମିତି କାମ
ନୂଆଦିଲ୍ଲୀ,୯।୨: ସାଧାରଣତଃ ଭାଲେଣ୍ଟାଇନ ଓ୍ବିକ୍ରେ ପ୍ରେମୀଯୁଗଳ ଏକାଠି ବୁଲିବା ଦେଖାଯାଏ। କିନ୍ତୁ ଏହି ସମୟରେ ବିବାହିତ ବ୍ୟକ୍ତିମାନେ ସ୍ତ୍ରୀଙ୍କୁ ଛାଡି ପ୍ରେମିକାଙ୍କୁ ଧରି ବୁଲିବା ନିହାତି ନିନ୍ଦନୀୟ। ସତନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଭାଇରାଲ ହେବାରେ…
କରଙ୍ଗାଭଟା ଗାଁରେ ଏବେଠୁ ପାନୀୟ ଜଳ ସଙ୍କଟ
ନୂଆପଡ଼ା,୯।୨(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଗ୍ରୀଷ୍ମ ଋତୁ ନ ଆସିବା ପୂର୍ବରୁ ପାଣିର ଘୋର ସଙ୍କଟ ଦେଖା ଦେଲାଣି। ବସୁଧା ଯୋଜନାରେ ଓଭର ଟାଙ୍କି ନିର୍ମାଣ ହୋଇ ପାଇପ ପୋତା ସରି ଆଜକୁ…
ବିନା ଏନ୍ଓସିରେ ଚାଲିଛି ବେସରକାରୀ ସ୍କୁଲ
ରାଉରକେଲା,୯।୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ଉକ୍ତ ସ୍କୁଲଗୁଡିକ ଆବଶ୍ୟକ ସରକାରୀ ମାନଦଣ୍ଡ ପୂରଣ କରୁ ନ ଥିବାରୁ ସେମାନଙ୍କୁ ଏନ୍ଓସି ମିଳିପାରୁନାହିଁ। ଫଳରେ ରାଉରକେଲାରେ…
ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି ରାହୁଲ: ଧର୍ମେନ୍ଦ୍ର
ଭୁବନେଶ୍ୱର,୯।୨(ସୁନିତ୍ ମିଶ୍ର)”ମନ୍ଦିର ଏବଂ ମଠ ବୁଲିବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି। କଂଗ୍ରେସର ‘ମିଛର ଗ୍ୟାରେଣ୍ଟି’କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ…
ଶ୍ରୀମନ୍ଦିର ଭିତରେ ଉଷୁନା ଚାଉଳ ଭର୍ତ୍ତି କରିଥିବା ବ୍ୟକ୍ତିକୁ ଗିରଫ କରାଯାଉ: ଭାଜପା
ଭୁବନେଶ୍ୱର,୯।୨(ସୁନିତ୍ ମିଶ୍ର):ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ପହଞ୍ଚାଇବା ସହିତ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି। ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ…
ଏବେ ବି ଗଡ଼ୁଛି ଜେଜେବାପାଙ୍କ ସାଇକେଲ
କାମାକ୍ଷାନଗର,୯।୨(ଅମ୍ଜାଦ୍ ଖାନ୍): ଅନେକ ପରିବାରରେ ବରିଷ୍ଠ ନାଗରିକ ଅବହେଳାର ଶିକାର ହେଉଛନ୍ତି। ନିଜର ଲୋକମାନଙ୍କ ଦ୍ୱାରା ଉପେକ୍ଷିତ ହେଉଛନ୍ତି। ଆଦର, ଯତ୍ନ ତ ଦୂରର କଥା ସମ୍ମାନ ଟିକେ ଦେବାକୁ ସେମାନେ ଉଚିତ ମଣୁନାହାନ୍ତି। ଏପରି ଘଟଣା ଏବେ ନିତିଦିନିଆରେ ପରିଣତ…
ପୁଷ୍ପେନ୍ଦ୍ରଙ୍କ ବିଶ୍ୱସ୍ତ ଏବେ ଆଶାୟୀ
ବେହେରା,୯।୨(ଭୂପେଶ ତିୱାରୀ):କଳାହାଣ୍ଡି ଜିଲାର କୋକସରା, ଧର୍ମଗଡ଼ ଓ କଲମପୁର ବ୍ଲକ ଏବଂ ଜୟପାଟଣା ବ୍ଲକର ୨ଟି ଗ୍ରାମପଞ୍ଚାୟତକୁ ନେଇ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ। ଗତ ୫ଟି ନିର୍ବାଚନକୁ ଦେଖିଲେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଆସୁଛନ୍ତି। ୨୦୧୯ରେ ମୌଷଧି ବାଗ୍ ବିଜୟୀ…
‘ଅର୍ଥନୀତିକୁ ଅଚଳ କରିଦେଇଥିଲା ଉପା’
ନୂଆଦିଲ୍ଲୀ,୯ା୨ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ପୂର୍ବରୁ ଭାରତରେ ଏକ ସୁସ୍ଥ ଅର୍ଥନୀତି ଥିଲା। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଏହି ସରକାର କ୍ଷମତାକୁ ଆସିବା ପରେ ଅର୍ଥନୀତିକୁ ଅଚଳ କରିଦେଇଥିଲା ବୋଲି ଗୁରୁବାର କେନ୍ଦ୍ର ପକ୍ଷରୁ ଲୋକ ସଭାରେ ଉପସ୍ଥାପିତ…
ଖଇରାବାସୀଙ୍କ ଅଦାଲତ ସ୍ବପ୍ନ ମଉଳିଗଲାଣି
ଖଇରା,୯।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକରେ ଦେୱାନୀ ଓ ଫୌଜଦାରୀ କୋର୍ଟ ଖୋଲିବା ଲାଗି ନିର୍ଦ୍ଦେଶନାମାର ଦେଢବର୍ଷ ବିତିଯିବାକୁ ବସିଥିବା ବେଳେ କୋର୍ଟ କାର୍ଯ୍ୟକ୍ଷମ ହୋଇପାରିଲାନି। ଏଭଳି ଅସ୍ଥାୟୀ କୋର୍ଟ ପାଇଁ ଖଇରା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ…
କଂଗ୍ରେସର କୃଷ୍ଣପତ୍ର ବନାମ ଏନ୍ଡିଏର ଶ୍ୱେତପତ୍ର
ନୂଆଦିଲ୍ଲୀ,୯ା୨:କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଗୁରୁବାର ବ୍ଲାକ୍ ପେପର (କୃଷ୍ଣପତ୍ର) ଜାରି କରିଛି। ଗତ ୧୦ ବର୍ଷ ଶାସନ କାଳରେ ଦରଦାମ୍ ଓ ବେରୋଜଗାରି ବୃଦ୍ଧି ପାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ଏବଂ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ…
୧୫ରୁ ଓଡ଼ିଶା ଗସ୍ତରେ ଆସିବେ ନିର୍ବାଚନ କମିଶନର
ଭୁବନେଶ୍ୱର,୯।୨(ସୁନିତ୍ ମିଶ୍ର):ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ଏହାର ପ୍ରସ୍ତୁତି ସମୀକ୍ଷା କରିବାକୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ୍ ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ…
Archives


