Home

ବିଧାନସଭାରେ ଗଞ୍ଜାମରୁ ମହିଳା ପ୍ରତିନିଧି ଶୂନ

ଛତ୍ରପୁର,୭ା୬(ସନ୍ତୋଷ ପାଢୀ):ଗଞ୍ଜାମ ଜିଲାରେ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ୨୦୨୪ରେ ଉକ୍ତ ୧୩ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଗଞ୍ଜାମ ଜିଲାରେ ଜଣେ ମଧ୍ୟ ମହିଳା ପ୍ରାର୍ଥୀ ବିଜୟୀ ହୋଇପାରିନାହାନ୍ତି। ଫଳରେ ଏଥର ବିଧାନସଭାରେ ଗଞ୍ଜାମ ଜିଲାରୁ ମହିଳା ପ୍ରତିନିଧି…

କେଜ୍‌ରିଓ୍ବାଲଙ୍କର ମାରାତ୍ମକ ରୋଗ ନାହିଁ: କୋର୍ଟ

ନୂଆଦିଲ୍ଲୀ,୭ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅନ୍ତରୀଣ ଜାମିନରେ ଆସି ଜୋର୍‌ଦାର ପ୍ରଚାର ଚଳାଇଥିଲେ। ସେ କୌଣସି ମାରାତ୍ମକ ରୋଗରେ ପୀଡ଼ିତ ନ ଥିବା ଏଥିରୁ ସୂଚନା ମିଳୁଛି ବୋଲି ଦିଲ୍ଲୀର ଏକ କୋର୍ଟ କହିବା ସହ ତାଙ୍କୁ ଅନ୍ତରୀଣ ଜାମିନ…

ପାର୍ଲାମେଣ୍ଟ ପରିସରରେ ଗାନ୍ଧୀ, ଆମ୍ବେଡ୍‌କର, ଶିବାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର; ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ,୭।୬: ପାର୍ଲାମେଣ୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀ, ବି.ଆର୍‌. ଆମ୍ବେଡ୍‌କର ଏବଂ ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତିକୁ ସେମାନଙ୍କ ମୂଳ ସ୍ଥାନରୁ ହଟାଇ ଦିଆଯାଇଛି। ସେଗୁଡ଼ିକୁ ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ନିକଟରେ ଥିବା ଲନ୍‌କୁ ସ୍ଥାନାନ୍ତର କରାଯାଇଛି। ପ୍ରତିମୂର୍ତ୍ତିଗୁଡ଼ିକର ସ୍ଥାନ ପରିବର୍ତ୍ତନକୁ ନେଇ…

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବାକୁ ଅପେକ୍ଷା

ପୁରୀ,୭ା୬(ଅଜିତ୍‌ କୁମାର ମହାନ୍ତି):ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ…

ସିଂଦେଓ ପରିବାର ଜିତିଲେ, ମିଶ୍ର ହାରିଲେ

ବଲାଙ୍ଗୀର, ୭ା୬(ବୀରେନ୍ଦ୍ର କୁମାର ଝାଙ୍କର): ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ବଲାଙ୍ଗୀର ଜିଲା ଏିଊ ପ୍ରମୁଖ ରାଜନୈତିକ କେନ୍ଦ୍ର ଭାବେ ପରିଚିତ ହୋଇଆସିଛି। ଏହି ଜିଲାର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପରିବାର ଭାବେ ବଲାଙ୍ଗୀର ରାଜପରିବାର ବା ସିଂଦେଓ ଏବଂ…

ଆସନ୍ତା ୧୦ରେ ଜନତା ମଇଦାନରେ ହେବ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ

ଭୁବନେଶ୍ୱର,୬।୬: ରାଜ୍ୟରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଆଜି ଏ ନେଇ ସରକାରୀ…

ପ୍ରେସମିଟ୍‌ କରି ସ୍ପଷ୍ଟ କଲା ବିଜେଡି, କେଉଁଠି ଅଛନ୍ତି ପାଣ୍ଡିଆନ୍‌

ଭୁବନେଶ୍ୱର,୬।୫: ବିଜେଡିର ପରାଜୟ ପରେ ପାଣ୍ଡିଆନ୍‌ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଏହାର ସ୍ପଷ୍ଟୀକରଣ ରଖିଛି। ଖବରଦାତା ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗୁରୁବାର ସୂଚନା ଦେଇ କହିଛନ୍ତି ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ୍‌ ଦିଲ୍ଲୀ…

ହରଡଗଡ଼ାରେ ଭାଜପା, ଜେଡିୟୁ-ଟିଡିପି ହାତରେ ରହିପାରେ ଏହି ସବୁ ବିଭାଗ

ନୂଆଦିଲ୍ଲୀ,୬।୬: ଭାଜପାକୁ ସରକାର ଗଠନ କରିବାକୁ ମ୍ୟାଜିକ୍‌ ନମ୍ବର ମିଳିନାହିଁ। ତେଣୁ ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଯାଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ ମନ୍ତ୍ରଣାଳୟ ନେବାକୁ…

ଏଇଠି ଅଛନ୍ତି ପାଣ୍ଡିଆନ୍‌, ମିଳିଲା ବଡ଼ ସୂଚନା

ଭୁବନେଶ୍ୱର,୬।୬: ରାଜ୍ୟରେ ବିଜେଡି ପରାଜୟ ପରେ ପାଣ୍ଡିଆନ୍‌ଙ୍କ ଦେଖା ମିଳୁନାହିଁ। ସେ କେଉଁ ଆଡେ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ପାଣ୍ଡିଆନ୍‌ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ…

କାହାକୁ ମିଳିବ ମନ୍ତ୍ରୀପଦ, କସରତ ଆରମ୍ଭ: ଏହିସବୁ ନେତାଙ୍କ ହାତରେ ଲାଗିପାରେ ଲଟେରି

ନୂଆଦିଲ୍ଲୀ,୬।୬: ୟୁପି ଲୋକ ସଭା ନିର୍ବାଚନରେ ଭାଜପାର ଆସନ ହ୍ରାସର ପ୍ରଭାବ ମଧ୍ୟ କେନ୍ଦ୍ରରେ ଗଠନ ହେବାକୁ ଥିବା ଏନଡିଏ-୩.୦ ସରକାରରେ ଦେଖାଯିବ। ଏଥର ଲୋକ ସଭା ନିର୍ବାଚନରେ ହାରିଥିବା କେନ୍ଦ୍ର ମନ୍ତ୍ରୀଙ୍କ ସ୍ଥାନରେ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ…

ଏବେ ଲିଫ୍ଟରେ ବସି ୪୦ ଦିନରେ ମହାକାଶକୁ ଯାଇପାରିବ ମଣିଷ

ଏପରି ଲିଫ୍ଟ କେବେ ସମ୍ଭବ, ଯାହା ଦ୍ୱାରା ମଣିଷ ମହାକାଶକୁ ଯିବାକୁ ସକ୍ଷମ ହେବ? ମାତ୍ର ଆଜିର ସମୟରେ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବିକାଶ ଅନୁଯାୟୀ ଏହା ଅସମ୍ଭବ ନୁହେଁ। ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷ ମହାକାଶଯାନ ଦ୍ୱାରା ମହାକାଶକୁ ଯାଆନ୍ତି,…

ଗୋଟିଏ ହାତରେ ସମର୍ଥନ, ଦ୍ୱିତୀୟ ହାତରେ ବଢ଼ାଇଲେ ଟେନ୍‌ସନ…

ନୂଆଦିଲ୍ଲୀ,୬।୬: ଲୋକସଭା ନିର୍ବାଚନ -୨୦୨୪ ର ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ଗଠନ ହେବା ସ୍ପଷ୍ଟ ହୋଇଛି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଭାଜପା ଏଥର କମ୍‌ ଆସନ ପାଇଛି, ଯେଉଁଥିଲାଗି ନୀତୀଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?