Home

ଆପଣଙ୍କ ବ୍ୟାଙ୍କରୁ ଓଟିପି କି ଏସ୍‌ଏମ୍‌ଏସ୍‌ ଆସୁନାହିଁ କି? କରନ୍ତୁ ଏହି କାମ, ତୁରନ୍ତ ହୋଇଯିବ ଠିକ୍‌

ନୂଆଦିଲ୍ଲୀ,୧୭।୨: ଆଜିକାଲିର ସମୟରେ ଓଟିପି(ଓ୍ବାନ୍‌ ଟାଇମ୍‌ ପାସଓ୍ବାଡ୍‌)ର ଗୁରୁତ୍ୱ ବଢ଼ିଛି। ଡିଜିଟାଲ ହେବା ଯୋଗୁ ଏହାଦ୍ୱାରା ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ରହିଛି। ଯେତେବେଳେ ବି ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ଜାକ୍ସନ କରାଯାଉଛି ନଚେତ ପରିବର୍ତ୍ତନ କରାଯାଉଛି, ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରକୁ ଓଟିପି…

ଔଷଧ-ପ୍ରସାଧାନ ସାମଗ୍ରୀର ଗୁଣବତ୍ତା ହେବ ସୁନିଶ୍ଚିତ: ସିଡିଏସସିଓ ଜାରି କଲେ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୭।୨ : ଔଷଧ ଏବଂ ପ୍ରସାଧନ ସାମଗ୍ରୀର ଗୁଣବତ୍ତା ଏବଂ କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ୟୁନିଫର୍ମ ନମୁନା ପ୍ରଣାଳୀ ଗ୍ରହଣ କରିବାକୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସସିଓ) ଶନିବାର ନିର୍ଦ୍ଦେଶନାମା ଜାରି କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ବାରଖମାକୁ ନୂଆ ବ୍ଲକ ଘୋଷଣା ଦାବି ଜୋର୍‌ ଧରିଲା

ବାଲିଗୁଡ଼ା,୧୭ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ାର ୧୫ ନମ୍ବର ଜିଲା ପରିଷଦ ଜୋନ୍‌ ବାରଖମାକୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବି ଜୋର ଧରିଛି। ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ…

କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ଯବାନଙ୍କୁ ଦସ୍ତା ବାକ୍ସ ବଦଳରେ ମିଳିବ ଟ୍ରଲି…

ନୂଆଦିଲ୍ଲୀ,୧୭।୨ : ଆସାମ ରାଇଫଲ୍ସ, ବିଏସଏଫ, ସୀଆଇଏସଏଫ, ସିଆରପିଏଫ, ଆଇଟିବିପି, ଏନଏସଜି ଏବଂ ଏସଏସବିର ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ସିଏପିଏଫ ଅଧୀନରେ ଥିବା ଯବାନମାନେ ବର୍ତ୍ତମାନ ଦସ୍ତା ବାକ୍ସ ସମସ୍ୟାରୁ ଆରାମ ପାଇବେ। ଏହି ଯବାନମାନଙ୍କୁ ବର୍ତ୍ତମାନ ପାଞ୍ଚ ବର୍ଷର ୱାରେଣ୍ଟି…

ଏମିତି କ’ଣ ହେଲା ଯେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ଅଧାରେ ଛାଡ଼ି ଓ୍ବାୟନାଡ଼ ଗଲେ ରାହୁଲ, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ହଠାତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମଝିରେ ଛାଡ଼ି ଓ୍ବାୟନାଡ ଅଭିମୁଖେ ବାହାରିଛନ୍ତି। ରବିବାର ସେ ପ୍ରୟାଗରାଜ ପହଞ୍ଚିବେ, ଯେଉଁଠାରୁ ପୁଣିଥରେ ଯାତ୍ରା ଆରମ୍ଭ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସୂଚନାନୁଯାୟୀ,…

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ରୂପାରନ୍ତରୀକରଣ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୧୭ା୨(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋ’ ହସ୍ପିଟାଲ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ ଜିଲାରେ ୭୩ଟି ‘ଆମ ହସ୍ପିଟାଲ’ ଶୁଭାରମ୍ଭ କରିଛନ୍ତି। ସ୍କୁଲ ରୂପାନ୍ତୀକରଣ ଭଳି ହସ୍ପିଟାଲ ରୂପାନ୍ତରୀକରଣ ମଧ ଗଞ୍ଜାମ ଜିଲା…

ଧୂଆଁଧାର ଶତକ କରି କାହିଁକି ହଠାତ ପଡ଼ିଆରୁ ପାଭିଲିୟନ ଫେରିଲେ ଜୟସ୍ବାଲ…

ରାଜକୋଟ,୧୭।୨ : ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ତଥା ଓପନର୍‌ ବ୍ୟାଟ୍ସମ୍ୟାନ ଯଶାସୀ ଜୟସ୍ବାଲ ଏକ ଧୂଆଁଧାର ଶତକ ହାସଲ କରିଛନ୍ତି। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଜୟସ୍ବାଲ ୧୨୨ବଲରେ ଶତକ…

ସାଉଣ୍ଡ୍‌ ସିଷ୍ଟମ ଜାଳିଦେଲେ ଦୁର୍ବୃତ୍ତ: ୫ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ବଡ଼ବିଲ,୧୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ଟଣ୍ଟୋ ଗ୍ରାମରେ ମାଗେ ପର୍ବ ପାଳନ ପାଇଁ ହୋଇଥିବା ମଞ୍ଚ ନିକଟରେ ଲାଗିଥିବା ସାଉଣ୍ଡ ସିଷ୍ଟମକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ସାଉଣ୍ଡ…

ରାଜ୍ୟ ସଭା ଯିବା ଆଶା ଅସନ୍ତୋଷର ମୁଖ୍ୟ କାରଣ, କଂଗ୍ରେସ କମଲନାଥଙ୍କୁ ରୋକିବାର ପ୍ରୟାସ ମଧ୍ୟ କରିବନି!…

ନୂଆଦିଲ୍ଲୀ,୧୭।୨ : ଗୋଟିଏ ପରେ ଗୋଟିଏ କଂଗ୍ରେସ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ଗତ କିଛି ମାସ ମଧ୍ୟରେ ଅନେକ ନେତା ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ବର୍ତ୍ତମାନ କମଲନାଥ ଏବଂ ତାଙ୍କ ପୁଅ ନକୁଲନାଥଙ୍କ ସମେତ ଅନେକ କଂଗ୍ରେସ…

ପାଚିକା-ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକାଳ ମଧ୍ୟରେ ଦେହାନ୍ତ ହେଲେ ମିଳିବ ୧ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୭ା୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାରେ ପାଚିକା ତଥା ସହାୟିକା ଭାବରେ କାମ କରୁଥିବା କର୍ମଚାରୀମାନଙ୍କ ପାରିଶ୍ରମିକ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ପାଚିକା ଓ ସହାୟିକାମାନଙ୍କ ପାରିଶ୍ରମିକ ରାଶି ୧,୪୦୦ ଟଙ୍କାରୁ ୨,୦୦୦…

କଂଗ୍ରେସକୁ ବଡ଼ ଝଟକା: କମଲନାଥ ଇସ୍ତଫା ଦେଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ! …

ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସରୁ ଇସ୍ତଫା ଦେଇ ଥିବା କୁହାଯାଉଛି। କମଲ ନାଥ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବତନ…

ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ,୧୭ା୨: ପ୍ରସିଦ୍ଧ ଊର୍ଦ୍ଦୁ ଗୀତିକାର ତଥା କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧ। ଗୁଲଜାରଙ୍କୁ ବର୍ତ୍ତମାନର ଊର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଜଣେ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri