ଅସହ୍ୟ ହେବ ତାତି
ନୂଆଦିଲ୍ଲୀ / ଭୁବନେଶ୍ୱର,୨।୩(ଅନିଲ ଦାସ): ଚଳିତ ବର୍ଷ ତାତି କଲବଲ କରିବ। ପାରଦ ଉପରମୁହଁା ହେବ। ଗ୍ରୀଷ୍ମଲହର (ହିଟ୍ଓ୍ବେଭ) ଅଧିକାଂଶ ସମୟରେ ଜାରି ରହିବ। ଉପାନ୍ତରୁ ଉପକୂଳ ସବୁଠି ତାତି ଆଚ୍ଛନ୍ନକରି ରଖିବ। ଫେବୃୟାରୀ ଶେଷ ସପ୍ତାହରୁ ଏହା ଜଳ ଜଳ…
ପ୍ରୋ କବାଡି ଲିଗ୍: ପୁନେରି ପଲଟନ୍ ଚାମ୍ପିୟନ
ହାଇଦ୍ରାବାଦ,୧ା୩: ଗଚିବାଓଲିର ବାଲଯୋଗୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ କବାଡି ଲିଗ୍ ଦଶମ ସଂସ୍କରଣ ଫାଇନାଲରେ ବିଜୟୀ ହୋଇଛି ପୁନେରି ପଲଟନ୍। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ବିଗତ ସଂସ୍କରଣର ରନର୍ ଅପ୍ ପୁଣେ ୨୮-୨୫ରେ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ପୁନେରି…
ପୁଅକୁ ଭଲ ଶିକ୍ଷା, ଶତ୍ରୁକୁ ଦୁଃଖ ଦିଅନ୍ତୁ ; ଚାଣକ୍ୟ କହିଥିବା ଏହି ୪ କଥା ମନେରଖନ୍ତୁ…
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍ର…
ଇତିହାସ ରଚିଲା ଆୟର୍ଲାଣ୍ଡ, କ୍ରିକେଟରେ ପ୍ରଥମ ଥର ଲାଗି କଲା ଏଭଳି କାରନାମା
ଆବୁଧାବି,୧।୩: ପ୍ରଥମ ଥର ଲାଗି ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଛି ଆୟର୍ଲାଣ୍ଡ। ୨୦୧୮ରେ ପ୍ରଥମ ଥର ଲାଗି ଟେଷ୍ଟ କ୍ରିକେଟ ଖେଳିଥିଲା ଏହି ଦଳ। ଆଫଗାନିସ୍ତାନ ବିପକ୍ଷରେ ଏକ ଜବରଦସ୍ତ ମୁକାବିଲାରେ ୬ ଉଇକେଟରେ ଦଳ ବିଜେତା ହୋଇଛି। ଏଭଳି…
ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍ , କଡାକଡି ହେଲା ନିୟମ
ନୂଆଦିଲ୍ଲୀ,୧।୩: ଯଦି ଆପଣ ଟ୍ରିପ୍ରେ ଯିବାକୁ ଭଲ ପାଆନ୍ତି ଖାସ୍ କରି ଆପଣଙ୍କ ପାର୍ଟନରଙ୍କ ସହ, ତେବେ ସତର୍କ ହୋଇଯାଆନ୍ତୁ। ଯାତ୍ରା ସମୟରେ ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଝଗଡା କରୁଛନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ। ଏହି ନିୟମ…
ପାଦରେ ଆଘାତ, ହାତରେ ବାସି ରୁଟି; ଧର୍ମେନ୍ଦ୍ରଙ୍କ ଏଭଳି ଅବସ୍ଥା ଦେଖି ଚିନ୍ତାରେ ପ୍ରଶଂସକ
ବମ୍ବେ: ଗୋଡରେ ଲାଗିଛି ଆଘାତ, ହାତରେ ବାସି ରୁଟି। ଅଧାରାତିରେ ଫଟୋ ଶେୟାର କରିବା ପରଠାରୁ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ତାଙ୍କୁ କ’ଣ ହୋଇଛି, ଏଭଳିକି କ’ଣ ପାଇଁ ସେ ଏଭଳି ଦୟନୀୟ ଅବସ୍ଥାରେ ନଜର ଆସୁଛନ୍ତି ତାହା ଜାଣିବାକୁ…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ପହଞ୍ଚିଲେ ମମତା ବାନାର୍ଜୀ
କୋଲକାତା,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ପ୍ରମୁଖ ମମତା ବାନାର୍ଜୀ। ମୋଦି ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ମୋଦି ତାଙ୍କୁ ଶୁକ୍ରବାର ରାଜଭବନରେ ଭେଟିଛନ୍ତି। ଗୋଟିଏ ପଟେ ସନ୍ଦେଶଖାଲି ଘଟଣାକୁ ନେଇ ଭାଜପା ଟିଏମ୍ସିକୁ…
କେବେ ଠୁ ଆରମ୍ଭ ହୋଇଛି କିସ୍ ପ୍ରଥା, ପ୍ରଥମେ କିଏ ଦେଇଥିଲେ କାହାକୁ
ନୂଆଦିଲ୍ଲୀ,୧। ୩: ଇତିହାସକୁ ଆଡେଇ ଦେଖିଲେ ବୈଜ୍ଞାନିକମାନେ ପ୍ରାଚୀନ ମଣିଷଣଙ୍କ ସଭ୍ୟତା ଓ ସଂସ୍କୃତି ବିଷୟରେ ଅନେକ ଗବେଷଣା କରିଛନ୍ତି। ସେ ସମୟରେ ଲୋକମାନେ କେମିତି ରହୁଥିଲେ, କିପରି ଚଳୁଥିଲେ ଏନେଇ ମଧ୍ୟ ଅଧ୍ୟୟନରୁ ଖୁଲାସା ହୋଇଛି। ତେବେ ନିକଟରେ ଏକ…
ଆଲକହଲ ପିଇଲେ କମିଯାଏ ପେଟର ଚର୍ବି! ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ…
ମଦ ସୌକିନ ଲୋକ ମଦ ପିଇବା ପାଇଁ ବିଭିନ୍ନ ବାହାନା ଆପଣାଇଥା’ନ୍ତି। କ୍ଷତି ଠାରୁ ଅଧିକ ଲୋକଙ୍କୁ ସେମାନେ ଲାଭ ସମ୍ପର୍କରେ ସୂଚନା ଦେଇଥାନ୍ତି। ତେବେ ଆଲକହଲ ମୋଟା କି ପତଳା କେଉଁ ଲୋକଙ୍କ ବେଶୀ କ୍ଷତି କରାଏ ଜାଣନ୍ତି କି……
ଜାତି-ଧର୍ମକୁ ନେଇ ମାଗନ୍ତୁ ନାହିଁ ଭୋଟ୍: ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୧।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ତାରିଖ ଘୋଷଣା ହେବା ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ଦଳଙ୍କୁ ଆଡଭାଇଜରୀ ଜାରି କରିଛନ୍ତି। ଇସି କହିଛନ୍ତି, ପ୍ରଚାର ସମୟରେ ଜାତି, ଧର୍ମ ଏବଂ ଭାଷା ଆଧାରରେ ଭୋଟ ମାଗନ୍ତୁ ନାହିଁ କିମ୍ବା…
୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତି ତଦାରଖ କଲେ ମୁଖ୍ୟ ସଚିବ
ଭୁବନେଶ୍ୱର,୧।୩(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଦିନ ପ୍ରଧାନମନ୍ତ୍ରୀ ତେଲଙ୍ଗାନା ରାଜ୍ୟରୁ କାର୍ଯ୍ୟକ୍ରମ ସାରି ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସେ ସ୍ବତନ୍ତ୍ର…
ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା
କୋଲକାତା,୧।୩: ଯଦି ୨୦୨୪ ଲୋକ ସଭା ନିର୍ବାଚନର ଠିକ୍ ପୂର୍ବରୁ ଟିଏମ୍ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳ…
Archives


