Home

ନୂଆ ଆଇନରେ ରୁଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ,୧ା୭: ଆଜିଠୁ ଦେଶରେ ଲାଗୁ ହୋଇଛି ୩ ନୂଆ ଆଇନ। ତେବେ ଏହି ଆଇନ ଲାଗୁ ହେବା ପରେ ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ ଏଫ୍‌ଆଇର ବା ମାମଲା ଦିଲ୍ଲୀରେ ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ୍‌ ଥାନାରେ ଜଣେ ଭେଣ୍ଡରଙ୍କ…

ନୂଆ ଆଇନରେ ହୋଇଛି ଏସବୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ବିଶ୍ୱାସ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ…

ଆଜିଠୁ ଲାଗୁ ହେଲା ୩ ନୂଆ ଆଇନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି),…

ଜେଡିୟୁ ବୈଠକ ପରେ ହଠାତ୍‌ ଆକ୍ଟିଭ ହେଲେ ନୀତୀଶ କୁମାର

ପାଟନା,୩୦।୬: ଶନିବାର ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀରେ ପାର୍ଟି ଲୋକଙ୍କୁ ଭେଟିଥିଲେ। ଦିଲ୍ଲୀରେ ସେ ବିଭିନ୍ନ ରାଜ୍ୟରୁ ଜେଡିୟୁ ନେତାମାନଙ୍କୁ ଭେଟିଥିଲେ। ରବିବାର ମୁଖ୍ୟମନ୍ତ୍ରୀ ପ୍ରଥମେ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ…

ବାରବାଡୋସରେ ଫସିଛନ୍ତି ଓ୍ବାର୍ଲଡ ଚାମ୍ପିୟନ ଟିମ, ଫେରିବାକୁ ହେଉଛି ବିଳମ୍ବ!

ନୂଆଦିଲ୍ଲୀ,୩୦।୬: ଭାରତୀୟ ଦଳ ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟାଇଟଲ ଜିତିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ବାରବାଡୋସରେ ଖେଳାଯାଇଥିଲା। ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଶୁକ୍ରବାର ବାରବାଡୋରେ ପହଞ୍ଚିଥିଲେ,…

ମୋଦିଙ୍କୁ ଚିଠି ଲେଖିଲେ ଶିୟା ପର୍ସନାଲ ଲ ବୋର୍ଡ

ନୂଆଦିଲ୍ଲୀ,୩୦।୬: ଅଲ ଇଣ୍ଡିଆ ଶିୟା ପର୍ସନାଲ ଲ ବୋର୍ଡ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ମୁହରାମ ଶୋଭାଯାତ୍ରାରେ ସୁରକ୍ଷା ଏବଂ ଉନ୍ନତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ…

ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍‌: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି

ଠାଣେ,୩୦।୬: ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ…

ଜେଲ୍‌ରୁ ମୁକୁଳିବା ପରେ ଏମିତି ଘୋଷଣା କଲେ ହେମନ୍ତ ସୋରେନ୍‌

ଭୋଗ୍‌ନାଡିହ,୩୦ା୬:ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରବିବାର ସାରା ଦେଶରେ ସାମନ୍ତବାଦୀ ତତ୍ତ୍ୱଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ୧୮୫୫ରେ ବ୍ରିଟିଶଙ୍କ ବିରୋଧରେ ସାନ୍ତାଳଙ୍କ ବିଦ୍ରୋହର ବର୍ଷପୂର୍ତ୍ତି ଅବସରରେ ‘ହୁଲ୍‌ ଦିବସ’ ପାଳନ କରାଯାଇଛି। ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର…

ଏହି କାମ ନ କଲେ ମିଳିବ ନାହିଁ କିସାନ ସମ୍ମାନନୀଧି ଯୋଜନାର ଲାଭ!

ଲକ୍ଷ୍ନୌ,୩୦।୬: ପ୍ରକୃତ କୃଷକମାନଙ୍କୁ ପିଏମ କିସାନ ସାମ୍ମାନ ନିଧି, କିସାନ କ୍ରେଡିଟ କାର୍ଡ ସମେତ ସମସ୍ତ ସରକାରୀ ଯୋଜନାର ସୁବିଧା ପ୍ରଦାନ କରିବାକୁ କୃଷକଙ୍କ ରେଜିଷ୍ଟ୍ରି ପ୍ରସ୍ତୁତ ହେବ। ସୋମବାର ଠାରୁ ଏଗ୍ରିଷ୍ଟାକ (ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ଫର କୃଷି) ଯୋଜନା…

ଇଡି, ସିବିଆଇ ବିରୋଧରେ ପ୍ରଦର୍ଶନ କରିବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ,୩୦।୬: ଆମ ଆଦମୀ ପାର୍ଟି (ଏଏପି) ଅଭିଯୋଗ କରିଛି ଯେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା ଖୋଲାଖୋଲି ଭାବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ବିଭ୍ରାନ୍ତ କରୁଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ରବିବାର…

ଜୁଲାଇ ୧ରୁ ଆଇପିସି, ସିଆର୍‌ପିସି, ଏଭିଡେନ୍ସ ଆକ୍ଟ ଯୁଗ ହେବ ଶେଷ: କାର୍ଯ୍ୟକାରୀ ହେବ ଏହି ୩ ନୂଆ ଆଇନ୍‌

ନୂଆଦିଲ୍ଲୀ,୩୦ା୬:ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି),…

ଗୋଟିଏ ଦିନରେ ଅବସର ନେଲେ ୪ ମୁଖ୍ୟ ଅଧିକାରୀ

ଏମ.ରାମପୁର,୩୦।୬(ଶଶୀଭୂଷଣ ପ୍ରହରାଜ): ଗୋଟିଏ ଦିନରେ ରବିବାର ଏକା ଥରକେ ୪ଜଣ ମୁଖ୍ୟ ଅଧିକାରୀ, ଅଧିକାରିଣୀ ଅବସର ନେଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ଏମ.ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ। ଅବସର ନେଇଥିବା ଅଧିକାରୀ, ଅଧିକାରିଣୀ ହେଲେ ବିଇଓ ସଙ୍ଗୀତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?