କଂଗ୍ରେସକୁ ଲାଗିବ ୧୦୫ କୋଟିର ଝଟ୍କା
ନୂଆଦିଲ୍ଲୀ,୧୩।୩: ଦିଲ୍ଲୀ ହାଇକୋର୍ଟ ବୁଧବାର ୧୦୫ କୋଟି ଟଙ୍କାର ବକେୟା ଟିକସ ପୁନରୁଦ୍ଧାର ପାଇଁ ଆୟକର ନୋଟିସରେ ରହିବାକୁ ଦଳର ଆବେଦନକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ଏକ ଝଟକା ଦେଇଛନ୍ତି। ମାର୍ଚ୍ଚ ୨୦୨୪ରେ କଂଗ୍ରେସ ଦଳ ଏହି ମାମଲାରେ କୋର୍ଟଙ୍କ ନିକଟରେ…
ଯୁବତୀଙ୍କୁ ସ୍କୁଟି ଚଳାଉଥିବା ଦେଖି ହାତୀ ବି ଡରିଗଲା, ବାଟେ ବାଟେ ଜଙ୍ଗଲକୁ ଧାଇଁଲା…
ପୃଥିବୀପୃଷ୍ଠର ବିଶାଳକାୟ ପଶୁଙ୍କ ମଧ୍ୟରୁ ହାତୀ ଅନ୍ୟତମ। ଜଙ୍ଗଲର ରାଜା ସିଂହ ବି ଏହାର ସାମ୍ନାକୁ ଆସିବାକୁ ସାହସ କରନ୍ତି ନାହିଁ। ହେଲେ ଯଦି କେବେ ହାତୀ ସ୍କୁଟିରେ ଯାଉଥିବା ଯୁବତୀକୁ ଦେଖି ଡରିଯାଏ, ଆପଣ ବିଶ୍ୱାସ କରିବେ ତ। ଏବେ…
ଇନଷ୍ଟାଗ୍ରାମ ଆଇଡିରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଶାମିଙ୍କ ସ୍ତ୍ରୀ, ମୁମ୍ବାଇ ଇଣ୍ଡିଆନ୍ସ ଦିଏ ଏତେ ଟଙ୍କା…
ନୂଆଦିଲ୍ଲୀ,୧୩।୩: IPL 2024 କୁ ଆଉ କିଛିଦିନ ବାକି ଅଛି। କିନ୍ତୁ ଚଳିତ ବର୍ଷ ଆଇପିଏଲରେ ନଜର ଆସିବେନି ମହମ୍ମଦ ଶାମି। ତାଙ୍କ ଆଣ୍ଠୁରେ ସର୍ଜରୀ ଯୋଗୁ ସେ ଚଳିତ ବର୍ଷ ଆଇପିଏଲ ୨୦୨୪ରୁ ବାଦ୍ ପଡିବେ। କିନ୍ତୁ ତାଙ୍କୁ ଏହି…
ଭାଇ ଧୋକା ଦେବା ପରେ ମମତା କହିଲେ, ମୁଁ ତାକୁ ମୋ ପରିବାରର ସଦସ୍ୟ ଭାବୁନାହିଁ
କୋଲକତା,୧୩।୩:୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବାବୁନ ବାନାର୍ଜୀ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବୁଧବାର ସ୍ଭାଇଙ୍କ ଏହି ନିଷ୍ପତ୍ତି ଉପରେ ଦିଦି ଏବଂ ତୃଣମୂଳ ମୁଲ କଂଗ୍ରେସ (ଟିଏମସି) ମୁଖ୍ୟ…
ଫଟୋ କପି ଦୋକାନରୁ ଛିଡ଼ା କଲେ ୧୦୦୦ କୋଟିର କମ୍ପାନୀ, ବେଶ ଅଦ୍ଭୁତ ବିଶାଲ ମେଗାମାର୍ଟ ପ୍ରତିଷ୍ଠାତାଙ୍କ ଏହି କାହାଣୀ…
ନୂଆଦିଲ୍ଲୀ,୧୩।୩: ବିଶାଲ ମେଗା ମାର୍ଟ ଏକ ହାଇପର୍ମାର୍କେଟ ଷ୍ଟୋର୍ ଚେନ୍। ସାରା ଦେଶରେ ଏହାର ୫୫୦ରୁ ଅଧିକ ଷ୍ଟୋର ରହିଛି। ରାମ ଚନ୍ଦ୍ର ଅଗ୍ରଓ୍ବାଲ ହେଉଛନ୍ତି ବିଶାଲର ପ୍ରତିଷ୍ଠାତା। ପିଲାଦିନରୁ ସେ ପୋଲିଓ ଆକ୍ରାନ୍ତ। ହେଲେ ନିଜର ପରିଶ୍ରମ ଏବଂ ଦୃଢ଼…
ଭୋଜପୁରୀ ଷ୍ଟାର ପଓ୍ବନ ସିଂଙ୍କ ୟୁ ଟର୍ନ, ନିର୍ବାଚନ ଲଢିବା ନେଇ କଲେ ଘୋଷଣା
କୋଲକତା,୧୩।୩: ନିକଟରେ ପଶ୍ଚିମବଙ୍ଗର ଆସନସୋଲରୁ ନିର୍ବାଚନ ଲଢିବେନି ବୋଲି ମନା କରିଥିଲେ ଭୋଜପୁରୀ ଷ୍ଟାର ପଓ୍ବନ ସିଂ। ହେଲେ ବୁଧବାର ନିର୍ବାଚନ ଲଢିବା ନେଇ ସେ ଘୋଷଣା କରିଛନ୍ତି। ଏକ୍ସ’ରେ ଟ୍ବିଟ୍ କରି ସେ କହିଛନ୍ତି, ‘ଜନତା ଜନାର୍ଦ୍ଦନ ଓ ମା’…
ଦିଲ୍ଲୀରେ ଭାଜପା ନେତୃତ୍ୱଙ୍କ ସହ ଶାହାଙ୍କ ବୈଠକ, ଯେକୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୧୩।୩: ବିଜେଡି-ଭାଜପା ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହେଉନି। ତେବେ ଏହି ଗୋଟେ ଦୁଇ ଦିନ ମଧ୍ୟରେ ମେଣ୍ଟକୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ…
ଆଜି ହୋଇଯିବ କ୍ଲିଅର, ମେଣ୍ଟକୁ ନେଇ ଆସିଲା ବଡ ଖବର
ଭୁବନେଶ୍ୱର,୧୩।୩: ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ସମସ୍ତଙ୍କର ନଜର। କୁହାଯାଉଛି, ଆସନ ବୁଝାମଣା ସରିଛି ହେଲେ ସ୍ପଷ୍ଟତା ଆସିବାକୁ ଏତେ ବିଳମ୍ବ କାହିଁକି? ନା ଆସନ ଭାଗବଣ୍ଟାକୁ ନେଇ…
ମେୟର, ଡେପୁଟି ମେୟରଙ୍କ ଦରମା ବଢାଇଲେ ରାଜ୍ୟ ସରକାର, ଜାଣନ୍ତୁ କେତେ…
ଭୁବନେଶ୍ୱର,୧୩।୩(ଅସମାପିକା ସାହୁ): ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ପଞ୍ଚମ ରାଜ୍ୟ…
ଆଜି ବଡ଼ ସୂଚନା ଦେବେ ନିର୍ବାଚନ ଆୟୋଗ, ହେବ କି ତାରିଖ ଘୋଷଣା
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି। ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଦାତା ସମ୍ମିଳନୀ ବୁଧବାର ଜମ୍ମୁରେ ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବ। ଲୋକ ସଭା…
ବନ୍ଦ ହୋଇଯିବ Paytm, ଆଉ ବ୍ୟବହାର କରିପାରିବେନି ପେଟିଏମର ଏହି ସର୍ଭିସ
ନୂଆଦିଲ୍ଲୀ,୧୩।୩: ବନ୍ଦ ହୋଇଯିବ Paytm। ଆଉ ମାତ୍ର ଦୁଇଟା ଦିନ ପରେ ଆପଣ ବ୍ୟବହାର କରିପାରିବେନି ପେଟିଏମ ବ୍ୟାଙ୍କ। ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ପେଟିଏମକୁ ମାର୍ଚ୍ଚ ୧୫ ଯାଏଁ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଆଉ ଦୁଇଟା ଦିନ…
ପାକିସ୍ତାନରେ ଲାଗୁ ହେବ CAA! ଭାରତୀୟ ମୁସଲମାନଙ୍କୁ ମିଳିବ ନାଗରିକତା
ଇସଲାମବାଦ,୧୩।୩: ନରେନ୍ଦ୍ର ମୋଦି ସରକାର ସୋମବାର ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରିଛନ୍ତି। ଏହି ନୂଆ ଆଇନ୍ ଅନୁଯାୟୀ, ୨୦୧୫ ପରଠାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଗାଦେଶରୁ ଦେଶ ଛାଡି ଆସିଥିବା ଲୋକ ଯେଉଁମାନେ ଆଜି ଯାଏଁ ଭାରତରେ ରହୁଛନ୍ତି…
Archives


