Home

ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ବଡ଼ିବ ଟିମ୍‌ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି…

କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ? ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ

କାଠମାଣ୍ଡୁ,୧୨।୭: ଶୁକ୍ରବାର (ଜୁଲାଇ ୧୨) ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପାଇଁ ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି ସେ ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି। ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର…

ଗମ୍ଭୀର କୋଚ୍‌ ହେବା ପରେ ଅଡ଼ୁଆରେ ହାର୍ଦ୍ଦିକ ପାଣ୍ଡ୍ୟା? ଆଗାମୀ ଦିନରେ ଘଟିପାରେ ଏଭଳି…

ନୂଆଦିଲ୍ଲୀ,୧୨।୭: ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତ ଗୌତମ ଗମ୍ଭୀର। ଏହାପରଠାରୁ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି। ଏବେ ସେଭଳି ଏକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ହେଉଛି। ଟି୨୦ ବିଶ୍ୱକପ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା…

‘କଂଗ୍ରେସ ଭଳି ଭୁଲ ନ କରୁ ଭାଜପା’, ନିଜ ଦଳକୁ କାହିଁକି ଏମିତି ବାର୍ତ୍ତା ଦେଲେ ଗଡକରୀ

ପଣଜୀ,୧୨।୭: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର କହିଛନ୍ତି ଯେ ଭାଜପା ଏକ ଭିନ୍ନ ପ୍ରକାରର ଦଳ ଏବଂ ସେଥିପାଇଁ ଦଳ ବାରମ୍ବାର ଭୋଟରଙ୍କ ବିଶ୍ୱାସ ଜିତିଛି। କଂଗ୍ରେସ କରିଥିବା ଭୁଲଗୁଡିକର ପୁନରାବୃତ୍ତି ନକରିବାକୁ ସେ ଭାଜପାକୁ ଚେତାବନୀ ଦେଇଛନ୍ତି। ଗଡକରୀ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହିଦିନ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’, ଜାରି କଲେ ଅଧିସୂଚନା…

ନୂଆଦିଲ୍ଲୀ,୧୨।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଦେଶରେ ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ସେ ଘୋଷଣା କରିଛନ୍ତି। ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବାରୁ ଏହିଦିନକୁ…

‘ସାକ୍ଷାତକାର ତ ଭଲ ନିଅନ୍ତି, ହେଲେ ଏବେ ଦେଖିବା…’,ଗୌତମ ଗମ୍ଭୀର ହେଡ କୋଚ ହେବା ପରେ ଆଫ୍ରିଦିଙ୍କ ରିଆକ୍ସନ

ନୂଆଦିଲ୍ଲୀ,୧୨।୭: ବିସିସିଆଇ ପୂର୍ବତନ ଭାରତୀୟ ଭେଟେରାନ ଓପନର୍‌ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ। ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ପାକିସ୍ତାନର ପୂର୍ବତନ…

ଟିମ୍‌ ଇଣ୍ଡିଆର ହେଡ୍‌ କୋଚ ହେବା ପରେ ‘ଚକ-ଦେ’ ଫିଲ୍ମ ଭଳି ବୟାନ ଦେଲେ ଗୌତମ ଗମ୍ଭୀର, କହିଲେ…

ନୂଆଦିଲ୍ଲୀ,୧୨।୭: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ଏପରି ବିବୃତ୍ତି ଦେଇଛନ୍ତି, ଯାହା ବଲିଉଡର ସୁପରଷ୍ଟାର ମୁଭି ‘ଚକ-ଦେ’ ଇଣ୍ଡିଆର ସ୍ମୃତିକୁ ସତେଜ କରିବ। ଗୌତମ ଗମ୍ଭୀର କହିଛନ୍ତି ଯେ ଜଣେ ଖେଳାଳି ପ୍ରଥମେ ତାଙ୍କ ଦଳ…

କଂଗ୍ରେସ ନେତାଙ୍କୁ ରାହୁଲଙ୍କ ଚେତାବନୀ, ସ୍ମୃତି ଇରାନୀଙ୍କୁ କେହି…

ନୂଆଦିଲ୍ଲୀ,୧୨।୭: ରାଏ ବରେଲି ଏମପି ରାହୁଲ ଗାନ୍ଧୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସ୍ମୃତି ଇରାନୀଙ୍କ ଉପରେ ଅଭଦ୍ର ତଥା ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଏବଂ ସେମାନେ ଏହା କରିବା ଉଚିତ୍‌ ନୁହେଁ ବୋଲି…

ବ୍ରାଜିଲ ବିଚାରପତିଙ୍କ ସାମ୍ନାରେ ସିଜେଆଇ ଚନ୍ଦ୍ରଚୁଡ଼ ଯାହା କହିଲେ ତାକୁ ଶୁଣି ସ୍ମିତ ହାସ୍ୟ ଦେଲେ କପିଲ ସିବଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୭:ସିଜେଆଇ ଡି.ଓ୍ବାି ଚନ୍ଦ୍ରଚୁଡ଼ ଗୁରୁବାର (ଜୁଲାଇ ୧୨) ସୁପ୍ରିମକୋର୍ଟ କ୍ୟାମ୍ପସରେ ମଲ୍ଟି ଫ୍ୟାସିଲିଟି କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ବ୍ରାଜିଲର ବିଚାରପତି ଜଷ୍ଟିସ ଆଣ୍ଟୋନିୟୋ ବେଞ୍ଜାମିନ, ଅନ୍ୟ ବିଚାରପତି, ଓକିଲ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଇତି ମଧ୍ୟରେ…

ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…

ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍‌ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ ପ୍ରେମୀଯୁଗଳ। ପ୍ରେମିକାଙ୍କ ମୁଣ୍ଡ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରରେ…

ଅନନ୍ତ-ରାଧିକାଙ୍କ ବିବାହରେ ସାମିଲ ହେବେ ନାହିଁ ଅକ୍ଷୟ କୁମାର

ମୁମ୍ବାଇ,୧୨।୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ରାଧିକା ମର୍ଚାଣ୍ଟଙ୍କ ସହ ବିହାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି।…

ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା

ନୂଆଦିଲ୍ଲୀ,୧୨।୭: ଗତ ବର୍ଷ ଜୁଲାଇ ୧୯ରେ ସିଆଚେନରେ ନିଜର ସାଥୀମାନଙ୍କୁ ବଞ୍ଚାଇବା ସମୟରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା କଂଗ୍ରେସ ନେତା ତଥା ରାଏବରେଲି ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କ୍ୟାପଟେନ ଅଂଶୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?