୩୧ରେ ଓ୍ବାକ୍ ଫର୍ ଏ ଲାଇଫ-୨୦୨୪
ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲ୍କୋ ମେଡିକାଲ ସେଣ୍ଟର (ବିଏମ୍ସି) ପକ୍ଷରୁ ଏକ ଦିନିକିଆ ଓ୍ବାକାଥନ୍ ‘ଓ୍ବାକ୍ ଫର୍ ଏ ଲାଇଫ-୨୦୨୪’ର ଆୟୋଜନ ମାର୍ଚ୍ଚ ୩୧ରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଯାଉଛି। ବିଶେଷକରି କର୍କଟ ସଚେତନତା ପାଇଁ ବିଏମ୍ସି…
ଟିଭିଏସ୍ ରୋନିନ୍ର ନୂତନ ଅଭିଯାନ
ଭୁବନେଶ୍ୱର,୩୦।୩: ଟିଭିଏସ୍ ମୋଟର କମ୍ପାନୀର ନୂତନ ଅଭିଯାନ ‘ଟେଷ୍ଟ-ରାଇଡ୍ କ୍ରିକେଟ ବା ଟିଆର୍ସି’ର ଶୁଭାରମ୍ଭ ନିକଟରେ ଘୋଷଣା ହୋଇଥିଲା। ଦେଶରେ କ୍ରିକେଟ ବିଶ୍ୱକପ୍ ଉତ୍ସାହକୁ ପାଳନ କରିବା ପାଇଁ ଟିଭିଏସ୍ ରୋନିନ୍-୨୦୨୩ କ୍ରିକେଟ ବିଶ୍ୱକପ୍ ସମୟରେ ଶୁବମନ ଗିଲ୍ଙ୍କ ଅଭିନୀତ ‘ମୁଭ୍…
ଏଚ୍ଏମ୍ଆଇଏଫ୍ର ‘ଆର୍ଟ ଫର୍ ହୋପ୍-ସିଜନ ୩’
ଭୁବନେଶ୍ୱର,୩୦।୩: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ର ସାମାଜିକ ପ୍ରତିଷ୍ଠାନ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେଶନ(ଏଚ୍ଏମ୍ଆଇଏଫ୍)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ଆର୍ଟ ଫର୍ ହୋପ୍-ସିଜନ୩’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍ଏମ୍ଆଇଏଫ୍ର ଏମ୍ଡି ତଥା ସିଇଓ ଉନ୍ ସୋ କିମ୍,ଇଣ୍ଡିଆନ କାଉନସିଲ…
ଗହମ କଳାବଜାର, ମୂଲ୍ୟବୃଦ୍ଧିରେ ଲାଗିବ ରୋକ୍
ଭୁବନେଶ୍ୱର,୩୦।୩(ଅନୁରାଧା ମହାରଣା): ଗହମର ମୂଲ୍ୟବୃଦ୍ଧି କିମ୍ବା କଳାବଜାର ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗହମ ଷ୍ଟକ୍ ଘୋଷଣା କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ସରକାର ପୂର୍ବରୁ ଗହମ ଉପରେ ଏକ ଷ୍ଟକ୍ ସୀମା ଧାର୍ଯ୍ୟ କରିଥିଲେ। ଏହାର…
ଟିପିସିଓଡିଏଲ୍ ପାଳିଲା ଆର୍ଥ ଆଓ୍ବାର
ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ…
୪ ଟ୍ରିଲିୟନ ଉପରେ ଜିଇଏମ୍ କାରବାର
ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ପକ୍ଷରୁ ନିକଟରେ ଆର୍ଥ ଆଓ୍ବାର ପାଳିତ ହୋଇଯାଇଛି। ବିଶେଷକରି ପରିବେଶ ଅବକ୍ଷୟ ଏବଂ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଜରୁରୀ ପଦକ୍ଷେପର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍ଥ ଆୱାରରେ…
ଭାରତୀୟ ନାବିକଙ୍କୁ ନେଇ ବର୍ଣ୍ଣବିଦ୍ୱେଷୀ କାର୍ଟୁନ
ବଲ୍ଟିମୋର,୩୦।୩: ଆମେରିକାର ମେରିଲାଣ୍ଡସ୍ଥିତ ବଲ୍ଟିମୋରରେ ମଙ୍ଗଳବାର ମଧ୍ୟରାତ୍ରରେ କଣ୍ଟେନର ବୋଝେଇ ଜାହାଜ ‘ଡାଲି’ ଧକ୍କା ଦେବାରୁ ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍ ଉପରେ ମରାମତି କରୁଥିବା ୬ ନିର୍ମାଣ ଶ୍ରମିକ ପାଟାପ୍ସ୍କେ ନଦୀକୁ ଖସି ପ୍ରାଣ…
ବ୍ୟଭିଚାରିଣୀଙ୍କୁ ପଥର ଫିଙ୍ଗି ମାରିଦିଆଯିବ: ତାଲିବାନ୍
କାବୁଲ,୩୦।୩: ଆଫଗାନିସ୍ତାନୀ ଯୁବତୀମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବା ପରେ ତାଲିବାନ ଏବେ ବ୍ୟଭିଚାରରେ ସମ୍ପୃକ୍ତ ମହିଳାଙ୍କ ପାଇଁ କଠୋର ଦଣ୍ଡ ଘୋଷଣା କରିଛି। ବ୍ୟଭିଚାରିଣୀଙ୍କୁ ସର୍ବସମ୍ମୁଖରେ ଚାବୁକ ମାଡ଼ କରାଯିବା ସହ ପଥର ଫିଙ୍ଗି ମାରିଦିଆଯିବ ବୋଲି ତାଲିବାନ ସୁପ୍ରିମୋ ମୁଲ୍ଲା ହିବାତୁଲ୍ଲା…
ମୁଖ୍ତାରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ
ବାନ୍ଦା/ଲକ୍ଷ୍ନୌ,୩୦ା୩: ୧୯୬୩ ମାର୍ଚ୍ଚ ୨୮ରେ ଉତ୍ତର ପ୍ରଦେଶସ୍ଥିତ ଗାଜିପୁରର ଏକ ରାଜନୈତିକ ପରିବାରରେ ଜନ୍ମିତ ମୁଖ୍ତାର ଅନ୍ସାରୀଙ୍କ ଗୁରୁବାର ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି। ଗ୍ୟାଙ୍ଗ୍ଷ୍ଟରରୁ ରାଜନେତା ପାଲଟିଥିବା ମୁଖ୍ତାରଙ୍କୁ ଜେଲରେ ବିଷ ଦେଇ ହତ୍ୟା କରାଯାଇଥିବା ତାଙ୍କ…
ପରିଚୟ ସୃଷ୍ଟି କରିବାକୁ ଲାଗେ ସମୟ
ଅଭିନେତ୍ରୀ କ୍ରିତି ସାନନ ଅଭିନୟ ସହ ଖୋଲାଖୋଲି ମନ୍ତବ୍ୟ ପାଇଁ ବେଶ୍ ଜଣାଶୁଣା। ନିକଟରେ ସେ ତାଙ୍କ ଫିଲ୍ମ ‘ଦି କ୍ରୁ’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ କରୀନା କପୁର ଏବଂ ତବୁ ପ୍ରମୁଖ ଅଭିନୟ…
ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ
ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ଆସନ୍ତା ରବିବାର ରାମଲୀଳା ମଇଦାନରେ ମହାରାଲିର ଆୟୋଜନ କରୁଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶରଦ ପାଓ୍ବାର, ଉଦ୍ଧବ…
ରାହୁଲଙ୍କ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ନିଯୁକ୍ତିରେ ମହିଳାଙ୍କୁ ୫୦% ସଂରକ୍ଷଣ ଦେବୁ
ନୂଆଦିଲ୍ଲୀ,୨୯।୩: ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସରକାରୀ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ସଶକ୍ତ ହେଲେ ଭାରତର ଭାଗ୍ୟ ବଦଳାଇଦେବେ…
Archives


