ଭୂକମ୍ପରେ ଥରିଲା ହସ୍ପିଟାଲ, ଜୀବନକୁ ବାଜି ଲଗାଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ନର୍ସ
ତାଇପେଇ ସିଟି,୫।୪: ନିକଟ ଅତୀତରେ ଅନେକ ଦେଶରେ ଭୂକମ୍ପ ଘଟଣା ଘଟିଥିବାର ସୂଚନା ମିଳିଛି। ଗତ ବୁଧବାର ତାଇୱାନରେ ଏକ ଭୟଙ୍କର ଭୂକମ୍ପ ଘଟିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ କରାଯାଇଥିଲା। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା…
୨ ନୂଆ ଏସ୍ପି, ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ
ଭୁବନେଶ୍ୱର,୫।୪: ଦୁଇ ଏସ୍ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ନେଇ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ରାଉରକେଲା ଏସ୍ପି ଭାବେ ବ୍ରିଜେଶ କୁମାର ରାୟ ଏବଂ ଅନୁଗୋଳର ଏସ୍ପି ଭାବେ ଉମାକାନ୍ତ ଦାସ ଦାୟିତ୍ୱ ନେଇଛନ୍ତି। କଟକର ନୂଆ ଡିସିପି…
ପିଲାଙ୍କ ଭଳି ଭୋ ଭୋ କାନ୍ଦିଲେ ପପୁ ଯାଦବ, ଜନତା ବି ହେଲେ ଇମୋଶନାଲ
ପାଟନା,୫।୪: ଲୋକ ସଭା ନିର୍ବାଚନକୁ ନେଇ ବିବାହରେ ଟିକେଟ ବଣ୍ଟନ ନେଇ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଇଣ୍ଡିଆ ମେଣ୍ଟର ସିଟ ବଣ୍ଟନ ଅଧୀନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) କୁ ଆସିଥିବା ପୂର୍ଣ୍ଣିୟା ଲୋକ ସଭା ଆସନ ଚର୍ଚ୍ଚାର ବିଷୟ…
କୁଆଡେ ଯିବେ ସଞ୍ଜୟ ନିରୁପମ… କଂଗ୍ରେସର ବାଟ ବନ୍ଦ… ଭାଜପା ଶିବସେନାରେ ବିରୋଧ
ମୁମ୍ବାଇ,୫।୪: ମହାରାଷ୍ଟ୍ରରେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିବା ପରେ ଦଳ ଛାଡି ସଞ୍ଜୟ ନିରୁପମ ବର୍ତ୍ତମାନ କେଉଁ କୂଳର ହୋଇ ରହି ନ ଥିବା ଜଣାପଡିଛି। ସେ କଂଗ୍ରେସକୁ ବିଦାୟ ଦେଇ କହିଥିଲେ ଯେ ସେ ମହାୟୁତିଙ୍କ କିଛି ଦଳରେ…
ଜେଲ୍ରେ ଥାଇ ଭାବପ୍ରବଣ ଚିଠି ଲେଖିଲେ ସିସୋଡିଆ: କହିଲେ, ଲଭ୍ ୟୁ
ନୂଆଦିଲ୍ଲୀ,୫।୪: ଆମ ଆଦମୀ ପାର୍ଟି (ଏଏପି) ନେତା ତଥା ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆ ଜେଲରୁ ଏକ ଚିଠି ଲେଖିଛନ୍ତି। ତାଙ୍କ ବିଧାନସଭା ମଣ୍ଡଳୀର ଲୋକଙ୍କୁ ଲେଖାଯାଇଥିବା ଚିଠିରେ ସିସୋଡିଆ କହିଛନ୍ତି, ସେ ଗତ ଏକ ବର୍ଷ ଧରି…
ଏସଡିପିଓଙ୍କ ମିଳିତ ଚଢ଼ାଉ: ବିପୁଳ ପରିମାଣ ବିଦେଶୀ ମଦ ଜବତ, ଜଣେ ଗିରଫ
ପଟ୍ଟାଙ୍ଗି,୫।୪(ଶରତ ଧଳ):ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଧରପଗଡ କ୍ଷେତ୍ରରେ ତପ୍ତରତା ପ୍ରକାଶ ପାଇଛି। ଏହିପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ…
ଗାଡ଼ିକୁ ଧକ୍କା ଦେଲା ଟ୍ରକ, ପତ୍ନୀଙ୍କ ମୃତଦେହ ନେଇ ଯାଉଥିବା ସ୍ବାମୀଙ୍କ ସହ ୩ ମୃତ, ୬ ଆହତ
ଭୋଜପୁର,୫।୪: ବିହାର ଭୋଜପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଭୋଜପୁର ଜିଲାର ଧାନଗାଇ ପୋଲିସ ଷ୍ଟେଶନ ଅଞ୍ଚଳର ଓରାୟା ଟୋଲା ନିକଟରେ ଘଟିଛି। କୁହାଯାଉଛି ଦାହ ପାଇଁ ଯାଉଥିବା ଜଣେ ମହିଳାଙ୍କ ମୃତଦେହ…
ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି
ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ, ଗାଁରେ ପୂରାଇ ଦେବୁନି। ଏଭଳି ଚେତାବନୀ ଦେଇଛନ୍ତି ଗଜପତି ଜିଲା ମୋହନା ସଦର ମହକୁମା…
ହେଉନି ବିଜେଡି ପ୍ରାର୍ଥୀ ଘୋଷଣା, ଆଶାୟୀ ଛଟପଟ
ବାଲେଶ୍ୱର, ୫।୪(ମାନସ ବିଶ୍ୱାଳ):ବାଲେଶ୍ୱର ଜିଲା ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ନ ପାଇବାରୁ ଆଶାୟୀମାନେ ଆଶଙ୍କାରେ ରହି ଛଟପଟ ହେଉଛନ୍ତି। ଏସ୍ସି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନ…
ଅପରାଜିତାଙ୍କ ଖୁଲାସା: ଖୋର୍ଦ୍ଧାରେ ଏହି ବ୍ୟକ୍ତିଙ୍କୁ ମିଳିବ ବିଧାୟକ ଟିକେଟ୍
ଟାଙ୍ଗୀ,୫ା୪(ରଘୁନାଥ ସାହୁ):ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଭାବେ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ନାମ ଖୁବ୍ଶୀଘ୍ର ଘୋଷଣା ହେବ ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ପୁନର୍ବାର କହିଛନ୍ତି। କିଛିଦିନ ତଳେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଅପରାଜିତା…
ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ
କେନ୍ଦ୍ରାପଡ଼ା, ୫ା୪ (ଜଗନ୍ନାଥ ଧଳ):ଚଳିତବର୍ଷ ଭିତରକନିକା ଜାତୀୟଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ବହୁ ବିଳମ୍ବରେ ଗହୀରମଥାର ବିଭିନ୍ନ ସ୍ଥାନରେ ପ୍ରାୟ ୮ ହଜାର ଅଲିଭ ରିଡ୍ଲେ…
ବିଧାୟକଙ୍କୁ ଟିକେଟ ନ ଦେବାକୁ ଦାବି
କୁଜଙ୍ଗ,୫।୪ (ମନୋଜ ପ୍ରଧାନ):ପାରାଦୀପରେ ବିଜେଡି ଟିକେଟକୁ ନେଇ ଉଠିଥିବା ଝଡ଼ ଥମିବାର ନାଁ ଧରୁନାହିଁ । ଏନେଇ ଦୀର୍ଘ ଦୁଇମାସ ହେବ ବିଜେଡିର କେତେଜଣ ଅସନ୍ତୁଷ୍ଟ କର୍ମୀ ଓ ଦଳୀୟ ସରପଞ୍ଚ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ସମାବେଶ କରିଆସୁଥିଲେ ।…
Archives


