ଭିନେଶ ଫୋଗଟଙ୍କୁ ନେଇ ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୩।୮: ରେସଲର୍ ଭିନେଶ ଫୋଗଟଙ୍କୁ ନେଇ ବଡ଼ ଅପଡେଟ୍ ଆସିଛି। ସେ ଆବେଦନ କରିଥିବା ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚି ଯାଇଛି। ଅଗଷ୍ଟ ୧୬ରେ ଏନେଇ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ…
ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ଘୋଷଣା
ଭୁବନେଶ୍ୱର, ୧୩।୮(ସୁନିତ୍ ମିଶ୍ର): ଭୁବନେଶ୍ୱର ଓ ପୁରୀ ପର୍ଯ୍ୟନ୍ତ ୬୦ କି.ମି. ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ। ଏଥିଲାଗି ଆନୁମାନିକ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଚଣ୍ଡିଖୋଲ-ବଡ଼ବିଲ ପର୍ଯ୍ୟନ୍ତ ୨୦୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ମଧ୍ୟ…
ଶେଖ ହାସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
ଢାକା,୧୩।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଜୁଲାଇ ୧୯ରେ ଢାକାରେ ପୋଲିସ ଗୁଳିରେ ଆବୁ ସଇଦଙ୍କ ମୃତ୍ୟୁ ମାମଲାରେ ଶେଖ ହାସିନା ଏବଂ ଅନ୍ୟ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। କୁହାଯାଉଛି ଯେ,…
କୋଲକାତାରେ ଘଟିଛି ନିର୍ଭୟା-୨ କାଣ୍ଡ: ପଶ୍ଚିମବଙ୍ଗ ସରକାରଙ୍କୁ ଘେରିଲା ଭାଜପା
କୋଲକାତା,୧୩।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଭାଜପା ଟାର୍ଗେଟ କରିଛି। ଦଳ ଏହି ଘଟଣାକୁ ଦିଲ୍ଲୀର ନିର୍ଭୟା ଘଟଣା ସହିତ ତୁଳନା କରି ଏହାକୁ ନିର୍ଭୟା-୨ ବୋଲି କହିଛି। ଏହି…
ମଧ୍ୟାହ୍ନ ଭୋଜନବେଳେ ମାରିଲା ଘଡଘଡ଼ି: ୩୦ ଛାତ୍ରୀଛାତ୍ର ଆହତ
ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଏା ଭଞ୍ଜନଗର ବ୍ଲକ ଗାଲେରୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘଡ଼ଘଡି ସହ ବର୍ଷା ହୋଇଥିଲା। ଫଳରେ ବଜ୍ରପାତ ଯୋଗୁ ଗାଲେରୀ ହାଇ ସ୍କୁଲର ୩୦ରୁ ଉଦ୍ଧର୍ବ ଛାତ୍ରୀଛାତ୍ର ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର…
ଉନ୍ନାଓ,କଠୁଆରେ ବଳାତ୍କାରୀଙ୍କ ସହ ଥିଲା ଭାଜପା: ପଓ୍ବନ ଖେଡା
ନୂଆଦିଲ୍ଲୀ,୧୩।୮: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଏହି ପ୍ରସଙ୍ଗରେ ଭାଜପା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। କଂଗ୍ରେସ ମୁଖପାତ୍ର ପୱନ ଖେଡା ଆଇଏଏନଏସ…
ଫିଟିବ ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଗୁମର: ଆଇନ ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର,୧୩।୮: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ ପୁଣି ଖୋଲିବାକୁ ଯାଉଛନ୍ତି ଭାଜପା ସରକାର। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ କହିନ୍ତି, ଖୁବ୍ଶୀଘ୍ର ଏହି ମାମଲା…
ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ: ବନ୍ଦେ ମାତରମ, ଜୟ ହିନ୍ଦ୍ରେ ପ୍ରକମ୍ପିତ ଦାରିଙ୍ଗବାଡି
ଦାରିଙ୍ଗବାଡି,୧୩ ।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ତଥା ବ୍ଲକ ପ୍ରଶାସନ ପକ୍ଷରୁ ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ବିଡ଼ିଓ ଗଦାଧର ପାତ୍ରଙ୍କ…
ଲମ୍ବା ଛୁଟିରେ ଗଲେ ମନୁ ଭାକର: ଖେଳିବେ ନାହିଁ ବିଶ୍ୱକପ୍!
ନୂଆଦିଲ୍ଲୀ,୧୩।୮: ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ବିଜେତା ମନୁ ଭାକର ମଙ୍ଗଳବାର ଭାରତ ଫେରିପାରନ୍ତି। ଏହା ପରେ ସେ ତିନି ମାସର ବ୍ରେକ ନେଇପାରନ୍ତି। ସେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବିଶ୍ୱକପରୁ ମଧ୍ୟ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି।…
ଭିନେଶଙ୍କୁ ମିଳିବ ରୌପ୍ୟ ପଦକ! ଆଜି ଏହି ସମୟରେ ଆସିବ ଫାଇନାଲ ନିଷ୍ପତ୍ତି
ନୂଆଦିଲ୍ଲୀ,୧୩।୮: ଭିନେଶ ଫୋଗଟ ମାମଲାରେ କୋର୍ଟ ଅଫ ଆର୍ବିଟ୍ରେସନ ଫର୍ ସ୍ପୋର୍ଟସ (ସିଏଏସ୍)ରୁ ପୂରା ଦେଶ ନ୍ୟାୟ ଆଶା କରୁଛି। ଆଜି ସିଏଏସ୍ ଭିନେଶଙ୍କ ମାମଲାରେ ନିଷ୍ପତ୍ତି ଦେବ। କୁହାଯାଉଛି ଯେ ଏହି ନିଷ୍ପତ୍ତି ଭାରତୀୟ ସମୟ ଅନୁଯାୟୀ ରାତି ୯.୩୦…
ରୁଷିଆ ସହ ମିଶି ଚାଇନା-ପାକିସ୍ତାନର ନିଦ ହଜାଇଲା ଭାରତ
ନୂଆଦିଲ୍ଲୀ/ମସ୍କୋ,୧୩।୮: ଭାରତ ପୁଣି ଥରେ ଏପରି କିଛି କରିଛି ଯାହା ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନର ନିଦ ହଜାଇଦେଇଛି। ଗତ ବର୍ଷ ଆଣବିକ ଶକ୍ତି ସମ୍ବନ୍ଧରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସମାନ ଚୁକ୍ତି…
କେଜରିଓ୍ବାଲଙ୍କ ସ୍ଥାନରେ ପତାକା ଉତ୍ତୋଳନ କରି ପାରିବେନି ଅତିଶୀ
ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ (୧୫ଅଗଷ୍ଟ)ରେ ଜାତୀୟ ପତାକା ଉଡାଇବା ପ୍ରସଙ୍ଗ ଆମ ଆଦମୀ ପାର୍ଟି ସରକାର ଏବଂ ରାଜ ନିୱାସଙ୍କ ମଧ୍ୟରେ ଏକ ନୂଆ ବିବାଦର କାରଣ ପାଲଟିଛି। ସ୍ବାଧୀନତା ଦିବସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଥାନରେ ଛତ୍ରସାଲ ଷ୍ଟାଡିୟମରେ…

