କେଜରିଓ୍ବାଲଙ୍କ ଗିରଫ ପରେ ସଙ୍କଟରେ ଏଏପି, ୧୦ରୁ ୭ ଏମପି ନିଖୋଜ
ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପାର୍ଟିକୁ ସବୁଠାରୁ ଅଡ଼ୁଆରେ ପକାଇଛି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି ସମୟରେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଥିବା ରାଜ…
୪ କୋଟି ଟଙ୍କା ଠକାମିର ଶିକାର ହେଲେ ହାଦ୍ଦିକ ପାଣ୍ଡ୍ୟା: ଅଭିଯୁକ୍ତ କିଏ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ମୁମ୍ବାଇ,୧୧।୪: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ବଡ଼ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଠକାମି କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଗିରଫ କରିଛି। ଅଭିଯୁକ୍ତ ପାଣ୍ଡ୍ୟା ବ୍ରଦର୍ସଙ୍କ ସାବତ ଭାଇ ବୈଭବ। ଏହି ମାମଲା ୨୦୨୧ରେ ହୋଇଥିଲା।…
୩ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍
ସୋହେଲା,୧୧।୪(ଅଶ୍ବିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲୁହୁରାଚଟି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଚାପାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବରଗଡ଼ ଜିଲା ସୋହେଲାର ବିକାଶ ଷଣ୍ଢ(୩୫), ବନ୍ଦଲା…
ଏକତରଫା ନିଷ୍ପତ୍ତି ନେଇଛନ୍ତି ସରକାର: ଅରବିନ୍ଦ
ଭୁବନେଶ୍ୱର,୧୧ା୪: ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସଭ୍ୟ ପଦ ଗୁରୁବାର ବାଚସ୍ପତି ରଦ୍ଦ କରିବା ପରେ ଅରବିନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅରବିନ୍ଦ କହିଛନ୍ତି, ମୋ’ ମତାମତ ନ ନେଇ ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି। ସଭ୍ୟ ପଦ ରଦ୍ଦ ପୂର୍ବରୁ…
ଭାଜପାର ନିର୍ବାଚନୀ ଇସ୍ତାହାର ଜାରି: ଦେଲେ ପୁଳାପୁଳା ପ୍ରତିଶ୍ରୁତି
ଗ୍ୟାଙ୍ଗଟକ୍,୧୧।୪: ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ଭାଜପା ଗୁରୁବାର ନିଜର ଇସ୍ତାହାର ଜାରି କରିଛି। ଦଳର ସଭାପତି ଜେପି ନଡା ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକ୍ରେ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ନଡା କହିଛନ୍ତି,ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବର ବିକାଶ ପାଇଁ ନିରନ୍ତର କାର୍ଯ୍ୟ…
ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ,୧୧।୪: ଜମ୍ମୁ-କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ସଫା…
Video: ବିଗ୍ବସ୍ ବିଜେତା ମୁନାଓ୍ବର ଫାରୁକିଙ୍କୁ ଅଣ୍ଡାମାଡ଼
ବମ୍ବେ: ସଲମାନ ଖାନ୍ଙ୍କ ରିଆଲିଟି ଶୋ’ ବିଗ୍ବସ୍ ୧୭ର ବିଜେତା ହୋଇଥିଲେ ମୁନାଓ୍ବର ଫାରୁକି। ଏହାପରଠାରୁ ସେ ନିଜର ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନକୁ ନେଇ ବିବାଦରେ ଛନ୍ଦି ହେଉଥିବା ନଜର ଆସୁଛି। ଶୋ’ ଶେଷ ହୋଇଥିଲେ ହେଁ ବିବାଦ…
ଜାଣନ୍ତି କି ଇଭିଏମ୍ରେ ଦେଉଥିବା ଭୋଟ୍ କେତେଦିନ ପର୍ଯ୍ୟନ୍ତ ରହେ ସୁରକ୍ଷିତ
ଆଜିକାଲି ସହଜ ଏବଂ ସୁବିଧା ପାଇଁ ନାଗରିକମାନେ ଇଭିଏମ୍ରେ ଭୋଟ୍ ଦେଉଛନ୍ତି। ତେବେ ଜାଣନ୍ତି କି ଏହି ଭୋଟ୍ କେତେଦିନ ପର୍ଯ୍ୟନ୍ତ ଇଭିଏମ୍ରେ ସୁରକ୍ଷିତ ରହିଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହି ଇଭିଏମ୍ରେ ଦୁଇଟି ୟୁନିଟ୍ ରହିଥାଏ।…
ଭାଜପାର ଲୋକପ୍ରିୟତା ବଢିଛି ନା କମିଛି, ଜାଣନ୍ତୁ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୧।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବର୍ତ୍ତମାନ ଆଉ କିଛି ଦିନ ବାକି ଅଛି। ଏପ୍ରିଲ ୧୯ରେ ଭୋଟ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ପ୍ରସିଦ୍ଧ ପତ୍ରିକା ନ୍ୟୁଜୱିକ୍କୁ ଏକ ସାକ୍ଷାତକାର…
ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ?
ତେେହେରାନ,୧୧।୪: ଏପ୍ରିଲ ଆରମ୍ଭରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୨ ଇରାନ କମାଣ୍ଡୋ ଏବଂ ଅନ୍ୟ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଇରାନ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି କହିଥିଲା।…
ଓଲଟିଲା ସ୍କୁଲ ବସ୍: ୬ ଶିଶୁ ମୃତ, ୧୫ ଆହତ
ଚଣ୍ଡିଗଡ,୧୧।୪: ହରିୟାଣାର ମହେନ୍ଦ୍ରଗଡରେ ଏକ ଘରୋଇ ସ୍କୁଲ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଶିଶୁ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇବା ପରେ…
ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ
ଭୁବନେଶ୍ୱର,୧୧ା୪: ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଏବଂ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ନେଇ ବିଧାନସଭା ବିଜ୍ଞପ୍ତି ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଦଳ ବଦଳ ନିୟମ…
Archives


