Home

ସୁପ୍ରିମ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଚଳିତ ବର୍ଷ ହଜାର ହଜାର କଏଦୀ ଘରେ ପାଳିବେ ଦିପାବଳୀ!

ନୂଆଦିଲ୍ଲୀ,୨୪।୮: ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୪୭୯ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଅଧୀନରେ ପ୍ରଥମ ଥର ପାଇଁ ଅପରାଧ କରି ଜେଲରେ ଥିବା ବନ୍ଦୀମାନଙ୍କ ପାଇଁ ଏହା ବାଧ୍ୟତାମୂଳକ ଅଟେ, ଯଦି ସେମାନେ ଅପରାଧ…

ବେଡ୍‌ରୁମ୍‌କୁ ଡାକି ମୋ ସହ…ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବେ ଚର୍ଚ୍ଚାରେ ଅଛି। ନିକଟରେ ଜଣେ ମାଲାୟାଲମ ଅଭିନେତ୍ରୀ ଅଭିନେତା ଦିଲୀପଙ୍କ ବିରୋଧରେ ଯୌନ ଶୋଷଣର ଗୁରୁତର ଅଭିଯୋଗ ଆଣିଥିଲେ। ଏହା ପରେ ଜଷ୍ଟିସ ହେମା କମିଟିର ରିପୋର୍ଟରେ ମାଲାୟାଲମ ଚଳଚ୍ଚିତ୍ର ଶିଳ୍ପରେ ମହିଳାଙ୍କ ଅସୁରକ୍ଷିତତା ଏବଂ…

କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ସହ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସ୍‌ପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା। ଉକ୍ତ ଟିମ୍‌ ଶନିବାର…

ଆଦାନୀ ପରିବାର ଗୋଟିଏ ଦିନରେ ରୋଜଗାର କଲେ ଏତିକି ଟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୮: ଆଦାନୀ ଗ୍ରୁପ୍‌ର ମାଲିକ ଥିବା ଆଦାନୀ ପରିବାର ଶୁକ୍ରବାର ୪,୨୫୧ କୋଟି ଟଙ୍କା ରୋଜଗାର କରିଛନ୍ତି। ସେ ଅମ୍ବୁଜା ସିମେଣ୍ଟର ଶେୟାର ବିକ୍ରି କରି ଏହି ଟଙ୍କା ପାଇଥିଲେ। ବର୍ତ୍ତମାନ ଏହି ଅର୍ଥର ନିବେଶ ଆଦାନୀ ଫ୍ୟାମିଲି ଗ୍ରୁପ୍‌ର ବିଭିନ୍ନ…

ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର

ବାଲେଶ୍ୱର ସହରଠାରୁ ୧୬ କି.ମି. ଦୂରରେ ରହିଛି ସ୍ବର୍ଣ୍ଣିମ ବେଳାଭୂମି ଚାନ୍ଦିପୁର। ଏଠାରେ ସମୁଦ୍ର ପାଣି ବେଳାଭୂମିରୁ ୧ରୁ ୪ କି.ମି. ଘୁଞ୍ଚିଯାଏ ଓ ଜୁଆର ସମୟରେ ଫେରିଥାଏ। ଏହି ପ୍ରକ୍ରିୟା ଦିନରେ ଦୁଇଥର ହୋଇଥାଏ। ଯଦି ସକାଳେ ଜୁଆର ଆସେ…

ସନ୍ଦୀପ ଘୋଷଙ୍କୁ ପଲିଗ୍ରାଫ ଟେଷ୍ଟରେ ପଚରାଗଲା ୨୫ ପ୍ରଶ୍ନ

କୋଲକାତା,୨୪।୮: ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା। ଏହି ସମୟରେ ସଞ୍ଜୟଙ୍କ ସହ ଅନ୍ୟ ୬ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ଏଥିରେ…

ଶରଦ ପାଓ୍ବାରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବଢୁଛି ଉଷ୍ମତା

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ବିରୋଧୀଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମହାବିକାଶ ଅଘାଡି (ଏମଭିଏ) ଉପରେ ଚାପ ପକାଇବା ନେଇ ଏକ ଦୃଢ ଆଲୋଚନା ହୋଇଛି। ଏହି ପରିପ୍ରେକ୍ଷୀରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଶୁକ୍ରବାର ସ୍ପଷ୍ଟ…

ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ବାଲିଗୁଡ଼ା,୨୪ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ’ ମେଶିନ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡ଼ା ବ୍ଲକର ୮ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସ-ରେ’…

ନାଗାର୍ଜୁନଙ୍କ ଉପରେ ବୁଲଡୋଜର ଆକ୍ସନ! ଜାଣନ୍ତୁ କ’ଣ ଏହାର କାରଣ

ଚେନ୍ନାଇ,୨୪।୮: ବଳପୂର୍ବକ ଦଖଲ ହେତୁ ଭେଟେରାନ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ କନଭେନସନ ସେଣ୍ଟରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାନୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖବର ଅନୁଯାୟୀ, ସ୍ଥାନୀୟ ଜଳଭଣ୍ଡାର ତାମିଡି ଚେରେଭୁଙ୍କୁ ବଳପୂର୍ବକ…

ସଂସ୍କୃତି ଓ ପରମ୍ପରା ବହନ କରେ ଖିଚିଂ, ଏଠାରେ ରହିଛି…

ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖିଚିଂରେ କଳା,ସଂସ୍କୃତି ଓ ପରମ୍ପରା ବହନ କରୁଥିବା ଶିଳ୍ପୀଙ୍କ କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ। ପୂର୍ବରୁ ଭଞ୍ଜ ବଂଶୀୟ ଶାସକଙ୍କର ଏହା ଥିଲା ରାଜଧାନୀ। ଏଠାରେ ମା’ କୀଚକେଶ୍ୱରୀ ମନ୍ଦିର ଧାର୍ମିକ ଓ ଐତିହାସିକ ମହତ୍ତ୍ୱକୁ…

ହରିୟାଣାର ନିର୍ବାଚନ ତାରିଖ କାହିଁକି ବଦଳାଇବାକୁ ଚାହୁଁଛି ଭାଜପା?

ନୂଆଦିଲ୍ଲୀ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଏହି ବିଗୁଲ ବାଜିସାରିଛି ଏବଂ ବିଭିନ୍ନ ରାଜନୈତିକ ଦଳ ଟିକେଟ ଆବଣ୍ଟନକୁ ନେଇ ମନ୍ଥନ କରୁଛନ୍ତି। ଏହି ସମୟରେ ହରିୟାଣା ଭାଜପା ରାଜ୍ୟ ସଭାପତି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଭୋଟ ତାରିଖ ପରିବର୍ତ୍ତନ…

ରାଜସ୍ଥାନରେ ଆଡ୍ଡା ଜମାଉଛି ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା! ଆସିଲା ବଡ ଅପଡେଟ

ଅଲଓ୍ବର,୨୪।୮: ଭିଓ୍ବାଡିର ଚୌପାନକି ପୋଲିସ ଷ୍ଟେଶନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ତାଲିମ ଶିବିର ପ୍ରକାଶ ପାଇବା ପରେ ବର୍ତ୍ତମାନ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଏଠାରୁ ଧରାଯାଇଥିବା ୬ଜଣ ସନ୍ଦିଗ୍ଧ ଆତଙ୍କବାଦୀ ସାରେକଲାନ ଗାଁରେ ଶ୍ରମିକମାନଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?