ବିମାନ, ସିନେମା ହଲ ଭଳି ଟ୍ରେନରେ ବି ମିଳିବ ମନପସନ୍ଦ ସିଟ, ରେଲଓ୍ବେ ପ୍ରସ୍ତୁତ କଲା ସପ୍ଟଓ୍ବେୟାର
ନୂଆଦିଲ୍ଲୀ,୧୪।୪: ବିମାନ ଏବଂ ସିନେମା ହଲ ଭଳି ବର୍ତ୍ତମାନ ଯାତ୍ରୀମାନଙ୍କୁ ଟ୍ରେନରେ ନିଜ ମନ ପସନ୍ଦର ସିଟ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ରେଲଓ୍ବେ ପ୍ରସ୍ତୁତ ହେଉଛି। ଏଥିପାଇଁ ନୂତନ ସଫ୍ଟୱେୟାର୍ ପ୍ରାୟ ପ୍ରସ୍ତୁତ। ଭାରତୀୟ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ…
ଭାଜପାକୁ ଏମିତି କମେଣ୍ଟ ମାରିଲା ବିଜେଡି
ଭୁବନେଶ୍ୱର, ୧୪।୪(ସୁନିତ୍ ମିଶ୍ର):ବିଜେଡି ରାଜ୍ୟର ୧୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ତେବେ ଏଭଳି ସ୍ଥିତିରେ ଗତ ୧୦ ତାରିଖ ପରଠାରୁ ଭାଜପା ପରବର୍ତ୍ତୀ ପ୍ରାର୍ଥୀ…
୩୯ ଡିଗ୍ରୀ ଉପରେ ୧୦ ସହର: ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୧୪।୪(ଅନୁରାଧା ମହାରଣା)- ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଦିନ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟୁଛି। ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି…
ଇଡେନ ଗାର୍ଡେନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ସୁହାନା-ଅନନ୍ୟା
ନୂଆଦିଲ୍ଲୀ,୧୪।୪: କୋଲକାତା ନାଇଟ ରାଇଡର୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮ ୱିକେଟରେ ପରାସ୍ତ କରିଛି। ଏହିପରି, ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଚଳିତ ଋତୁର ଚତୁର୍ଥ ବିଜୟ ହାସଲ କଲା। ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସ ୫ ଟି…
ବଡ଼ ନିଷ୍ପତି ନେଲେ ଅସନ୍ତୁଷ୍ଟ ବିଜେଡି କର୍ମୀ
କେନ୍ଦୁଝର,୧୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବିଜୁ ଜନତା ଦଳ ତରଫରୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଓ ଏମ୍ପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁଙ୍କୁ ଠାକୁରପଡ଼ାରେ ସୋମବାର ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ…
ଏହି ଦିନ ଆସିବ ଇଲେକ୍ଟୋରାଲ ବଣ୍ଡ୍ ଯୋଜନା ବୈଧତା ଉପରେ ରାୟ
ନୂଆଦିଲ୍ଲୀ,୧୪ା୪ :ଇଲେକ୍ଟୋରାଲ ବଣ୍ଡ୍ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ୍ର ରାୟ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଏହି…
ଭାରତକୁ ବଡ଼ ସଫଳତା: ଟ୍ୟାଙ୍କବିଧ୍ୱଂସୀ ମିଶାଇଲ ସିଷ୍ଟମ୍ର ସଫଳ ପରୀକ୍ଷା
ନୂଆଦିଲ୍ଲୀ,୧୪ା୪:ଭାରତୀୟ ସେନା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟ୍ୟାଙ୍କବିଧ୍ୱଂସୀ ଗାଇଡେଡ୍ ମିଶାଇଲ୍ ସିଷ୍ଟମ୍ର ସଫଳ ପରୀକ୍ଷା କରିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ) ଦ୍ୱାରା ଡିଜାଇନ ଓ ବିକଶିତ ହୋଇଥିବା ଏହି ଓ୍ବିପନ୍ ସିଷ୍ଟମକୁ ଜଣେ ବ୍ୟକ୍ତି ବହନ କରିପାରିବେ।…
ଏୟାର ଇଣ୍ଡିଆର ଉଡାଣ ରଦ୍ଦ, ଇରାନ, ଇସ୍ରାଏଲ ଯୁଦ୍ଧକୁ ନେଇ ନିଆଯାଇଛି ନିଷ୍ପତ୍ତି
ନୂଆଦିଲ୍ଲୀ,୧୪।୪: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଉତ୍ତେଜନା ଦେଖାଦେଇଛି। ଗୋଟିଏ ଦିନ ପୂର୍ବରୁ ଯୁଦ୍ଧର ଆଶଙ୍କା ଥିବାରୁ ଅନେକ ବିମାନ ସେବା ଇରାନର ଆକାଶ ସୀମା ପରିବର୍ତ୍ତେ ଅନ୍ୟ ରୁଟ ନେବା ଆରମ୍ଭ କରିଥିଲେ।…
୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ଆସନରୁ କାହାକୁ ମିଳିଲା ଟିକେଟ
ଭୁବନେଶ୍ୱର:୧୪।୪: ପବିତ୍ର ପଣା ସଂକ୍ରାନ୍ତି ଅବସରରେ କଂଗ୍ରେସ ରବିବାର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକାରେ ୭୫ଜଣଙ୍କ ନାଁ ରହିଛି। ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀରୁ ଦେବାଶିଷ…
ସୁନା ମୂଲ୍ୟ ବୃଦ୍ଧି ପାଇଁ ଦାୟୀ ଭାରତୀୟ: ରିପୋର୍ଟ
ନୂଆଦିଲ୍ଲୀ,୧୪।୪: କିଛି ଦିନ ହେବ କ୍ରମାଗତ ଭାବେ ସୁନା ମୂଲ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ଏକ ରିପୋର୍ଟ ଦାବି କରିଛି ଯେ ଏଥିପାଇଁ ଭାରତୀୟମାନେ ମଧ୍ୟ ବହୁ ପରିମାଣରେ ଦାୟୀ। ରିପୋର୍ଟରେ କୁହାଯାଇଛି ଯେ ଏସିଆର ଲୋକମାନେ କ୍ରୟ କରୁଥିବା ହେତୁ…
କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, କହ୍ନେୟା କୁମାର, ଚରଣଜିତ ସିଂହ ଚନ୍ନିଙ୍କୁ ମିଳିଲା ଟିକେଟ
ନୂଆଦିଲ୍ଲୀ,୧୪।୪: ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରବିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସର ଏହି ପ୍ରାର୍ଥୀ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଉତ୍ତର ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ…
ରୁଷିଆରେ ବନ୍ୟା, ସୁରକ୍ଷିତ ସ୍ଥାନକୁ ଲୋକେ ସ୍ଥାନାନ୍ତର
ମସ୍କୋ,୧୪।୪: ରୁଷିର କୁର୍ଗାନ ଅଞ୍ଚଳରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ପରିସ୍ଥିତି ବିଗିଡିବା ପୂର୍ବରୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ବାହାରକୁ ଆସିବାକୁ ରାଜ୍ୟପାଳ ଲୋକମାନଙ୍କୁ ନିବେଦନ କରିଛନ୍ତି। ରାଜ୍ୟପାଳ ଭାଡିମ ଶୁମକୋଭ ଟେଲିଗ୍ରାମରେ ଲେଖିଛନ୍ତି ଯେ ଟୋବୋଲ…
Archives


