କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର
ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡ଼ା ଗ୍ରାମ ଦଳିତ ସାହିରେ ରବିବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ରାମାୟଣ ନାଟକ ଦେଖିବାକୁ ଯାଇଥିବା ୨୦ ଜଣ ମଞ୍ଚରେ ଶଟ୍ସର୍କିଟ ହୋଇ ଆର୍ଥିଂ ହେବାରୁ ବିଦ୍ୟୁତ…
‘ମୁଁ ଟ୍ରମ୍ପଙ୍କୁ ଘୃଣା କରେ’…ଗୁଳି ଚଳାଇବା ପୂର୍ବରୁ ଭିଡିଓ ଜାରି କରିଥିଲେ ଶୁଟ୍ର, ଦେଖନ୍ତୁ…
ଓ୍ବାଶିଂଟନ,୧୪।୭: ଏକ ନିର୍ବାଚନୀ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ତାଙ୍କ କାନରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ଉପରେ…
ଝାଡ଼ଖଣ୍ଡ ବିଧାନସଭା ପାଇଁ ଭାଜପାର ଏହି ଦୁଇ ରଣନୀତି ପ୍ରସ୍ତୁତ
ରାଞ୍ଚି,୧୪ା୭: ଝାଡ଼ଖଣ୍ଡର ସହରାଞ୍ଚଳ ନିର୍ବାଚନମଣ୍ଡଳୀରେ ଅନ୍ୟ ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ଜାତି ସହିତ ଆଦିବାସୀ ସମ୍ପ୍ରଦାୟ ପ୍ରତି ଦଳର ଆଭିମୁଖ୍ୟକୁ ପୁନର୍ବାର ଆକୃଷ୍ଟ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛି ଭାଜପା। ଭାଜପା ସ୍ଥାନୀୟ ପ୍ରାସଙ୍ଗିକତା ପ୍ରସଙ୍ଗ ଉଠାଇ ସହରାଞ୍ଚଳ…
‘କଂଗ୍ରେସ ଭସ୍ମାସୂର, ଆପଣଙ୍କୁ ଶୀଘ୍ର ଭସ୍ମ କରିଦେବ’, ଅଖିଳେଶଙ୍କୁ ଉପଦେଶ ଦେଲେ ଭୁପେନ୍ଦ୍ର ଚୌଧୁରୀ
ନୂଆଦିଲ୍ଲୀ,୧୪।୭: ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ଲକ୍ଷ୍ନୌରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉତ୍ତରପ୍ରଦେଶରେ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ଖରାପ ପ୍ରଦର୍ଶନ ପରେ ଏହା ହେଉଛି ପ୍ରଥମ ରାଜ୍ୟ…
କ୍ୟାନସର ସହ ଲଢୁଛନ୍ତି ଭେଟେରାନ କ୍ରିକେଟର, ୧ କୋଟି ସହାୟତା ରାଶି ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ତଥା କ୍ରିକେଟର ଅଂଶୁମାନ ଗାୟକୱାଡ ବର୍ତ୍ତମାନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ ଅଛନ୍ତି। ଏହି ୭୧ ବର୍ଷ ବୟସ୍କ ଭେଟେରାନ କ୍ରିକେଟର ଲଣ୍ଡନରେ ଚିକିତ୍ସିତ ହେଉଥିଲେ ଏବଂ ଏହି ସୂଚନା…
ଇତିହାସ ରଚିବେ ନିର୍ମଳା ସୀତାରାମନ
ନୂଆଦିଲ୍ଲୀ,୧୪।୭: ଜୁଲାଇ ୨୩ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କେନ୍ଦ୍ର ବଜେଟ ୨୦୨୪-୨୫ ଉପସ୍ଥାପନ କରିବେ। ଏହା ସହ ଅର୍ଥମନ୍ତ୍ରୀ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଥିବା ସୀତାରାମନ ଦେଶର ପ୍ରଥମ ଅର୍ଥମନ୍ତ୍ରୀ…
ଏବେ ମୋତେ କେହି ଗାଳି ଦେଉ ନାହାଁନ୍ତି…, କାହିଁକି ଏମିତି କହିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୪।୭: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଯେତେବେଳେ ସେ ଟିମ ଇଣ୍ଡିଆର ଅଧିନାୟକତ୍ୱ ରୋହିତ ଶର୍ମାଙ୍କୁ ଦେଇଥିଲେ ସେତେବେଳେ ଲୋକମାନେ ତାଙ୍କ ପାଇଁ ଅନେକ ଭଲ ଏବଂ ଖରାପ କଥା କହିଥିଲେ। କିନ୍ତୁ ବର୍ତ୍ତମାନ ରୋହିତ ତାଙ୍କ…
ରତ୍ନଭଣ୍ଡାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ…
ପୁରୀ ଅଫିସ,୧୪।୭: ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍ରେ ରତ୍ନଭଣ୍ଡାର ଖୋଲିଛନ୍ତି। ଏନେଇ ଖବର ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…
ଥରିଲା ବିଶ୍ୱ: ଇନ୍ଦିରା ଗାନ୍ଧୀଙ୍କ ଠାରୁ ସିଞ୍ଜୋ ଆବେଙ୍କ ପରି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ହୋଇଛି ମରଣାତ୍ମକ ଆକ୍ରମଣ, ହରାଇଛନ୍ତି ଜୀବନ…
ନୂଆଦିଲ୍ଲୀ,୧୪।୭: ଆମେରିକାରେ ଏକ ରାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଛି ମରାଣାତ୍ମକ ଆକ୍ରମଣ। ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ତାଙ୍କୁ ଗୁଳି କରାଯାଇଛି। ଏହି ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଛନ୍ତି। ତାଙ୍କ ମୁହଁ ଏବଂ କାନରେ ରକ୍ତ ଦାଗ…
୧୩ରୁ ୧୧ରେ ହାରିଲେ, ଗୋଟିଏ ଆସନରେ…,ଭାଜପାକୁ ଟାର୍ଗେଟ କଲେ କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ
ନୂଆଦିଲ୍ଲୀ,୧୪।୭: ଲୋକ ସଭା ନିର୍ବାଚନ ପରେ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଏକ ବଡ଼ ବିଜୟ ହାସଲ କରିଛି। ଇଣ୍ଡିଆ ଆଲାଇନ୍ସର ୧୦ଟି ସିଟ ଥିବାବେଳେ ଭାଜପା ମାତ୍ର ଦୁଇଟି ସିଟ…
ଖୋଲିଲା ରତ୍ନଭଣ୍ଡାର
ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଠିକ୍ ସମୟରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର…
ମା’ ବିମଳାଙ୍କଠାରୁ ଗୁଆ ନେଲେ ଟିମ୍, ବନ୍ଦ ହେଲା ୩ ଦ୍ୱାର; ଆଉ କିଛି ମିନିଟ୍ରେ…
ପୁରୀ ଅଫିସ,୧୪।୭: ଖୋଲାଯିବ ରତ୍ନଭଣ୍ଡାର। ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଭିତରେ ଥିବା ଭକ୍ତଙ୍କୁ ବାହାର କରାଯିବା ପରେ ୧୧ଜଣିଆ ଟିମ୍ ମନ୍ଦିର ମଧ୍ୟକୁ ଯାଇଛନ୍ତି। ସେମାନେ ପ୍ରଥମେ ମା’ ବିମଳାଙ୍କୁ ଦର୍ଶନ…
Archives


