ସମ୍ବଲପୁରକୁ ନେଇ ପ୍ରସନ୍ନ ଅସନ୍ତୁଷ୍ଟ, ପ୍ରାର୍ଥୀ ଅଦଳବଦଳ କରିବ ବିଜେଡି
ଭୁବନେଶ୍ୱର, ୧୭।୪: ବିଜେଡି ନିକଟରେ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ବିଧାୟକ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀ ପୁନର୍ବାର ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାନସଭା…
ତ୍ରିମୁଖୀ ଟକ୍କର ସମ୍ଭାବନା
ଗୋଲାମୁଣ୍ଡା,୧୭।୪(ବଟକୃଷ୍ଣ ପଣ୍ଡା):କଳାହାଣ୍ଡି ଜିଲା ଜୁନାଗଡ଼ ବିଧାନସଭା କ୍ଷେତ୍ରରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। ଏହି ବିଧାନସଭା କ୍ଷେତ୍ର ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଭାଜପାରୁ ମନୋଜ…
ରାଜ୍ୟ ସରକାରଙ୍କ ଘୋଷଣା: ୩ ଦିନ ବନ୍ଦ ରହିବ ସ୍କୁଲ
ଭୁବନେଶ୍ୱର,୧୭।୪(ଅସମାପିକା ସାହୁ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ…
ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି ନବୀନ ପଟ୍ଟାନୟକ! ଏହି ଆସନରୁ ଲଢିବା ନେଇ ହେଉଛିି ଚର୍ଚ୍ଚା
ଭୁବନେଶ୍ୱର,୧୭।୪: ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ଦିନକ ପରେ ଅର୍ଥାତ୍ ଏପ୍ରିଲ ୧୮ତାରିଖରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ ୩ ଦଳର ପ୍ରାର୍ଥୀ ତାଲିକା ସମ୍ପୂର୍ଣ୍ଣ ଭାବେ ଘୋଷଣା କରାଯାଇ ନାହିଁ। ଏସବୁ ଭିତରେ…
ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ
ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦ ବର୍ଷ ଧରି ନିଷ୍ଠାପର କାର୍ଯ୍ୟ କରିଥିବା ତଥା କଂଗ୍ରେସ ବ୍ଲକ ସଭାପତି ଭାବରେ ସଂଗଠନ…
ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍ମାର୍
କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା ଟ୍ରକ ପଛରେ ଏକ ଓମିନି ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇ ପିଟି ହୋଇଛି। ଫଳରେ ଗାଡି…
ସମ୍ବିଧାନ ଭାଙ୍ଗିବା ପାପ କରିଛି କଂଗ୍ରେସ: ନିତିନ ଗଡକରୀ
ନୂଆଦିଲ୍ଲୀ,୧୭।୩: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ରାଜନୀତି ଅପେକ୍ଷା ଦେଶର ଭିତ୍ତିଭୂମି ବିକାଶ ବିଷୟରେ କହିବାକୁ ପସନ୍ଦ କରନ୍ତି, କିନ୍ତୁ ସେ ରାଜନୈତିକ ପ୍ରଶ୍ନର ତୀକ୍ଷ୍ଣ ଜବାବ ମଧ୍ୟ ଦେଇଛନ୍ତି। ସମ୍ବିଧାନ ବଦଳାଇ ଦେବା ନେଇ…
ଆମେଠିରୁ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କଲେ ରାହୁଲ, କହିଲେ ହାଇକମାଣ୍ଡ…
ନୂଆଦିଲ୍ଲୀ,୧୭।୪: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଉତ୍ତରପ୍ରଦେଶ ଆମେଠି ଆସନରୁ ଭାଜପା ନେତା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିପକ୍ଷରେ ନିର୍ବାଚନ ଲଢିବା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ସେ…
ଓଡ଼ିଶା ସମେତ ଏହି ସବୁ ରାଜ୍ୟରେ ଏତିକି ଆସନରେ ଜିତିବ ଭାଜପା, ସର୍ଭେରେ ଖୁଲାସା
ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ ହୋଇସାରିଛି। ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୧୯ ରୁ ଆରମ୍ଭ ହେବ ଏବଂ ଏହା ସହିତ ନିର୍ବାଚନୀ ବିଗୁଲ ବାଜିବ। ଭୋଟ ଦେବାର ଠିକ ପୂର୍ବରୁ, ଏବିପି ନ୍ୟୁଜ-ସି ଭୋଟର…
କେବେ ଆଇପିଏଲ୍ ଚାମ୍ପିୟନ୍ ହେବ ଆରସିବି: ଏଆଇ କଲା ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୭।୪: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ଧାରା ଏପରି ହୋଇଛି ଯେ ଭବିଷ୍ୟତରେ ଏହା ଇଣ୍ଡିଆନ ପ୍ରିମିୟର ଲିଗର ବିଜେତା ଦଳର ଭବିଷ୍ୟବାଣୀ କରିବା ମଧ୍ୟ ଆରମ୍ଭ କରିଛି। ଗତ ୧୭ ବର୍ଷ ଧରି ଏହା ସବୁଠାରୁ ବଡ ପ୍ରଶ୍ନ ହୋଇ…
ପ୍ରଚାର ପାଇଁ କେନ୍ଦ୍ରାପଡା ଆସିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୭।୪: ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ରାପଡା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତ କୋଇଲି ବଜାର ବନ୍ଧନ ମଣ୍ଡପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ଭାଜପାର କେନ୍ଦ୍ରାପଡା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି।…
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍ଙ୍କ ହେବ ଭାଗ୍ୟ ପରୀକ୍ଷା
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର: ଏହିସବୁ ହେବିଓ୍ବେଟ୍ଙ୍କ ହେବ ଭାଗ୍ୟ ପରୀକ୍ଷା ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ବୁଧବାର ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଭୋଟ ଦେବାର ୪୮ ଘଣ୍ଟା…
Archives


